Latest Odisha News

BREAKING NEWS

Yearly Archives

2021

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୯-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୯ ରିଖ ଶନିବାର ବୃଷ ୧୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ତୁଳା କୁମ୍ଭ…

ଜୁନ୍ ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ

ଭୂବନେଶ୍ବର : ଖରାଛୁଟି ପରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର…

ଅଗଷ୍ଟ ୩୧ ଯାଏ କୋଭିଡ୍ ସାମଗ୍ରୀର ଆମଦାନୀ ଉପରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ : ଜିଏସଟି ପରିଷଦରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦେଶରେ କରୋନା ମହାମାରୀ ବଢ଼ିବାରେ ଲାଗିଛି । ଏଥିପାଇଁ ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖାଯାଇଛି । ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀ…

ସିନେମା ନୁହେଁ ସତ କାହାଣୀ, ଏସିପି ଫିରୋଜ

ଦିଲ୍ଲୀ: କୌଣସି ଫିଲ୍ମ ଷ୍ଟୋରୀ ନୁହେଁ । ସିନେମାରେ ଦେଖିଥିବା କୌଣସି କାହାଣୀ ବି ନୁହେଁ । ଏହା ହେଉଛି ସମ୍ପୁର୍ଣ୍ଣ ସତ ଘଟଣାଟିଏ । ଏ ହେଉଛି ଜଣେ କନେଷ୍ଟବଳଙ୍କ ସଂଘର୍ଷର କାହାଣୀ । ତାଙ୍କର କଠିନ ପରିଶ୍ରମ ତାଙ୍କ ସ୍ୱପ୍ନ ଆଡକୁ ବାଟ କଢାଇ ନେଇଛି । ଦୀର୍ଘ ୧୦ବର୍ଷ ଧରି ବଡ ବାବୁ ମାନଙ୍କ…

ବାତ୍ୟା ‘ୟାସ୍’ର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ବାତ୍ୟା 'ୟାସ୍‌'ର ପ୍ରାଥମିକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବାତ୍ୟାର ପ୍ରଭାବ ୧୨ଟି ଜିଲ୍ଲା ଉପରେ ପଡ଼ିଛି । ସେଥିରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଢେଙ୍କାନାଳ: ପିଚୁ ଟ୍ୟାଙ୍କର ଧକ୍କାରେ ୨ ବାଇକ ଆରୋହୀ ମୃତ । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ମୁକ୍ତାପଶି ଗାଁ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ପିଚୁ ଟ୍ୟାଙ୍କର ଗାଡି ଧକ୍କାରେ ୨ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଭୁବନ ଥାନା ପଳାସପିଠିଆ ଗାଁର…

କୋକେଇରେ ବାହୁଡିଗଲା ବର

ବରଗଡ: ନିର୍ଦ୍ଦୟ ମହାମାରୀ । ମାଆ କୋଳରୁ ପୁଅକୁ ଛଡ଼ାଇ ନେଇଛି । ଆଉ କିଛି ଦିନରେ ବର ବେଶରେ ଆସିଥାନ୍ତା , ହେଲେ ପୁଅ ଆସିଲା କୋକେଇରେ । କରୋନା ମହାମାରୀ ପରିବାରର ସବୁ ଖୁସି ଛଡେଇ ନେଲା । ବେଦୀରେ ହୋମ ନିଆଁ ନଜଳି ମଶାଣିରେ ଜଳିଲା ଯୁଇ । ବରଗଡ ଜିଲ୍ଲାର ଲହଣ୍ଡା ପଂଚାୟତ ଯୋଗୀପାଲି…

ବଲାଙ୍ଗିରରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ବଲାଙ୍ଗିର : ବଲାଙ୍ଗର ପୁଇଁତଲା ଥାନା ଆଟଗାଁରେ ଅଭାବନୀୟ ଘଟଣା । ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ । ମୃତକ ହେଲେ ସୁରୁବାବୁ କୁଅଁର । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ବଡ଼ ଭାଇ ସୁବ୍ରତ କୁଅଁର ଏକ ଧାରୁଆ ଅସ୍ତ୍ରରେ ସାନଭାଇକୁ ଆକ୍ରମଣ କରିଥିଲା…

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ଭଦ୍ରକ : ପୁଣି ଯୌତୁକ ଜୁଇରେ ବଳି ପଡ଼ିଲା ବଧୂ । ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡା ଗ୍ରାମରେ ଘଟିଛି ଘଟଣା । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖଇରା ଥାନା ଆଲଦାର ସସ୍ମିତାଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା…

ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ବର : ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ…