Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୬-୬-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୬ ରିଖ ରବିବାର ବୃଷ ୨୩ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ମେଷ ରାଶିର ଆଜିର ନିଷେଧ…

ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ ହେଲା ବିଶେଷଜ୍ଞ କମିଟି । ସିଏସଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଏହି ବିଶେଷଜ୍ଞ କମିଟି ଗଠନ ହୋଇଛି । ଏହି କମିଟିରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିକ୍ଷାବିତ୍ । ୧୦ ଦିନ ଭିତରେ ମୂଲ୍ୟାୟନ…

ଅଭିଷେକ ବାନାର୍ଜୀ ହେଲେ ତୃଣମୂଳ କଂଗ୍ରେସର ସାଧାରଣ ସଂପାଦକ

କୋଲକାତା : ତୃଣମୂଳ କଂଗ୍ରେସର ସାଂଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି । ଆଜି ତୃଣମୂଳ କଂଗ୍ରେସର ସାଂଗଠନିକ…

କରୋନା କବଳରୁ ସୁସ୍ଥ ହୋଇ ଫେରିଲେ ଆଉ ୭୬୧୬ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିରେ ଆସୁଛି ସୁଧାର । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ବଢ଼ି ଚାଲିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୭ ହଜାର ୬୧୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

୪ବର୍ଷ ପରେ ରାମଗୋପାଳଙ୍କ ଫିଲ୍ମରେ ଅଭିନୟ କରିବେ ଅମିତାଭ

ମୁମ୍ବାଇ: ଦୀର୍ଘ ୪ ବର୍ଷ ପରେ ରାମଗୋପାଳ ବର୍ମାଙ୍କ ଫିଲ୍ମରେ ଅଭିନୟ କରିବେ ମେଗାଷ୍ଟାର ଅମିତାଭବଚ୍ଚନ । ଏବେ କିଛି ଦିନ ହେବ ରାମଗୋପାଳ ଏକ ନିର୍ଦ୍ଦିଷ୍ଟ ସ୍କ୍ରିପ୍ଟ ଉପରେ ଅଧ୍ୟୟନ ଜାରୀ ରଖିଥିଲେ । ଏହା ଅମିତାଭଙ୍କୁ ଆଖି ଆଗରେ ରଖାଯାଇ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ଅଭିନୟ କରିବା…

ଛଟପଟ ହେଉଥିବା ଅସରପାକୁ ବଂଚାଇବା ପାଇଁ ଡାକ୍ତରଖାନା ଦୌଡିଲେ ଦୟାଳୁ ଯୁବକ..

ନୂଆଦିଲ୍ଲୀ: ଅସରପାକୁ ବଂଚାଇବା ପାଇଁ ଜଣେ ଯୁବକ ଡାକ୍ତରଖାନା ଦୌଡିବା ଘଟଣା ଏବେ ଚର୍ଚ୍ଚାର କାରଣ ସାଜିଛି । କେହି କେହି ଏହାକୁ ପାଗଳାମୀ କହୁଥିବା ବେଳେ ଅଧିକାଂଶ ଯୁବକର ଉଦ୍ୟମ ଏବଂ ଦୟାଳୁ ଭାବକୁ ପ୍ରଶଂସା କରିଛନ୍ତି । ଟାଇମ୍ସ ନାଓରେ ପ୍ରକାଶିତ ଏକ ଖବର ଅନୁସାରେ ଥାଇଲାଣ୍ଡର ଜଣେ ଯୁବକ…

ଝିଅ ଦେଖି ଫେରିବା ବେଳେ ମାଡିଗଲା ହାଇଓ୍ବା, ଚାଲିଗଲା ୩ ଜଣଙ୍କ ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭେଡେନ ଥାନା ବାଏପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି, ଜନାର୍ଦ୍ଦନ ବାରିକ ।…

ବୈଜ୍ଞାନିକମାନେ ଚେତାଇଲେ, ଉହାନ ପରି ୫୯ ପ୍ରଯୋଗଶାଳ ରହିଛି ବିଶ୍ୱରେ !

ନୂଆଦିଲ୍ଲୀ: ଚୀନର ଉହାନ ଲ୍ୟାବରୁ କରୋନା ମହାମାରୀ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯଦି ଜୈବିକ ଅସ୍ତ୍ରଶସ୍ତୟ ନେଇ ସତରେ ଗବେଷଣା ଚାଲିଥାଏ ତାହାହେଲେ ଆଗାମୀ ଦିନରେ ଭୟଙ୍କର ରୂପ ଏହା ଧାରଣ କରିବ । ବ୍ରିଟେନରୁ ପ୍ରକାଶିତ ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଏବେ ବିଶ୍ୱରେ…

ଭୁବନେଶ୍ବରରେ ଆକ୍ରାନ୍ତ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ମହାମାରୀ । ପୂର୍ବ ଅପେକ୍ଷା ଏବେ କମିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବର ପାଇଁ ଆଶ୍ବସ୍ତି ଆଣିଦେଇଛି କରୋନା । ଏବେ ରାଜଧାନୀ ଭୁବନେଶ୍ବରରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହି କ୍ରମରେ ଆଜି…

ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ ଥାପ୍ପା କରୋନା ସଂକ୍ରମିତ ଥିବା ଜଣାପଡିଛନ୍ତି । ଶନିବାର ଭାରତୀୟ ଫୁଟବଲ ମହାସଂଘର ଜେନେରାଲ ସେକ୍ରେଟାରୀ କୁଶଳ ଦାସ ଏ ନେଇ ସୂଚନା ଦେଇଛନ୍ତି । ଦୋହାରେ ବିଶ୍ୱକପ ଓ ଏସୀୟାଇ କପ ଯୋଗ୍ୟତାପର୍ଯ୍ୟାୟ ଖେଳିବା ପାଇଁ ସେ ଦଳ ସହିତ…