Latest Odisha News

BREAKING NEWS

Yearly Archives

2020

ବ୍ରାଣ୍ଡ ଅସଲି ମାଲ୍ ନକଲି: ପୁଣି ନକଲି ସସ୍ କାରଖାନା ଉପରେ ରେଡ୍‌

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଳ୍ । କଟକରୁ ପୁଣି ଥରେ ନକଲି ସସ୍ କାରଖାନା ଠାବ ହୋଇଛି । କଟକ ଜଗତପୁର ଆଇବି ରୋଡ୍‌ରେ ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣର ନକଲି ସସ୍ ଓ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ…

ଡ୍ରଗ୍ସ ଲିଙ୍କ: ଆଜି NCB ଜେରାର ସାମନା କରିବେ ଦୀପିକା-ସାରା-ଶ୍ରଦ୍ଧା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ । ଆଜି ଏହି ମାମଲାରେ ଏନସିବି ଦୁଆରେ ହାଜର ହେବେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ତାଙ୍କ ସହ ଆଜି ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର ବି…

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ…

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା…

ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଛୁ’

ଭଦ୍ରକ: ରୋଗୀ ନେଇ ଫେରିବା ବାଟରେ ଓଲଟିଲା ଆମ୍ବୁଲାନ୍ସ । ଭୋଗରାଇ ନହର ଗାଁରେ ଜଣେ ରୋଗୀଙ୍କୁ ପରିବାର ଲୋକେ କଟକ ଆଣିବା ବେଳେ ବିଳମ୍ବିତ ରାତିରେ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଗୁରୁତର ବ୍ୟକ୍ତିଙ୍କ ସହ ଦୁଇ ଭାଇ ଓ ମା’ ଆହତ ହୋଇଛନ୍ତି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା୨୬-୯-୨୦୨୦ ଶନିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା୨୬ରିଖ ଶନିବାର କନ୍ୟା ୧୧ ଦିନ  ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର    ଘାତ ବାର-: ବୃଷ ସିଂହ ଓ କନ୍ୟା…

କଟକରେ ନାଳକୁ ଖସି ପଡିଲା କାର, ୧ ମୃତ

କଟକ: କନ୍ଦରପୁରଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିିଯାଇଛି। ଏକ କାର ନାଳ ଭିତରେ ଖସି ପଡିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମଞ୍ଜିତ ରୟତ ଓ ତାଙ୍କ ଘର ରାଜେନ୍ଦ୍ର ନଗରରେ ବୋଲି ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ମଞ୍ଜିତ…

ବିଶିଷ୍ଟ ଗାୟକ ବାଲସୁବ୍ରମଣ୍ୟମଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ : ସ୍ୱରର ଯାଦୁଗର ବାଲସୁବ୍ରମଣ୍ୟମଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଶୁକ୍ରବାର ପୁରୀ ବେଳାଭୂମିରେ ବାଲୁକା କଳାରେ ସୁବ୍ରମଣ୍ୟମଙ୍କର ପ୍ରତିକୃତି ତିଆରି କରିଥିଲେ । ଏଥି ସହ ଲେଖିଥିଲେ ବର୍ଷିଆନ ଗାୟକ ଏସ୍ ପି…

ଦିଲ୍ଲୀର ବୋଲିଂରେ ଧରାସାୟୀ ହେଲା ଚେନ୍ନାଇ, ୪୪ ରନରେ ବିଜୟୀ ହେଲା ଡିସି

ଦୁବାଇ: ଆଇପିଏଲ ୨୦୨୦ରେ ଦ୍ୱିତୀୟ ଥର ପାଇଁ ହାରିଲା ଚେନ୍ନାଇ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୪୪ ରନରେ ହାରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ…

ଯାଜପୁରରେ ଆମ୍ବୁଲାନ୍ସ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶଳା ଥାନା ନେଉଳପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ ଯେ, କଟକ ବିଡାନାଶୀର ଶଙ୍କର ସାହୁ, ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ପାଣିକୋଇଲ ଆଡକୁ ଯାଉଥିବା…