Latest Odisha News

BREAKING NEWS

Yearly Archives

2020

Zee5 HiPi କ୍ଷୁଦ୍ର ଭିଡିଓ ପ୍ଲାଟଫର୍ମ ଲଞ୍ଚ ; ଟିକଟକର ସ୍ଥାନ ପୂରଣ କରିବ

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଯୋଗଦାନ ଦେଇ ZEE5 ଭାରତରେ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ହାଇପି ସର୍ଟ ଭିଡିଓ ଆପ୍ ଲଞ୍ଚ କରିଛି। ଟିକଟକ ଉପରେ ନିଷେଧାଦେଶ ପରେ ବ୍ୟବହାରକାରୀମାନେ ଏହାକୁ ହାତଛଡ଼ା କରିବେ ନାହିଁ, ଏହାକୁ ଧ୍ୟାନରେ ରଖି Zee5 HiPi ସର୍ଟ ଭିଡିଓ ଆପ୍ ଭାରତରେ…

୫୦୦୦ ମିଟର ଦୌଡରେ ବିଶ୍ୱରେକର୍ଡ ସ୍ଥାପନ କଲେ ଯୋଶୁଆ ଚେପତେଗେଇ

ମୋନାକୋ: ମୋନାକୋ ଡାଇମଣ୍ଡ ଲିଗ୍ ମିଟରେ ୟୁଗାଣ୍ଡାର ଯୋଶୁଆ ଚେପତେଗେଇ ୫୦୦୦ ମିଟର ଦୌଡରେ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ୨୦୦୪ରେ ଇଥିଓପିଆର ମହାନ ଧାବକ କେନୋନିସା ବେକେଲେ(୧୨:୩୭:୩୫)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଚେପତେଗେଇ ୧୨:୩୫:୩୬ ମିନିଟରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ…

ସୁଶାନ୍ତଙ୍କ ସାଙ୍ଗ ଗଣେଶ କହିଲେ ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍‌ରେ ରବିବାର ତାଙ୍କ ସାଙ୍ଗ ଗଣେଶ ହିବରକର ଚାଂଚଲ୍ୟକର ବୟାନ ଦେଇଛନ୍ତି । ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି । ସେ କହିଛନ୍ତି ଘଟଣାର ପୂର୍ବଦିନ ରାତିରେ ପାର୍ଟିରେ ଅନେକ ନାମୀ ଦାମୀ ଲୋକ ଯୋଗ ଦେଇଥିଲେ । ଦିଶା ସାଲିୟନ ମୃତ୍ୟୁ ନେଇ ସୁଶାନ୍ତ…

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

ଟପ୍ ୫୦ରେ ଓଡ଼ିଶାର ୨ ବିଧାୟକ

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଓଡ଼ିଶାର ୨ ବିଧାୟକ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ଟପ୍ ୫୦ ଲିଷ୍ଟରେ ସ୍ଥାନ ପାଇଛି । ଦେଶର…

ସିଏମ୍‌ସିରେ ଅଧିକ ଯୁବ ବର୍ଗ କରୋନାରେ ସଂକ୍ରମିତ: ଅନନ୍ୟା ଦାସ

କଟକ: କଟକ ମହାନଗର ନିଗମରେ ମାଡି ଚାଲିଛି କରୋନା । ସିଏମ୍‌ସିରେ ଯୁବ ବର୍ଗ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ…

କଟକରେ କରୋନା ସୁସ୍ଥ ହାର ୭୨ ପ୍ରତିଶତ

କଟକ: କଟକରେ ବଢ଼ୁଛି କରୋନା ସୁସ୍ଥ ହାର । ସୁସ୍ଥ ତୁଳନାରେ କମିଛି ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି। ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭…

ଏହି ଅଭିନେତ୍ରୀଙ୍କର ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ!

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ। ସେ ଏକାଧାରାରେ ଜଣେ କବି, ବକ୍ତା, ରାଜନୀତିଜ୍ଞ, ସମାଜ ସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ହେଲେ…

ଏମିତି ମା’ କାହାକୁ ନମିଳୁ, ୧୫ ମାସର ଛୁଆକୁ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ

କୋଣାର୍କ: ମା’ଠୁ ଅଧିକ ନିଜର କେହି ନାହିଁ । ଛୁଆକୁ କଷ୍ଟ ହେଲେ ମା’କୁ କଷ୍ଟ ହୁଏ । ଛୁଆ କାନ୍ଦିଲେ ମା’ କାନ୍ଦେ । ହେଲେ ମା’ ଯେତେବେଳ ସାଜେ ଡାହାଣି । ସେତେବେଳେ ଛୁଆର କଷ୍ଟ ମା’ଆଗରେ ତୁଛ ହୋଇଯାଏ । ଯାହାକୁ କଷ୍ଟ ସହି ନିଜ ୧୦ ମାସ ଗର୍ଭରେ ରଖି ଜନ୍ମ କରିଥିଲା ଆଜି ତା’ ପାଇଁ ସେ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୭୦ ଆକ୍ରାନ୍ତ, ୧୮୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୭୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…