Latest Odisha News

BREAKING NEWS

Yearly Archives

2021

ଘାତକ ସେକେଣ୍ଡ ଓ୍ୱେଭ୍: ଦେଶରେ ଦିନକରେ ୧୫ ଶହ ମୃତ, ଅଢ଼େଇ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୧୫ଶହ ୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅର୍ଥାତ ଦିନକରେ ଡେଥ୍ କେସ୍ ବଢିଛି…

ରାଜ୍ୟରୁ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର: ଦୈନିକ ସଂକ୍ରମଣ ସହ ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ବି ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯ଶହ ୪୪କୁ…

ରାଜ୍ୟରୁ ୩୬୬୪ କରୋନା ପଜିଟିଭ୍: ଖୋର୍ଦ୍ଧାରେ ଦିନକରେ ବଢ଼ିଲା ୪୧%, ୧୦ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମ୍ଭୀର ଆଡକୁ ଗତି କରୁଛି । ଦୈନିକ ସଂକ୍ରମଣ ଉପରମୁହିଁ । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୬୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ହଜାର ୧୨୭ ଓ ଲୋକାଲ୍…

କୁମ୍ଭମେଳାରୁ ଫେରିଲେ କ୍ୱାରେଣ୍ଟାଇନ୍: ଏସବୁ ରାଜ୍ୟ ଲଗାଇଲେଣି କଟକଣା

ନୂଆଦିଲ୍ଲୀ: ଦେଶରେ କରୋନାର ସୁପର ସ୍ପ୍ରେଡର ହୋଇ ପାରନ୍ତି କୁମ୍ଭମେଳା ଫେରାନ୍ତ । କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ଦେଶରେ ଚିନ୍ତା ବଢ଼ିଛି । ବିଭିନ୍ନ ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୁମ୍ଭମେଳା ଫେରନ୍ତାଙ୍କ ଟେଷ୍ଟିଂ ସହ କ୍ୱାରେଣ୍ଟାଇନ୍ କରାଯାଉଛି ।…

ହସ୍ପିଟାଲରେ ଲାଗିଲା ନିଆଁ, ଜଳିଗଲେ ୫ ରୋଗୀ

ରାୟପୁର: ରାତିରେ ହସ୍ପିଟାଲରେ ଲାଗିଲା ନିଆଁ । ଜଳିଗଲେ ୫ ରୋଗୀ । ରାୟପୁରର ଏକ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ୟ୍ୟ ।…

ଗଳ୍ପ : ନିଷ୍ପତ୍ତି

ଶ୍ୱେତପଦ୍ମା ପାଢ଼ୀ  ରାତି ସାରା କାନ୍ଦି କାନ୍ଦି ମୀରାର ମୁହଁ ଆଖି ଲାଲ ପଡ଼ି ଫୁଲି ଯାଇଛି । ଏଇ ଘନ ଅନ୍ଧକାର ଅମାବାସ୍ୟାରେ ସେ ଖୋଜି ପାଇ ପାରୁନି ଜୀବନର ଗନ୍ତବ୍ୟ ସ୍ଥଳ , ବଞ୍ଚିବାର ଲକ୍ଷ୍ୟ । ଜୀବନର ଗତିପଥ ବଦଳାଇବାକୁ ଯେତେ ଚେଷ୍ଟା କରୁଛି ସମୟର ଚକ୍ରବ୍ୟୁହରେ ସେତେ ଭିତରକୁ ଧସି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୧୮-୪-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୮ ତାରିଖ ରବିବାର ମେଷ୫ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଆଜିର ଘାତ ବାରମେଷ ରାଶିର ଆଜିର ଘାତ ଚନ୍ଦ୍ର  କନ୍ୟା ରାଶି ପୁରୁଷ ବିଛା କୁମ୍ଭ ରାଶି…

ସାହିତ୍ୟରେ ପ୍ରତ୍ୟେକ ଅନୁବାଦ ଏକ ଅନୁସୃଜନ : ପ୍ରଦୀପ କୁମାର ରାୟ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ହାଇଦରର ଆଉ ୩ ସହଯୋଗୀ ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯୁବକ ଥିବା ବେଳେ, ଜଣେ ଯୁବତୀ ଅଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ହାଇଦର ଫେରାର ପଛରେ ଏହି ୩ ଜଣଙ୍କର ସଂପୃକ୍ତି ଥିବା…

କୁମ୍ଭ ମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍

ଭୁବନେଶ୍ବର : କୁମ୍ଭ ମେଳାକୁ ଯାଇଥିଲେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ ସଂପୃକ୍ତ ବ୍ୟକ୍ତି । ହୋମ୍ କ୍ବାରେଣ୍ଟାଇନ କିମ୍ବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।…