ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ; ଜାଣନ୍ତୁ, ତାଙ୍କ ସମ୍ପର୍କରେ କିଛି…
ଭୁବନେଶ୍ୱର: ହିନ୍ଦୁ ରାଷ୍ଟ୍ର ବାଦର ଜନକ ବୋଲାଉଥିବା ବାଲ ଗଙ୍ଗାଧର ତିଲକ ମଧ୍ୟ ‘ଲୋକମାନ୍ୟ ତିଲକ’ ଭାବେ ଜନମାନସରେ ଖୁବ୍ ପରିଚିତ ।
“ସ୍ୱରାଜ ମୋର ଜନ୍ମଗତ ଅଧିକାର; ଏହାକୁ ମୁଁ ନିଶ୍ଚିତ ଭାବେ ନେବି” ବୋଲି କହିଥିବା ଏହି ଜନ ନାୟକ ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଦେହ ତ୍ୟାଗ କରିଥିଲେ…