Latest Odisha News

BREAKING NEWS

Yearly Archives

2021

କବିତା : କାନଭାସ

ସୁରେଶ ନାୟକ  ଆଉ ଟିକେ ଧଳା ରଙ୍ଗ ମାଗିବି ଆହୁରି ସଫେଦ୍ କରିବାକୁ, ବରଫ ଖଣ୍ଡଙ୍କୁ କହିଚି ଉଡ଼ି ଆସି ବସି ପଡ଼ିବାକୁ ଆହୁରି ସ୍ୱଚ୍ଛ। ଆଉଟିକେ ଗାଢ଼ ହୋଇ ଜଳିବ ସୂର୍ଯ୍ୟ, ସମୁଦ୍ର ବକ୍ଷ ଚିରି ଆଉକିଛି ଫେନିଳ ହସ ଉଡ଼ି ଯିବେ, ପକ୍ଷୀମାନେ ଏ କାନଭାସକୁ ନିଶବ୍ଦରେ ବେଢ଼ି ରହିବେ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୭-୫-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୭ ରିଖ ଗୁରୁବାର ବୃଷ ୧୩ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଜମିଛି ପାଣି , ଚାଲିଛି ପୁନରୁଦ୍ଧାର କାମ

ଭୁବନେଶ୍ୱର: ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । କିଛି ସ୍ଥାନରେ ଲୋକେ ଜଳବନ୍ଦୀରେ ରହିଥିବା ବେଳେ ପ୍ରତି ସମସ୍ୟା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ବାତ୍ୟା ପ୍ରଭାବିତ ମାନଙ୍କୁ ୭ ଦିନ ଯାଏ ରିଲିଫ୍ ଘୋଷଣା ହୋଇଛି ।…

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ଏକ ଲକ୍ଷ ୭ ହଜାର ୪୯୦ ଟଙ୍କା, ୧୭ଟି ମୋବାଇଲ ଓ ଦୁଇଟି…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି

କାମାକ୍ଷାନଗର: ବାତ୍ୟା ୟାସ୍ ପ୍ରଭାବ ଢେଙ୍କାନାଳ କାମାକ୍ଷାନଗରରେ ବି ଦେଖିବାକୁ ମିଳିଛି । ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । ଯାହାକୁ ନେଇ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ଭୁବନ ,କାମାକ୍ଷାନଗର ଓ କଙ୍କଡ଼ାହାଡ଼ରେ ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ…

କେନ୍ଦ୍ରୀୟ ଅର୍ଥରାଶି ୬୪୧ କୋଟି ଟଙ୍କା ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯାଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଏଥି ପାଇଁ କେନ୍ଦ୍ରରୁ ଆସିଥିବା ୬୪୧.୬ କୋଟି ଟଙ୍କାକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ନେଇ ଆଜି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟକୁ ଗତ ୧ତାରିଖରେ…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ଲୋକେ

ଭଦ୍ରକ: ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ତା ସହିତ ପବନ ଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଆଗକୁ ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତୁହାକୁ ତୁହା ବର୍ଷା ଛେଚୁଥିବା ବେଳେ ବିିଭିନ୍ନ ସ୍ଥାନର ତଳି ଅଞ୍ଚଳ ଗୁଡିକରେ ଅବସ୍ଥା…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ବାତ୍ୟାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା । ଧାମରା ଓ ଆଖପାଖ ଅଞ୍ଚଳ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଯାଇଛି । ନିକଟରେ ଥିବା ଗାଁ ଗୁଡିକ ଅମରନଗର, ରବୀନ୍ଦ୍ର ନଗର, କାନାଳି ଓ ଚାନ୍ଦିନୀପାଳରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଆଉ ପବନରେ ଧାମରା ଓ ଦୋସିଙ୍ଗା…

କିମ ଜୋଙ୍ଗ ଭଉଣୀଙ୍କ ନୃଶଂସପଣିଆ

ପ୍ୟୋୟାଙ୍ଗୟାଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ନୃଶଂସପଣିଆ ଏବେ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ନିକଟରେ ଦେଖିବାକୁ ମିଳୁଛି । କିଛି କ୍ଷମତା ପାଇବା ପରେ ସେ ଏବେ ଶୀର୍ଷ ଅଧିକାରୀଙ୍କୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅର୍ଥରେ ଯିଏ ବି ସେମାନଙ୍କ…

ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାର ୬୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ପ୍ରତିଦିନ ପଜିଟିଭ୍ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୬୩୫ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖଷାର୍ଦ୍ଧାରୁ…