ପିଲାଙ୍କ ତୂଳୀରୁ …
ସିଦ୍ଧି, ଏଲ୍କେଜି, ଡିଏଭି ପୋଖରୀପୁଟ ସ୍କୁଲ, ଭୁବନେଶ୍ୱର
(ମୁଁ ସ୍କୁଲରେ ଆଡମିସନ୍ ତ କରିଛି ହେଲେ ଏ ସ୍କୁଲକୁ କେବେ ଯାଇ ପାଠ ପଢିନି, କାରଣ ସ୍କୁଲ ଖୋଲିନି । ଅନଲାଇନ୍ କ୍ଲାସରେ ହିଁ ପାଠ ପଢୁଛି । ଆଡମିସନ୍ ଆଗରୁ ଥରେ କେବଳ ସ୍କୁଲକୁ ବୁଲି ଯାଇଥିଲି । ରାସ୍ତାରେ ଯିବା ବେଳେ…