Latest Odisha News

BREAKING NEWS

Yearly Archives

2021

ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ବୈଠକ ପରେ ଆକାଶ ମାର୍ଗରୁ ବୁଲି ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ମୁଖ୍ୟ…

ବିପିୟୁଟିର ଅଡ୍ ସେମିଷ୍ଟାର ପରୀକ୍ଷା ଲାଗି ନୂଆ ତାରିଖ ଘୋଷଣା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ପକ୍ଷରୁ ଅଡ୍ ସେମିଷ୍ଟାର ଅନଲାଇନ୍ ପରୀକ୍ଷା ୨୦୨୧କୁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଯେଉଁ ପରୀକ୍ଷା ବାତ୍ୟା 'ୟାସ୍' ଯୋଗୁଁ ସ୍ଥଗିତ ରହିଥିଲା। ମେ ୨୪ରୁ ଜୁନ୍ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା…

କମ୍ ସମୟରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ରେକର୍ଡ କଲେ ହଙ୍ଗକଙ୍ଗର ୟିନ ହୁଙ୍ଗ

କାଠମାଣ୍ଡୁ: ହଙ୍ଗକଙ୍ଗର ପର୍ବତାରୋହିଣୀ ସାଙ୍ଗ ୟିନ ହୁଙ୍ଗ ଶୁକ୍ରବାର କମ୍ ସମୟ ମଧ୍ୟରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୨୫ ଘଂଟା ୫୦ ମିନିଟରେ ୨୯,୦୩୧ ଫୁଟ ପର୍ବତ ଆରୋହଣ କରିଥିଲେ । ପୂର୍ବରୁ ନେପାଳର ଫୁଞ୍ଜୋ ଝାଙ୍ଗମୁ ଲାମା (୩୯ ଘଂଟା ୬ ମିନିଟ)ଙ୍କ…

କରୋନାରୁ ସୁସ୍ଥ ହେବା ଲାଗି ସାପ ଖାଇ ବ୍ୟକ୍ତି ଗିରଫ

ଚେନ୍ନାଇ: କରୋନାରୁ ସୁସ୍ଥ ହେବା ଲାଗି ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ପେରୁମାଲପାଟୀ ଗାଁର ଜଣେ ବ୍ୟକ୍ତି ସାପ ଖାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଭାଡିଭେଲ…

କମୁଛି ଦୈନିକ ସଂକ୍ରମଣ; ଦେଶରେ ୧ ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମିଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ଆକ୍ରାନ୍ତ। ଏହି ସମୟରେ ୩ ହଜାର ୬୬୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ସୁସ୍ଥ…

ବୈତରଣୀରେ ବନ୍ୟା, ପ୍ରଭାବିତ ଅଞ୍ଚଳରେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ‘ୟାସ୍’ ପ୍ରଭାବରେ ହୋଇଥିବା ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ବ୍ଲକର ଏକାଧିକ ଗାଁ ପ୍ରଭାବିତ ହୋଇଛି । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବନ୍ୟା ଜଳରେ ଫସିଥିବା ୭ ଜଣଙ୍କୁ…

ବୀର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ, ନିର୍ଦ୍ଦେଶନା ଦେବେ ମହେଶ ମଂଞ୍ଜ୍ରେକର

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ବୀର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରଡ୍ୟୁସର ସନ୍ଦୀପ ସିଂ । ସାୱରକର ଜନ୍ମଦିନରେ ସେ ଏହା ଘୋଷଣା କରିଛନ୍ତି । ଫିଲ୍ମର ନାମ ସ୍ୱତନ୍ତ୍ର ବୀର ସାୱରକର ରହିଛି । ମହେଶ ମଞ୍ଜ୍ରେକରଙ୍କୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ…

ଏହି ଦେଶରେ ଜୁନ୍‌ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଜର୍ମାନୀର ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି ଯେ ଜୁନ୍ ୭ ରୁ କୋଭିଡ-୧୯ ବିରୋଧରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ସେ କହିଛନ୍ତି ଯେ ଟିକାକରଣ ବାଧ୍ୟତାମୂଳକ କରାଯିବ ନାହିଁ। ଜର୍ମାନୀର ଆଞ୍ଚଳିକ ନେତାଙ୍କ ସହ ଆଲୋଚନା ପରେ ସେ କହିଛନ୍ତି…

ଏସିଆନ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ମେରୀ କମ୍‌, ସାକ୍ଷୀ

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ଭାରତୀୟ ମହିଳା ବକ୍ସର ଚଳିତ ଏସିଆନ୍ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ମେରୀ କମ୍ ୫୧ କେଜି ବିଭାଗ ସେମିଫାଇନାଲରେ ମଙ୍ଗୋଲିଆର ଲୁଟସାଇଖାନ ଅଲଟାଂଟସେଗଙ୍କୁ ୪-୧ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବତନ ଯୁବ ବିଶ୍ୱ…

ରିପୋର୍ଟ ଦାଖଲ ପରେ ମିଳିବ ସହାୟତା ରାଶି

ଭୁବନେଶ୍ୱର: ବାତ୍ୟା ଛାଡ଼ିଯାଇଛି । ହେଲେ ବହୁତ୍ କ୍ଷୟ କ୍ଷତି କରିଛି ବାତ୍ୟା ୟାସ୍ । ଏନେଇ ଶୁକ୍ରବାର ଏସଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ୟାସ୍ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ । କ୍ଷୟକ୍ଷତି ସମ୍ପର୍କିତ ପ୍ରାଥମିକ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଏସଆରସି ପ୍ରଦୀପ ଜେନା…