‘ୟୋ ୟୋ ଟେଷ୍ଟକୁ ପୂର୍ବରୁ ଲାଗୁ କରାଯାଇଥିଲେ ସଚିନ, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ପରି ଖେଳାଳି ପାଇ ନ ଥାନ୍ତୁ’
ମୁମ୍ବାଇ: ବିସିସିଆଇର ୟୋ ୟୋ ଟେଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ସେ କହିଛନ୍ତି ମୋ ମତରେ ଖେଳାଳି ନିକଟରେ ଦକ୍ଷତା ଥିବା ଜରୁରୀ । ତୁମେ ଯଦି ସମ୍ପୂର୍ଣ୍ଣ ଫିଟ ୧୧ ଖେଳାଳିଙ୍କୁ ଟିମର ନେବ ସେମାନେ ବି ସର୍ବଦା ମ୍ୟାଚ ଜିତାଇ ପାରିବେ…