Latest Odisha News

BREAKING NEWS

Yearly Archives

2020

ଗୁଡ ନ୍ୟୁଜ୍: ଋଷ ଟିକା ସୁରକ୍ଷିତ, ତିଆରି କରୁଛି ଆଣ୍ଟିବଡି

ମସ୍କୋ: କରୋନା କାଳରେ ପୁଣି ଏକ ଭଲ ଖବର ସାମନାକୁ ଆସିଛି । ମେଡିକାଲ ଜର୍ଣ୍ଣାଲ୍ ଲାନସେଟ୍ ଦେଇଥିବା ଏମିତି ଖବର ସାରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଇଛି । ରିସର୍ଚ୍ଚରୁ ଜଣା ପଡିଛି ଋଷ ତିଆରି କରିଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ସୁରକ୍ଷିତ। ଟ୍ରାଏଲରୁ ସଫଳତା ମିଳୁଛି । ଲାନସେଟ୍…

କରୋନା ସଂକ୍ରମିତ ନେତାଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହେଉଛନ୍ତି । କରୋନା ସଂକ୍ରମିତ ହୋଇଥିବା ନେତାଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀ ପଦ୍ମିନୀ ଦିଆନ୍ ସାଂସଦ ରମେଶ ମାଝୀ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ପ୍ରଶାନ୍ତ…

[ଭିଡିଓ] କୁକୁର ପାଇଁ ସାକ୍ଷୀ ଦେଇ ଫସିଗଲେ ବାବୁଲି !

ଅନୁଗୁଳ: ମହଙ୍ଗା ପଡିଲା ବିଦେଶୀ କୁକୁର ପାଇଁ ସାକ୍ଷୀ ଦେବା । ଉଦ୍ଧାର ପାଇଲା କୁକୁର । ଧରାପଡିଲା ଚୋର । ହେଲେ ପୋଲିସକୁ ସହାୟତା କରି ବଳିପଡିଲା ଏକ ନିରୀହ ପରିବାର । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଅନୁଗୁଳ ସନ୍ଥପଡାର ବାବୁଲି ସାମଲ । ଘର ଆଗରେ ଲଗାଇଥିଲେ…

ସୋସିଆଲ ମିଡିଆରେ ଭାଇରାଲ ଅକ୍ଷୟଙ୍କ ଫଟୋ !

ମୁମ୍ବାଇ: ଲଣ୍ଡନରେ ଅଛନ୍ତି ଖିଲାଡି ଷ୍ଟାର ଅକ୍ଷୟ । ଚାଲିଛି ଫିଲ୍ମ ବେଲ୍ ବଟମ୍‌ର ସୁଟିଂ । ହେଲେ ଭାରତରେ ତାଙ୍କ ଫଟୋ ଭାଇରାଲ୍ ହୋଇଛି । କରୋନା ମହାମାରୀ ଭିତରେ ପ୍ରଥମ ବଲିଉଡ କଳାକାର ଭାବେ ଅକ୍ଷୟ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଂ ସ୍କଟଲ୍ୟାଣ୍ଡରେ ଚାଲିଥିଲାବେଳେ…

ଜାଣନ୍ତୁ, କେବେଠୁ ଆରମ୍ଭ ହେବ ଯୁକ୍ତ ୩ ଇ-ଆଡମିଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ଯୁକ୍ତ ୩ ଅନଲାଇନ୍ ଆଡମିଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସାମସ ଅଧିନରେ ପରିଚାଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ସମସ୍ତ ଡିଗ୍ରୀ ଓ ସ୍ୱଂୟଶାସିତ କଲେଜ ଗୁଡିକରେ ଯୁକ୍ତ ୩…

ଡ୍ରଗ୍ସ କାରୋବାର: କନ୍ନଡ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଗିରଫ

ବାଙ୍ଗାଲୋର: ଡ୍ରଗ୍ସ କାରୋବାରରେ ଶୁକ୍ରବାର ସ୍ଥାନୀୟ ପୋଲିସ କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ କରିଛି । ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଆଡିଶିନାଲ କମିଶନର ରାଗିଣୀଙ୍କୁ ଗିରଫ କରିଥିବା କଥା ବାଙ୍ଗାଲୋର କମିଶନର କମଲ ପନ୍ଥ…

ଭୁବନେଶ୍ୱରରେ ୧୨ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୫୫୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଆଇପିଏଲ ଭାଷ୍ୟକାର ତାଲିକାରେ ସଞ୍ଜୟ ମଂଜ୍ରେରକରଙ୍କ ନାମ ନାହିଁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୦ ସଂସ୍କରଣ ପାଇଁ ଭାଷ୍ୟକାରଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସିନିୟର ଭାଷ୍ୟକାର ସଞ୍ଜୟ ମଂଜ୍ରେକରଙ୍କ ନାମ ନାହିଁ । ସେପ୍ଟେମ୍ବର ୧୯ରୁ ଆଇପିଏଲ ୟୁଏଇରେ ଆରମ୍ଭ ହେବ । ଦୁବାଇ ଓ ଆବୁଧାବିରେ ୨୧ ଲେଖାଏଁ ଏବଂ ଶାରଜାରେ ୧୪ ମ୍ୟାଚ ଖେଳାଯିବ ।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୯୮୦ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୯୮୦ ଜଣଙ୍କ ମଧ୍ୟରୁ ୬୫୪ ଜଣ କଟକରୁ, ୨୬୩ ଜଣ ଖୋର୍ଦ୍ଧା, ୨୧୨ ଜଣ ଗଞ୍ଜାମରୁ, ୨୦୭ ଜଣ ମୟୁରଭଞ୍ଜରୁ,…

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।…