Latest Odisha News

BREAKING NEWS

Yearly Archives

2020

ତାଇୱାନ ବିମାନ ଖସାଇବା ଖବରକୁ ଖଣ୍ଡନ କଲା ଚୀନ

ବେଜିଂ: ତାଇୱାନ ଆମର କୌଣସି ବିମାନ ଖସାଇ ନାହିଁ ବୋଲି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନର ସିସିପିଏସୟୁ-୩୫ ବିମାନକୁ ତାଇୱାନ ଖସାଇଦେଇଥିବା ନେଇ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା । ତେବେ ଏହାର କୌଣସି ସତ୍ୟତା ନାହିଁ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଖବର ବୋଲି ଚୀନର ପ୍ରତିରକ୍ଷା…

ପବଜିର ବିକଳ୍ପ ଫୌଜି!

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ନିକଟରେ ୧୧୮ଟି ଚୀନ୍ ଆପକୁ ବ୍ୟାନ୍ କରାଯାଇ ପଡୋଶୀ ଦେଶ ଉପରେ ଏକପ୍ରକାର ଡିଜିଟାଲ୍ ଷ୍ଟାଇକ୍ କରାଯାଇଛି । ଯେଉଁଥିରେ ରହିଥିଲା ଲୋକପ୍ରିୟ ଗେମିଂ ଆପ୍ ପବଜି । ପବଜି ଆପକୁ ବ୍ୟାନ କରାଯିବା ପରେ ଶୁକ୍ରବାର ଦିନ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ବଡ…

ଜଗତସିଂହପୁର ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି, ଯାହା ପଜିଟିଭ ଆସିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ…

ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ ବିବାଦ: ନିର୍ମାତାଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଅନେକ ଲୋକ ଭାବିଥିଲେ ବିଗ୍‌ବସ୍ ପରେ ଛୋଟ ପରଦାକୁ ଫେରିବେ ଶିଳ୍ପା ସିନ୍ଦେ । ପ୍ଲାଟଫର୍ମ ସାଜିଥିଲା ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ । ହେଲେ ସୋ' ଆରମ୍ଭ ହେବା ପୂର୍ବରୁ ହିଁ ଶିଳ୍ପା ଓହରିଯାଇଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ନେଇ କିଛି ନା କିଛି ମସାଲାଦାର ଖବର ସାମ୍ନାକୁ ଆସୁଛି…

ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବାକୁ ଥିବା ଏନଡିଏ ଓ ନାଭାଲ ଏକାଡେମୀ (ଏନଏ) ପରୀକ୍ଷା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିପାଇଁ ଆସନ୍ତାକାଲି ତଥା ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫ ଘଟିକାରେ ବିଭିନ୍ନ…

କୌନ ବନେଗା କରୋଡପତି ଓ ଇଣ୍ଡିଆସ୍ ବେଷ୍ଟ ଡାନ୍ସର ସେଟ୍‌ରେ କରୋନା ଚଡକ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର । ତଥାପି ଭାରତରେ କିଛିଟା ଆଶ୍ୱସ୍ତି ମିଳିଛି । ବିଭିନ୍ନ କଟକଣା ଭିତରେ ଆରମ୍ଭ ହୋଇଛି ଫିଲ୍ମ ଓ ଟିଭି ସୋ'ର ସୁଟିଂ । ତଥାପି କରୋନାଠୁ କେହି ବର୍ତ୍ତିପାରୁନାହାନ୍ତି । "କୌନ ବନେଗା କରୋଡପତି" ଓ "ଇଣ୍ଡିଆସ୍ ବେଷ୍ଟ ଡାନ୍ସର" ଭଳି…

ଭୁବନେଶ୍ୱରରେ ରହିଛି ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ ରହିଛି । ଏବେ ଏଠାରେ ସ୍ଥିତି ଭଲ ରହିଥିବା ବେଳେ ଆଗାମୀ ଦିନରେ ରିସ୍କ ବଢିବାର ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନାନୁଯାୟୀ, ଏଯାବତ୍ ଦ୍ୱିତୀୟ…

ଆପ୍ସ ବ୍ୟାନ ଚୀନକୁ କନ୍ଦାଇବ, ୧,୪୬,୬୦୦ କୋଟି ଆର୍ଥିକ କ୍ଷତି ହେବ

ନୂଆଦିଲ୍ଲୀ:ଭାରତ ସହ ଶତ୍ରୁତା ଚୀନ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ଏବେ ପବଜୀ ସମେତ ଅନେକ ଚାଇନିଜ୍ ଆପ୍ସ ବ୍ୟାନ କରାଯିବା ଫଳରେ ଚୀନ ୧,୪୬,୬୦୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି ।  ଏହି ଚାଇନିଜ୍ ଆପ୍ସ ଭାରତୀୟଙ୍କଠାରୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ ଅର୍ଥାତ୍…

ଜେଇଇ/ନିଟ୍‌ ପରୀକ୍ଷା: ସୁପ୍ରିମକୋର୍ଟ ଖାରଜ କଲେ ୬ ରାଜ୍ୟର ଆବେଦନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ଭଳି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୂଚନାନୁଯାୟୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଓ ମହାରାଷ୍ଟ୍ର ଭଳି ୬ଟି ରାଜ୍ୟ ପକ୍ଷରୁ ଜେଇଇ (ମେନ୍‌) ଓ ନିଟ୍‌…

ଶିବସେନା ନେତା ସଞ୍ଜୟ ରାଉତଙ୍କୁ କୁଇନ କଙ୍ଗନାଙ୍କ ଓପନ ଚ୍ୟାଲେଞ୍ଜ, ‘କିସ କା ବାପ ମେ ହିମ୍ମତ ହେ ତୋ ରୋକଲେ’

ମୁମ୍ବାଇ: ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ମୁହାଁମୂହିଁ ହୋଇଛନ୍ତି । ମୁମ୍ବାଇ ନ ଆସିବାକୁ ଶିବସେନା ନେତା ସଞ୍ଜୟ ରାଉତ କହିବା ପରେ ଆଜି କଙ୍ଗନା ତାର ଜବାବ ରଖିଛନ୍ତି । ସେ କହିଛନ୍ତି କିସ କେ ବାପ ମେ ହିମ୍ମତ ହେ ତୋ ରୋକଲେ । ଏପରିକି କେଉଁ ସମୟରେ ଫ୍ଲାଇଟ…