Latest Odisha News

BREAKING NEWS

Yearly Archives

2021

ସୁନ୍ଦରଗଡ଼ ଜିଲ୍ଲାରେ ଗଡ଼ିଲା କରୋନା ସଚେତନତା ରଥ

ସୁନ୍ଦରଗଡ଼ : ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଗଡ଼ିଲା ସଚେତନତା ରଥ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର । ଏହି ରଥ ସାରା ଜିଲ୍ଲା ବୁଲି…

ଡୋପ ଟେଷ୍ଟରେ ଧରାପଡିଲେ ସୁମିତ ମଲିକ, ଡବ୍ଲ୍ୟୁଏଫଆଇକୁ ୧୬ ଲକ୍ଷର ଜରିମାନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତିରେ ଶନିବାର ଭାରତକୁ ଶକ୍ତ ଧକ୍କା ଲାଗିଛି । ରେସଲର ସୁମିତ ମଲିକ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ବୁଲଗେରିଆରେ ଅନୁଷ୍ଠିତ କ୍ୱାଲିଫାୟର୍ସ ମୁକାବିଲାରେ ତାଙ୍କ ଡୋପ ସାମ୍ପୁଲ ନିଆ ଯାଇଥିଲା । ସେ ଏଥିରେ ଭଲ ପ୍ରଦର୍ଶନ କରି ୧୨୫ କିଗ୍ରା ବିଭାଗରେ…

ନିଶା କାରବାରର ଏନ୍ତୁୁଡିଶାଳ ପାଲଟିଛି ଭଦ୍ରକ, ମଦ ଜବତ ୭ ଗିରଫ

ଭଦ୍ରକ: କେତେବେଳେ ବ୍ରାଉନ୍ ସୁଗାର ତ ପୁଣି କେତେବେଳେ ଆସ୍କା ଫୋର୍ଟି କିମ୍ବା ଅନ୍ୟ ନିଶା କାରବାର ପାଇଁ ଚର୍ଚ୍ଚା ମୁଣ୍ଡାଇଛି ଭଦ୍ରକ ଜିଲ୍ଲା । ଏବେ ପୁଣିଥରେ ଦେଶୀ ଓ ବିଦେଶୀ ମଦ ଜବତ ହେବା ପରେ ୭ଜଣଙ୍କ ଗିରଫଦାରୀ ଘଟଣା ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁଯାୟୀ ୧୬ ନମ୍ବର ଜାତୀୟ…

ରାଜଧାନୀରେ କରୋନା ରୋଗୀଙ୍କ ଘରେ ଅକ୍ସିଜେନ ପହଞ୍ଚାଇବ ବିଏମ୍‌ସି

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ବରରେ କରୋନା ରୋଗୀଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଘରେ ଥାଇ ବି ରୋଗୀ ପାଇପାରିବେ ଚିକିତ୍ସା ସୁବିଧା। ସୋମବାରଠାରୁ ବିଏମ୍‌ସି ଏହି ପ୍ରକ୍ରିୟା ଆରମ୍ଭ କରିବ। କରୋନା ରୋଗୀଙ୍କ ଘରେ ପହଞ୍ଚାଇବ ଅକ୍ସିଜେନ୍‌। ଏ ନେଇ ଆଜି…

କଟକରେ ଗଡିଲା ସଚେତନ ରଥ

କଟକ: କରୋନାକୁ ନେଇ ସଚେତନ କରିବ ସଚେତନ ରଥ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ସଚେତନ ରଥର ଶୁଭାରମ୍ଭ କରିଛି । ଯହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କରୋନାର ଦ୍ୱିତୀୟ ଲହରରେ ଧନ୍ଦି ହୋଇଥିଲା କଟକ ସହର । ଅମାନିଆଙ୍କ ପାଇଁ ବଢିଚାଲିଥିଲା ସଂକ୍ରମଣ…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନାଗିନ୍‌-୩ ଆକ୍ଟର

ମୁମ୍ବାଇ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଲୋକପ୍ରିୟ ଟେଲି କଳାକାର ପର୍ଲ ଭୀ ପୁରୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ତାଙ୍କୁ ଏବେ ଭାସାଇର ସ୍ଥାନୀୟ କୋର୍ଟଙ୍କ ଦ୍ବାରା ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ତାଙ୍କୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ।…

ମିିଳିଲା ନିଖୋଜଙ୍କ ଠିକଣା, ପର୍ଦ୍ଦାଫାସ୍ ହେଲା ୪ ବର୍ଷ ତଳର ଷଡଯନ୍ତ୍ର

ବାରିପଦା: ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ୍ ଥାନା ପୋଲିସ । ୪ ବର୍ଷ ପୂର୍ବରୁ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡି ହୋଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲା ଅସଲ କାହାଣୀ । ମିଳିଥିବା ରିପୋର୍ଟ…

ସୁଧୁରୁଛି କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲ୍‌ଖା ସିଂ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: କିମ୍ବଦନ୍ତୀ ଆଥ୍‌ଲେଟ୍‌ ତଥା ସ୍ୱର୍ଣ୍ଣ ପଦକ ବିଜେତା ମିଲ୍‌ଖା ସିଂ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଚଣ୍ଡିଗଡ଼ PGIMER କହିଛନ୍ତି। ୯୧ ବର୍ଷୀୟ ମିଲ୍‌ଖା ସିଂ କରୋନା ସଂକ୍ରମିତ ହେଇ ଚିକିତ୍ସିତ ହେଉଛନ୍ତି…

ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- କଟକ (କଟକ ସିଟି), ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼,…

ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ଦିନଠୁ ନେଇ ଏପର୍ଯ୍ୟନ୍ତ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇଲେଣି। ତେବେ କରୋନାରେ ଜଣେ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ହୋଇଛି। ଭାଇଜାଗ୍‌ର ଏକ…