Latest Odisha News

BREAKING NEWS

Yearly Archives

2021

ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ ତୈଳ ଦର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ଜାହିର କରିଛନ୍ତି ।  ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ସୋନିଆ ଗାନ୍ଧୀ । ସେ ଲେଖିଛନ୍ତି ଦର ବୃଦ୍ଧି ଐତିହାସିକ ଏବଂ ଅବ୍ୟବହାରିକ ।  ଏହାସହ…

ପତ୍ନୀଙ୍କ ପରେ ଅଭିଷେକଙ୍କ ଶାଳୀଙ୍କୁ ସିବିଆଇର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ପରେ ଏବେ ଶାଳୀ ମେନକା ଗମ୍ଭୀରଙ୍କୁ ସିବିଆଇ ସମନ ଜାରୀ କରିଛି । କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ମେନକାଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି…

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ "ସହୀଦ କପ" ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା…

୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର, ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର । ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ମାଳଦ୍ୱୀପ ଗସ୍ତ କରୁଛନ୍ତି  ବୋଲି କହିଛନ୍ତି ଏସ.ଜୟଶଂକର । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର…

୨୦୨୨ରେ ଲଂଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଉତକ୍ଷେପଣ ୨୦୨୨ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କ.ଶିବନ କହିଛନ୍ତି । ଚନ୍ଦ୍ରଯାନ-୨ ପରି ଏଥିରେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ରହିବ । ତେବେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୦…

ମହାରାଷ୍ଟ୍ର ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା, ପୁଣେରେ ବି ନାଇଟ କର୍ଫ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ପ୍ରକୋପ ବଢୁଛି । ରାଜ୍ୟରେ କିଭଳି ଭାବେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ସେଠାକାର ସରକାର ଓ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । ଅମରାବତୀ ଡିଭିଜିନାଲ୍ ଜିଲ୍ଲାପାଳ ରବିବାର ଅମରାବତୀ, ଅକୋଲା,…

ଆଉ ୨ ବିଧାୟକଙ୍କ ଇସ୍ତଫା, ସଙ୍କଟରେ ପୁଡୁଚେରୀ ସରକାର

ପୁଡୁଚେରୀ: ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପୁଡୁଚେରୀ ସରକାର ସଙ୍କଟରେ ପଡିଛି । ରବିବାର ଶାସକ କଂଗ୍ରେସ ଦଳର ବିଧାୟକ କେ.ଲକ୍ଷ୍ମୀନାରଣ ଏବଂ ଡିଏମକେର ଭେଙ୍କେଟସାନ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଚିନ୍ତାରେ ପଡି ଯାଇଛନ୍ତି । ପୂର୍ବରୁ ମଲାଦି କ୍ରିଷ୍ଣାରାଓଙ୍କ…

ଉତ୍କଳ- ପ୍ରତିଟି ଓଡ଼ିଆ ପ୍ରାଣର ପ୍ରତିଧ୍ୱନି

(ମାତୃଭାଷା ଦିବସ ଅବସରରେ ସ୍ୱତନ୍ତ୍ର ଆଲେଖ୍ୟ) ଓଡ଼ିଆ – କେବଳ ଏକ ଭାଷା ନୁହେଁ , ଏହା ପ୍ରତିଟି ଓଡ଼ିଆଙ୍କ ଛାତି ତଳେ ଚାପି ରହିଥିବା ସେହି ଅଖଣ୍ଡ ଶକ୍ତିଟିଏ । ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ , ଆର୍ଯ୍ୟରଷିମାନଙ୍କ ଉଦରା ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ,…

ପଶ୍ଚିମବଙ୍ଗରେ ୧ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍, ଦିଦିଙ୍କ ବଡ଼ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ସରକାର ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିଦେଇଛନ୍ତି । ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଇନ୍ଧନର ମୂଲ୍ୟକୁ ନେଇ ରବିବାର ସୂଚନା ଦେଇଛନ୍ତି । କୋଲକାତାରେ ରବିବାର ପେଟ୍ରୋଲ ମୂଲ୍ୟ ୯୧.୭୮ ଟଙ୍କା…

ପୁନେରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ

ପୁନେ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଜରୁରୀକାଳୀନ ସେବା ଏଥିରୁ ବାଦ ପଡିବ । ସେପଟେ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ…