Latest Odisha News

BREAKING NEWS

Yearly Archives

2021

୨୦୨୦ରେ ଏୟାରଟେଲ, ୱି ଓଡ଼ିଶାରେ ୯ ଲକ୍ଷ ଗ୍ରାହକ ହରାଇଛନ୍ତି, ଜିଓ ଯୋଡିଛି ୧୯ଲକ୍ଷ: ଟ୍ରାଇ

ଭୁବନେଶ୍ୱର: ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଗକରିଥିବା ବେଳେ ଏହି ସମୟରେ ଉଭୟ ଭାରତୀ ଏୟାରଟେଲ ଏବଂ ୱି (ଭୋଡାଫୋନ ଆଇଡିଆ) ପ୍ରତ୍ୟେକ ୯ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ…

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ ଗାଇଡଲାଇନ ମାନିବାକୁ ଦେଲେ ଆହ୍ୱାନ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ…

ପ୍ରଥମ ଥର ମଣିଷକୁ ସଂକ୍ରମିତ କଲା ବାର୍ଡ ଫ୍ଲୁ H5N8

ନୂଆଦିଲ୍ଲୀ: ମଣିଷ ଶରୀରରେ H5N8 ଭୂତାଣୁ ଠାବ କରିଛନ୍ତି ବୈଜ୍ଞାନିକ । ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରିବା ମାମଲା ଋଷରୁ ସାମ୍ନାକୁ ଆସିଛି । ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଲର୍ଟ ଜାରି କରିଛି । ସେପଟେ ଋଷ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ‘ବାର୍ଡ ଫ୍ଲୁ (H5N8)…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀରୁ ରାଜ୍ୟ ମୁକୁଳୁଥିବା ବେଳେ, ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୭୩ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୧ ଜଣ, ସମ୍ବଲପୁର ଓ ଅନୁଗୁଳରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ରୁ ୪ ଜଣ,…

ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ‘ଭୋକ’ର ଶୁଭ ମହୁରତ

ଭୁବନେଶ୍ଵର: ସ୍ଥାନୀୟ ଭଞ୍ଜକଳା ମଣ୍ଡପ ସଭାଗୃହରେ ଶନିବାର ଜ୍ୟୋତି ପ୍ରଡକ୍ସନର ନୂଆ ଓଡିଆ ଚଳଚ୍ଚିତ୍ର ‘ଭୋକ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ,  ମୁଖ୍ୟ ବକ୍ତା ଭାବେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ,  ସମ୍ମାନିତ…

ଲାଲ୍ କିଲ୍ଲା ହିଂସା : ପୋଲିସ ଜାରି କଲା ଆଉ ୨୦୦ ଉପଦ୍ରବକାରୀଙ୍କ ଫଟୋ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜାରି ରହିଛି ପୋଲିସର ତଦନ୍ତ । ଲାଲ୍ କିଲ୍ଲାରେ ହୋଇଥିବା ଉପଦ୍ରବକୁ ନେଇ ଆକ୍ସନ ମୋଡ୍‌ରେ ଦିଲ୍ଲୀ ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରଖିଛି ପୋଲିସ । ଏବେ ପୁଣି ଆଉ କିଛି…

ଓସକା ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଜାପାନର ନାଓମି ଓସକା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ୨୩ ବର୍ଷୀୟା ଓସକା ୬-୪, ୬-୩ ସିଧାସଳଖ ସେଟରେ ଆମେରିକାର ଜେନିଫର ବ୍ରେଡିଙ୍କୁ ପରାସ୍ତ କରିଥିଲେ । ୨୦୧୮ରେ ମଧ୍ୟ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ।…

ବଢ଼ିଲା ଅମିତାଭ ବଚ୍ଚନଙ୍କ ବଙ୍ଗଳାର ସୁରକ୍ଷା, ମୁତୟନ ହେଲେ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭଙ୍କ ମୁମ୍ବାଇ ସ୍ଥିତ ବାସଭବନର ସୁରକ୍ଷା ଶନିବାର କଡ଼ାକଡ଼ି କରାଯାଇଛି । ତାଙ୍କ ଘର ଆଗରେ ପୋଲିସ ପ୍ରହରା ବ୍ୟବସ୍ଥା ମଧ୍ୟ ହୋଇଛି । ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କ ବୟାନ ପରେ ପରେ ମୁମ୍ବାଇ ପୋଲିସ ଏହି ସୁରକ୍ଷା…

ଈଶାନଙ୍କ ବିସ୍ଫୋରକ ଶତକ ବଳରେ ଝାଡଖଣ୍ଡ ଘରୋଇ ଦିନିକିଆରେ ହାସଲ କଲା ସର୍ବ ବୃହତ ବିଜୟ

ଇନ୍ଦୋର: ବିଜୟ ହଜାରେ ଟ୍ରଫିରେ ଝାଡଖଣ୍ଡ ୩୨୪ ରନରେ ମଧ୍ୟପ୍ରଦେଶକୁ ହରାଇ ନୂତନ କୀର୍ତିମାନ ସ୍ଥାପନ କରିଛି । ଭାରତୀୟ ଘରୋଇ ଦିନିକିଆ ପ୍ରତିଯୋଗିତାରେ ଗୋଟିଏ ଟିମର ଏହା ସର୍ବ ବୃହତ ବିଜୟ । ସେହିପରି ଲିଷ୍ଟ ଏ କ୍ରିକେଟରେ ଏହା ଦ୍ୱିତୀୟ ସ୍ଥାନ ହାସଲ କରିଛି । ଇଂଲଣ୍ଡ କାଂଉଟି ଟିମ୍ ସମରସେଟ…

ଭାରତୀୟ ହକି ଟିମର ୟୁରୋପ ଗସ୍ତ ୨୧ରେ

ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ଭାରତୀୟ ହକି ଟିମ୍ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲା । ଏବେ ପୁନର୍ବାର ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ସଜବାଜ ହେବା ଆରମ୍ଭ କରିଛି । ଫେବୃୟାରୀ ୨୧ରେ ଭାରତୀୟ ଦଳ ୟୁରୋପ ଗସ୍ତରେ ଯିବ । ୧୭ ଦିନିଆ ଏହି ଗସ୍ତରେ ୨୨ଜଣିଆ ଦଳ…