Latest Odisha News

BREAKING NEWS

Yearly Archives

2021

୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଜିତିଲେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ରୁଷିଆର ଡେନିୟଲ ମେଦଭେଦେଭଙ୍କୁ ୭-୫, ୬-୨ ଓ ୬-୦ ସେଟରେ ପରାସ୍ତ କରିଥିଲେ । ଜୋକୋଭିଚଙ୍କ ଏହା ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହି ତାଲିକାରେ…

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ବାଜି ମାରିଲେ ଅକ୍ଷୟ, ଦୀପିକା

ମୁମ୍ବାଇ: ଦାଦା ସାହେବ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛନ୍ତି । ଏହାର ୫ମ ସଂସ୍କରଣରେ ତାହ୍ନାଜୀ ଦି ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଅକ୍ଷୟ କୁମାର ଲକ୍ଷ୍ମୀ ପାଇଁ ଏବଂ ଦୀପିକା ପାଦୁକୋନ ଛପାକ ଫିଲ୍ମ ନିମନ୍ତେ ଶ୍ରେଷ୍ଠ…

ଟେକଅଫ୍ ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତୀଲେ ୨୪୧ ଯାତ୍ରୀ

ନ୍ୟୁୟର୍କ: ଆମେରିକା କଲରାଡୋରେ ଭୟଙ୍କର ବିମାନ ଦୁର୍ଘଟଣା । ଏକ କାମର୍ସିୟାଲ ବିମାନର ଇଞ୍ଜିନରେ ନିଆଁ ଲାଗିବାରୁ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଛି । ରନୱେରୁ ଉଡାଣ ଆରମ୍ଭ କରିବା ପରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ପାଇଲଟ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ…

ଏଥର ସଂକ୍ରମଣରେ ପଡିବ ଶିକୁଳି, କରୋନା ପାଇଁ ଓଡିଶା ଆଲର୍ଟ

ଭୁବନେଶ୍ୱର: ଓଡିଶା ଛାତିରେ ପଶିଲା ଛତିଶଗଡର ଛନକା । ମହାରାଷ୍ଟ୍ର , ଛତିଶଗଡ ଓ ଅନ୍ୟ ରାଜ୍ୟର ସଂକ୍ରମଣର ସ୍ପିଡ୍‌କୁ ଦେଖି ଓଡିଶାରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାଜ୍ୟ ସରକରା ପୁଣି ଜାରି କରିଛନ୍ତି କଟକଣା । ଏସ୍‌ଆରସି ଏକ ଚିଠିରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା…

ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ

ବାଲିଗୁଡା : ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣାରେ ଜଣେ ଗିରଫ । ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । କନ୍ଧମାଳ ଏସପିଙ୍କ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିର ନାଁ ମହାଦେବ ବାବା । ସେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଶ୍ବେତା ମାଇକ ଅନ୍ ହେ’…

ନୂଆଦିଲ୍ଲୀ: କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି 'ଶ୍ବେତା ମାଇକ ଅନ୍ ହେ' ଭଳି ହାସଟ୍ୟାଗ୍। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଶ୍ୱେତା କିଏ? ଶ୍ୱେତା ହେଉଛି ସେହି ମହିଳା ଯିଏ ନିଜ ଘରୁ ଜୁମ୍ ମିଟିଂ ଆଟେଣ୍ଡ୍ କରିଥିଲେ। ହେଲେ ସେ ଅନ୍ୟ‌ ଏକ ଫୋନ୍…

ପୋଲିସ ଏନକାଂଉଟରରେ ଟଳିଲା କାସଗଂଜ ସିପାହୀଙ୍କୁ ମାରିଥିବା ହତ୍ୟାକାରୀ

କାସଗଂଜ: କାସଗଂଜରେ ପୋଲିସ ସିପାହୀଙ୍କୁ ପିଟି ପିଟି ମାରିଥିବା ମୁଖ୍ୟ ଅଭିଯୁକ୍ତ ମୋତି ସିଂ ରବିବାର ପୋଲିସ ଏନକାଂଉଟରରେ ଟଳି ପଡିଛି । ମୋତି ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା । ଏସଏଚଓ ଉପରେ ଆକ୍ରମଣ କରି ଛଡାଇ ନେଇଥିବା ପିସ୍ତଲକୁ ମଧ୍ୟ ପୋଲିସ ଜବତ କରିଛି ।…

RT-PCR ଟେଷ୍ଟିଂ ବଢ଼ାଇବା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି, ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଅଚାନକ ବଢ଼ିଛି କରୋନା କାୟା । ଗତ ସପ୍ତାହେ ହେବ ନିୟମିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । RT-PCR ଟେଷ୍ଟିଂ କ୍ଷମତା…

କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ଈଶାନ୍ତ

ମୋଟେରା: ଫେବୃୟାରୀ ୨୪ରେ ମୋଟେରାରେ ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତର ସିନିୟର ପେସ ବୋଲର ଈଶାନ୍ତ ଶର୍ମା କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ । କପିଳ ଦେବଙ୍କ ପରେ ଭାରତର ଦ୍ୱିତୀୟ ଏବଂ ଓଭରାଲ ୧୧ତମ ପେସ ବୋଲର ଭାବେ ଏହି…

ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୁଗାପଦରରେ ଏହି ବିସ୍ଫୋରଣ ହୋଇଛି । ଯବାନମାନେ ସର୍ଚ୍ଚ ଅପେରେସନ୍ କରିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ଗୋଡ଼ରେ…