Latest Odisha News

BREAKING NEWS

Yearly Archives

2021

ମୟୂରଭଂଜରେ ଓଲଟିଲା ଟ୍ରାକ୍ଟର, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତମାନଙ୍କୁ…

ଅନଲାଇନ ଲୁଟର ଶିକାର ହେଲେ ଡାକ୍ତର, କୌଶଳକ୍ରମେ ଠକି ନେଇଗଲେ ୭୭ ଲକ୍ଷ ଟଙ୍କା

କଟକ: କିଛି ଦିନ ହେଲା ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ ମାମଲା । ଏଥର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଡାକ୍ତର ସନାତନ ମହାନ୍ତିଙ୍କଠାରୁ କୌଶଳକ୍ରମେ ଠକମାନେ ୭୭ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହା ଜାଣିବା ପରେ ଡାକ୍ତର ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି । କଟକ ସିଡିଏ…

ଯୁବ ବାସ୍କେଟବଲ ପ୍ରତିଯୋଗିତା ୧୮ରୁ

ଭୁବନେଶ୍ୱର: ଯୁବ ବାସ୍କେଟବଲ ପ୍ରତିଯୋଗିତା ଫେବୃୟାରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି । ଓଡିଶା ଯୁବ ବାସ୍କେଟବଲ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୧୪ଟି ଦଳ ଅଂଶଗ୍ରହଣ କରିବେ । ଉଦଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା…

କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ, ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ । ପ୍ରତିଷ୍ଠା ହେବ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ନୂଆ ରୂପରେଖ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । …

ମା’ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’, ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ମା’ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୨ ଶହ କୋଟି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ସରକାର । ଏନେଇ ୨୦୦ କୋଟିର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

କୃଷକ ନେତାଙ୍କ ହତ୍ୟା ଷଡଯନ୍ତ୍ର ରଚୁଛନ୍ତି ଖଲିସ୍ତାନୀ ଆତଙ୍କୀ

ନୂଆଦିଲ୍ଲୀ:କୃଷକ ଆନ୍ଦୋଳନ ମାଧ୍ୟମରେ ଖଲିସ୍ତାନୀ ଆତଙ୍କୀ ଦେଶରେ ଅଶାନ୍ତି ରଚିବା ପାଇଁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ହୋଇପାରି ନ ଥିବାରୁ ଏବେ ବି ଆନ୍ଦୋଳନ ବଳବତର ରହିଛି । ଭାରତର ଗୋଇନ୍ଦା ସଂସ୍ଥା ର’ ଏବଂ ଆଇବି ସରକାରଙ୍କୁ ଆଉ ଏକ…

ଆଗାମୀ ୨ରୁ୩ ଦିନ ଓଡିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା 

ଭୁବନେଶ୍ବର: ଆଗାମୀ ୨ରୁ୩ ଦିନ ଯାଏଁ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପୂର୍ବ ଆକଳନ ଅନୁଯାଇ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ-ମଧ୍ୟମ ଧରଣର ବର୍ଷା  ଅନୁଭୂତ ହୋଇଥିବା ବେଳେ ଅବଶିଷ୍ଠ ଅଞ୍ଚଳରେ ପାଗ ମୁଖ୍ୟତ ଶୁଖିଲା ରହିଛି । …

ନିଆରା ବାହାଘର:ମାଓବାଦୀଙ୍କ ବିବାହ ଉତ୍ସବରେ ବାଜାବାଲା ସାଜିଲେ ଏସ୍‌ପି

ମାଲକାନଗିରି: ମାଲକାନଗିରି ସିମାନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଏକ ନିଆରା ବାହାଘର ଉତ୍ସବ ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୧୫ ଯୋଡି ବାହା ଘର ହୋଇଛି । ୧୫ ବରକୁ ୧୫ କନିଆଁ ପୁଣି ଗୋଟିଏ ବେଦୀରେ ବାହା ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି, ଏହା…

ଦେଶରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ପଶୁ ଅପରାଧର ଶିକାର ହୋଇଛନ୍ତି

ନୂଆଦିଲ୍ଲୀ: ଭାରତରେ ପଶୁମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରାଣୀ ଅପରାଧର ଶିକାର ହୋଇଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ୍ ପ୍ରୋଟେକସନ୍ ଅର୍ଗାନାଇଜେସନ୍ସ (FIAPO) ଏବଂ ଅଲ୍ କ୍ରିଏଟିଭ୍ ଗ୍ରେଟ୍ ଆଣ୍ଡ…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍, ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ

ଜୟପୁର: ପୋଲିସ ହାତରେ ବାଇକ ଚୋରି ରାକେଟ୍ । ଜୟପୁର ଟାଉନ୍ ଥାନା ପୋଲିସ୍ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ଏଥିରେ ୩ ଜଣ ଯୁବକ ଓ ୨ ଜଣ ନାବାଳକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ପୋଲିସ ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ କରିଛି । ଅଭିଯୁକ୍ତମାନେ ଚୋରି ବାଇକ୍…