ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ
ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ ।
ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି କାଲିଆଡିହ…