Latest Odisha News

BREAKING NEWS

Yearly Archives

2021

ବିଜୁ ବାବୁଙ୍କ ଜୟନ୍ତୀରେ ସାଇକେଲ୍ ଶୋଭାଯାତ୍ରା: କଟକ ଆନନ୍ଦଭବନରୁ ଯିବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର: ଆସନ୍ତା ୫ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯିବ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ଯାଏ ସାଇକେଲ ରାଲି…

ଦେଶ ପାଇଁ ବଳିଦାନ ଦେଇଥିବା ଯବାନ ଆଜି ପେଟ ପୋଷିବା ପାଇଁ ଚଲାଉଛନ୍ତି ଅଟୋ ରିକ୍ସା

ହାଇଦ୍ରାବାଦ: ଭାରତ-ଚୀନ୍ ଯୁଦ୍ଧରେ ପୁରସ୍କାର ପ୍ରାପ୍ତ ପୂର୍ବତନ ସେନା ବର୍ତ୍ତମାନ ଜୀବିକା ନିର୍ବାହ ପାଇଁ ହାଇଦ୍ରାବାଦ ରାସ୍ତାରେ ଏକ ଅଟୋରିକ୍ସା ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି। ଯୁଦ୍ଧରେ ଅବଦାନ ପାଇଁ ପୂର୍ବତନ ସେନା…

ମଦ୍ରାସାରେ ଗୀତା, ରାମାୟଣ ପଢ଼ାଇବ NIOS

ନୋଏଡା: ପ୍ରାଚୀନ ଭାରତ ଓ ଏହାର ଐତିହ୍ୟ ବିଷୟରେ ମଦ୍ରାସାରେ ପାଠ ପଢ଼ାଯିବ । ଏନେଇ ଏକ ପାଠ୍ୟକ୍ରମ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ ଆରମ୍ଭ କରିଛି । ୧୦୦ ଗୋଟି ମଦ୍ରାସାରେ ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତି ଆଧାରରେ କରାଯାଇଛି । ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ…

ଭାରତରୁ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା ଟିକା ନେବ ବ୍ରିଟେନ

ନୂଆଦିଲ୍ଲୀ: ବ୍ରିଟେନ ସରକାର ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା କରୋନା ଟିକା ଗ୍ରହଣ କରାଯିବ। ରିପୋର୍ଟ ଅନୁଯାୟୀ ସର୍ବ ବୃହତ ଟିକା ଉତ୍ପାଦନକାରୀ ସଂସ୍ଥା ଏସ୍‌ଆଇଆଇ ଗରିବ ଏବଂ…

ବନ୍ଧୁକ ମୁନରେ ଜଳେଶ୍ୱରର ଯୁବକ ପଣବନ୍ଦୀ

ସୋର: ୮ ଲକ୍ଷ ଟଙ୍କା ଦିଅ… ସ୍ୱାମୀକୁ ମୁକୁଳାଇ ନିଅ । ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏନେଇ ଏକ ଭିଡିଓ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମୋବାଇଲକୁ ପଠାଇଛନ୍ତି ଅପହରଣକାରୀ । ଭିଡିଓରେ…

ଦେଶରେ ଗତ ୨୪ ଘଣ୍ଟାରେ ୧୪,୯୮୯ ନୂଆ ମାମଲା ଚିହ୍ନଟ; ମୃତ୍ୟୁ ସଂଖ୍ୟା ୯୮

ନୂଆଦିଲ୍ଲୀ: କରୋନାର ସକ୍ରିୟ ମାମଲା ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୯୮୯ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହେତୁ ୯୮ ଜଣଙ୍କର ମୃତ୍ୟୁ…

ଘରୁ କାର୍ ଡିଲରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଜଣେ କାର୍ ଡିଲର ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ବାସଭବନରୁ ମଙ୍ଗଳବାର ମିଳିଛି । ମୃତକ ଭିକି ହରୀଶ ପୁରୀ ବୋଲି ଜଣାପଡ଼ିଛି । କାର୍ ଡିଲର ଭିକି ହରୀଶ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଅନୁସାରେ, ଭିକି…

ବାହାଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି…

ଆଜି କୋଭିଡ ଟୀକା ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ମାର୍ଚ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେଇଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବେ। ନୂଆଦିଲ୍ଲୀ ସ୍ଥିତ ଏମସରେ ରାଷ୍ଟ୍ରପତି…

ନିର୍ଦ୍ଦେଶ ସତ୍ତ୍ୱେ ସବୁ ଥାନାରେ ଲାଗୁନି CCTV, ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା । କେନ୍ଦ୍ର ସରକାରଙ୍କ ସହ ଏକାଧିକ ରାଜ୍ୟ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନା ହାଜତରେ ନିର୍ଯାତନା ବନ୍ଦ ଓ ନାଗରିକର ମୌଳିକ…