Latest Odisha News

BREAKING NEWS

Yearly Archives

2021

ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଡ୍ରଗ୍ ମାମଲାରେ ଗିରଫ କରିଛି। ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ସିଦ୍ଧାର୍ଥ ପିଠାନି ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ରିଲିଫ୍ ବାଣ୍ଟୁଛି ଭାରତୀୟ ନୌସେନା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ଭାରତୀୟ ନୌସେନା ପକ୍ଷରୁ ରିଲିଫ୍ ବଣ୍ଟନ ଜାରି ରହିଛି । ଗତକାଲି ନୌସେନା ସଦର ବ୍ଲକର ପରିଖି ଗାଁରେ ରିଲିଫ୍ ବଣ୍ଟନ କରିଥିଲା । ବାତ୍ୟା ପରେ ପରିଖି ଗାଁ ଜଳବନ୍ଦୀ ହୋଇ ରହିଛି । ନୌସେନା ପକ୍ଷରୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କମ୍ୟୁନିଟି…

‘ରାଧେ’ ଏକ ଚମତ୍କାର ଚଳଚ୍ଚିତ୍ର ନୁହେଁ; ସଲିମ୍‌ ଖାନ୍‌

ନୂଆଦିଲ୍ଲୀ: ନିକଟରେ ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର 'ରାଧେ' ରିଲିଜ ହୋଇଛି। ତେବେ ଆଇଏମ୍‌ଡିବି ପକ୍ଷରୁ ରାଧେକୁ ବେଶ୍‌ ଖରାପ ରେଟିଂ ମଧ୍ୟ ମିଳିଛି। ଏହା ଭିତରେ ସଲ୍‌ମାନଙ୍କ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଲାଣି। ତେବେ ଭାଇଜାନ୍‌ଙ୍କ ଏହି ଫିଲ୍ମକୁ ନେଇ ସଲିମ୍‌…

କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋକ୍ଟେକ୍ସନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାତ୍ୟା ‘ୟାସ୍’ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,…

ସୁଶାନ୍ତଙ୍କ ପ୍ରଥମ ପୂଣ୍ୟତିଥି ପୂର୍ବରୁ ଏଭଳି ବାର୍ତ୍ତା ଦେଇ ଚର୍ଚ୍ଚାରେ ଅଭିନେତ୍ରୀ ରିୟା

ମୁମ୍ବାଇ: ଆଉ କେଇଟା ଦିନ ପରେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂଣ୍ୟତିଥି ପଡ଼ିବ। ତେବେ ଏହା ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ପୋଷ୍ଟ ସେୟାର୍‌ କରିଛନ୍ତ ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ରିୟା ତାଙ୍କ ଇନଷ୍ଟାଗ୍ରାମରେ…

ଚାଲ ଗାଁକୁ ଫେରିଯିବା

ବିଶ୍ୱାମିତ୍ର ..  ହଁ .. ସେ ପୁରାଣକାଳର ଋଷି ବିଶ୍ୱାମିତ୍ର ନାଇଁ, ଇଏ ସେ ଓସ୍ତପୁର ଗାଁର ବିଶ୍ୱାମିତ୍ର ମହାପାତ୍ର । ଗୋବିନ୍ଦ ମହାପାତ୍ରଙ୍କ ଏକମାତ୍ର ପୁଅ । ବର୍ଷେ ହେଲାଣି ବଡ଼ ହଇରାଣ ହେଉଛି । ରାତି ପାହିଲେ, ସ୍ତ୍ରୀ ବିନୀତା ସହିତ ତୁଣ୍ଡବଜା ହେଉଛି । ଛୋଟ ଛୋଟ କଥାରେ ଗଣ୍ଡଗୋଳ । ହଁ…

ଦ୍ୱିତୀୟ ସଂକ୍ରମଣ ହେତୁ ୫୬ ପ୍ରତିଶତରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ୧୦ ଟି ଡାକ୍ତରଖାନାରେ କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେ ଦ୍ବିତୀୟ ସଂକ୍ରମଣରେ ଆକ୍ରାନ୍ତ କରୋନା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୬ ପ୍ରତିଶତରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆଇଏମ୍‌ସିଆର୍‌ ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି। ଆଇସିୟୁ ଏବଂ ୧୦ଟି…

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକା ନେଲେ ଭାରତୀୟ ମହିଳା କ୍ରିକେଟ ଟିମ୍, ୟୁକେର ଦିଆଯିବ ଦ୍ୱିତୀୟ ଡୋଜ୍

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦଳର ସଦସ୍ୟ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି । ସୂତ୍ର ଅନୁସାରେ, ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ୟୁକେରେ…

ସୁବର୍ଣ୍ଣରେଖାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବାତ୍ୟା 'ୟାସ୍' ପ୍ରଭାବରେ ଝାଡ଼ଖଣ୍ଡରେ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର ଜିଲ୍ଲାର ଜାମୋସଲା ଘାଟରେ ଏହି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳ ସ୍ତର ୫୦.୮୮ ମିଟର ଛୁଇଁଛି ବୋଲି…

ଟେଲି ସୋ’; ପୁଣି ଥରେ ‘ଅନୁପମା’ର ରେକର୍ଡ ଭାଙ୍ଗିଲା ‘ଗୁମ୍‌ ହୈ କିସିକେ ପ୍ୟାର୍‌…

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଗୁମ୍ ହୈ କିସିକେ ପ୍ୟାର୍ ମୈ ପୁଣି ଥରେ ରେଟିଂ ଚାର୍ଟ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ସିରିଏଲ୍‌ 'ଅନୁପମା। ପୁଣି ଥରେ ଅନୁପମାର ରେକର୍ଡ ଭାଙ୍ଗିଲା 'ଗୁମ୍‌ ହୈ କିସିକେ ପ୍ୟାର୍‌…