Latest Odisha News

BREAKING NEWS

Yearly Archives

2021

ଚିନ୍ତା ବଢାଉଛି କୋରେକ୍ସର ଅବାଧ କାରବାର

ପୁରୀ: ଶ୍ରୀକ୍ଷେତ୍ରରେ ମଦ କିମ୍ବା ବ୍ରାଉନ୍ ସୁଗାର ପାଇଁ ପୋଲିସ ପ୍ରଶାସନ ଚିନ୍ତାରେ ପଡିନି । କୋରେକ୍ସର ବେଆଇନ ଓ ଅବାଧ କାରବାର ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଏକ ନିର୍ଦ୍ଧିଷ୍ଟ ଅଂଚଳରେ କୋରେକ୍ସ କାରବାର ହେଉଥିବା ଖବର ପାଇ ଆଜି ଟାଉନ ଥାନା ପୋଲିସ ଚଢାଉ କରି ୪ଜଣଙ୍କୁ ଗିରଫ…

ଜାଣନ୍ତୁ ଢେଙ୍କାନାଳରେ କେଉଁ ଅଂଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷିତ !

ଢେଙ୍କାନାଳ: ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେକ ଅଂଚଳରେ କରୋନାରେ ଅଙ୍କୁଶ ଲାଗିଥିବା ସୂଚନା ରହିଛି । କିନ୍ତୁ ଢେଙ୍କାନାଳ ପରଜଙ୍ଗ ବ୍ଲକରେ ସଂକ୍ରମିତଙ୍କ ବୃଦ୍ଧି ପାଉଥିବା ସଂଖ୍ୟା ସ୍ଥାନୀୟ ପ୍ରଶାସନକୁ ଚିନ୍ତାରେ ପକାଇଛି । ଜୟପୁରାକାଟେଣୀ…

ଜନଶନ ଆଣ୍ଡ ଜନଶନର ସିଙ୍ଗଲ ଡୋଜ ଭ୍ୟାକ୍ସିନ ବ୍ୟବହାରକୁ ବ୍ରିଟେନରେ ଅନୁମତି

ଲଣ୍ଡନ: କରୋନା ମହାମାରୀ ବିପକ୍ଷରେ ବିଜୟ ହାସଲ କରିବା ପାଇଁ ସମସ୍ତ ଦେଶ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ପ୍ରତିଷ୍ଠିତ କମ୍ପାନୀ ଜନଶନ ଆଣ୍ଡ ଜନଶନର ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ବ୍ରିଟେନରେ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଫାଇଜର, ଏଷ୍ଟ୍ରୋଜେନିକା ଓ ମୋଡର୍ଣ୍ଣା ଭ୍ୟାକ୍ସିନକୁ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ଭିତରେ ଆଶ୍ବସ୍ତି ହେଉଛି ରାଜ୍ୟ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୯୫୪ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ…

କରୋନା ପାଇଁ କେଉଁ ଟ୍ରେନ୍ ହୋଇଛି ବାତିଲ, ଜାଣିବା ପାଇଁ ଦେଖନ୍ତୁ

ଭୁବନେଶ୍ବର : କରୋନା ସଂକ୍ରମଣକୁ ବେକ୍ ଦେବା ପାଇଁ ରେଳ ବିଭାଗର ନିଷ୍ପତ୍ତି । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଉଭୟ ଦିଗରୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛି ରେଳ ବିଭାଗ । ଜୁନ…

ବିଶ୍ୱର ସର୍ବୋଚ୍ଚ ଶିଖର ଚଢ଼ିବା ପାଇଁ ପ୍ରସ୍ତୁତ ଭାରତର ୩୦ ଯବାନ

ନୂଆଦିଲ୍ଲୀ: ଦୁନିଆର ସର୍ବୋଚ୍ଚ ଶିଖର ମାଂଉଟ ଏଭରେଷ୍ଟ (୮୮୪୮ମିଟର) ଉପରେ ଚଢ଼ିବା ପାଇଁ ଭାରତର ୩୦ ଯବାନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ପର୍ବତାରୋହୀ ଏଭରେଷ୍ଟ ଉପରେ ଚଢ଼ିବା ପାଇଁ ବେସ କ୍ୟାମ୍ପରେ ପଂହଚି ସାରିଛନ୍ତି । ଭାରତର ସିଏପିଏଫ, ସିଆରପିଏଫ,…

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି

କୋଲକାତା : ମମତା ବନାମ ମୋଦି । ବାତ୍ୟା ୟାସ୍‌ ପ୍ରଭାବରେ କ୍ଷୟକ୍ଷତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଲାଇକୁଣ୍ଡାରେ ଡକାଯାଇଥିବା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି । ପ୍ରଧାନମନ୍ତ୍ରୀ ୩୦…

ମ୍ୟୁଜିକ ଥେରାପୀ: ରଫୀଙ୍କ ଗୀତ ଶୁଣିବା ପରେ ଫେରିଲା ସ୍ମରଣଶକ୍ତି

ରାଜକୋଟ: ସଙ୍ଗୀତ ଶୁଣିବା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ଅନେକ ସ୍ଥାନରେ ମ୍ୟୁଜିକ ଥେରାପୀ ବ୍ୟବହାର କରାଯାଇ ମାନସିକ ଚାପଗ୍ରସ୍ତଙ୍କୁ ସୁସ୍ଥ କରା ଯାଇଥାଏ । ରାଜକୋଟରେ ୮୦ ବର୍ଷୀୟ ତୁଳସୀଦାସ କରୋନା ସଂକ୍ରମଣ ହେବା ସହ…

CMS ର ବ୍ରାଣ୍ଡ୍‌ ଆମ୍ବାସାଡାର ପଦରୁ ହଟିଲେ ଅଭିନେତା ରଣଦୀପ ହୁଡା

ମୁମ୍ବାଇ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିବା ପରେ ଅଭିନେତା ରଣଦୀପ ହୁଡାଙ୍କୁ ମିଳିତ ଜାତିସଂଘର କନ୍‌ଜର୍‌ଭେସନ୍‌ ଅଫ୍‌ ମାଇଗ୍ରେଟୋରି ସ୍ପେସିଶ୍‌ ଅଫ୍‌ ୱାଇଲ୍ଡ ଆନିମଲ୍‌ସ (CMS)ର ବ୍ରାଣ୍ଡ୍‌…

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ…