Latest Odisha News

BREAKING NEWS

Yearly Archives

2020

ଶିକ୍ଷା ନୀତିରେ ସରକାରଙ୍କ ଦଖଲ କମ୍ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଶିକ୍ଷା ନୀତି ଓ ଶିକ୍ଷା ବ୍ୟବସ୍ଥା । ଶିକ୍ଷା ନୀତିରେ ସରକାରଙ୍କର ଦଖଲ କମ୍ ହେବା ଆବଶ୍ୟକ । କେନ୍ଦ୍ର ସରକାର ଆଣିଥିବା ନୂଆ ଶିକ୍ଷା ନୀତି ସମ୍ପର୍କିତ ରାଜ୍ୟପାଲଙ୍କ ସହ ବୈଠକରେ ଏକଥା କହିଛନ୍ତି…

ବେଡ଼ରୁମର ଏହି ଦିଗରେ ଲଗାନ୍ତୁ ଘଣ୍ଟା; ସୁଦୃଢ ହେବ ପାରିବାରିକ ସମ୍ପର୍କ

ଭୁବନେଶ୍ୱର: ବାସ୍ତୁର ମହତ୍ତ୍ୱ ଜୀବନରେ ବହୁତ ରହିଛି । ଘର ହେଉ ବା ଅଫିସ ବାସ୍ତୁ ଅନୁସାରେ ସବୁ ଠିକ ଥିଲେ ଜୀବନରେ ସଫଳତା ଆସିବାକୁ ସମୟ ଲାଗେ ନାହିଁ। ପାରିବାରିକ ସହ ବ୍ୟବସାୟିକ ଜୀବନରେ ମଧ୍ୟ ସମୃଦ୍ଧି ଭରି ଯାଏ। ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ…

ଅକ୍ଟୋବର ୧୨କୁ ଘୁଞ୍ଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଶୁଣାଣି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମାହାନ୍ତିଙ୍କ ନାଁରେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଛି । ଅକ୍ଟୋବର ୧୨ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ । ଏନେଇ ସୂଚନା ଦେଇଛନ୍ତି ବର୍ଷା…

ଆନ୍ତର୍ଜାତୀୟ ଓଡ଼ିଆ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ

ବଲାଙ୍ଗୀର: ଓଡିଶା ବଲାଙ୍ଗୀର ଜିଲ୍ଲାର ଅନ୍ତର୍ଜାତୀୟ ମହିଳା କ୍ରିକେଟର ରା ସନାରା ପାରୱିନ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ କ୍ରିକେଟରଙ୍କ ମା…

ଓଡ଼ିଶାରେ ଆଉ ୧୦ ଜଣଙ୍କୁ ମାରିଦେଲା ମହାମାରୀ, ମୃତ୍ୟୁସଂଖ୍ୟା ଡେଇଁଲା ୫୫୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ତାସହ ଜୀବନ ନେଉଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଜଣେ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି । 3. A 70-year old female of Cuttack who was also suffering…

ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ରାଜ୍ୟରୁ ୩୮୬୧ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ପଜିଟିଭ୍ ଚିହ୍ନଟ । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୩୮୬୧ ଜଣ । ଯାହାକି ଏଯାଏଁ ସର୍ବାଧିକ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୭୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୮୩ । ଗତକାଲି ରାଜ୍ୟରୁ ୩ ହଜାର ୮୧୬ ପଜିଟିଭ୍…

ମୁମ୍ୱାଇରେ କାହିଁକି ବାରମ୍ୱାର ଭୂକମ୍ପ ? ଚାରି ଦିନରେ ୩ ଥର ଦୋହଲିଲା ମାୟାନଗରୀ

ମୁମ୍ୱାଇ: କରୋନା ମହାମାରୀ ମହାରାଷ୍ଟ୍ରର ମେରୁଦଣ୍ଡ ଭାଙ୍ଗି ଦେଲାଣି । ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଏଭଳି ସମୟରେ ଡରାଉଛି ଭୂମିକମ୍ପ । ଗତ ଚାରି ଦିନରେ ତିନି ଥର ଝଟକା ଅନୁଭୂତ ହେଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ଆଜି ସକାଳ ୮ଟା ବେଳେ ମୁମ୍ୱାଇରେ ଭୂକମ୍ପ ଝଟକା ଅନୁଭୂତ…

ଖାଦ୍ୟ ଗ୍ରହଣ ପରେ କାହିଁକି ଖାଇବା ଆବଶ୍ୟକ ମିଠା, ଜାଣନ୍ତୁ

ଭୁବନେଶ୍ୱର: ଆପଣ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଭୋଜନ ଶେଷ କରିବା ପରେ ମିଠା ଖାଇବାକୁ ପଚରା ଯାଏ। କେବେ ଭାବିଛନ୍ତି କି କାହିଁକି ଭୋଜନ ପରେ ମିଠା କଥା ଉଠେ? ଆସନ୍ତୁ ଜାଣିବା ଏହାର କାରଣ.. ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଖାଦ୍ୟର ଆରମ୍ଭ ସର୍ବଦା ରାଗ କିମ୍ବା ଲୁଣିରୁ ହୋଇଥାଏ ଓ ଭୋଜନର…

ବଢୁଛି ଆଶା: ଆଜିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବଢୁଛି ଆଶା । ଆଜିଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଥିବା ନେଇ ଗଣମାଧ୍ୟମରେ ସୂଚନା ମିଳିଛି । ସୂଚନାନୁସାରେ, ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ…

ବ୍ରାଜିଲକୁ ଠେଲି କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱରରେ ଭାରତ

ନୂଆଦିଲ୍ଲୀ: ଦେଶରେ ୪୨ ଲକ୍ଷ ଟପିଲା କରୋନା ପଜିଟିଭ୍ କେସ୍ । ୭୧ ହଜାରରୁ ଅଧିକ ଜୀବନ ଗଲାଣି । ସାରା ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱର ସ୍ଥାନକୁ ଉଠିଛି ଭାରତ । ତିନି ନମ୍ୱରକୁ ଖସିଛି ବ୍ରାଜିଲ୍ । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୩ ।…