ଜାତିସଂଘ ସୁରକ୍ଷା ପରିଷଦର ପ୍ରମୁଖ ପ୍ରସଙ୍ଗ ଉପରେ ଘନିଷ୍ଠ ଭାବେ କାର୍ଯ୍ୟ କରିବେ ଭାରତ ଏବଂ ରୁଷିଆ
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ ଏବଂ ରୁଷିଆ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଏଜେଣ୍ଡା ଉପରେ ଥିବା ପ୍ରସଙ୍ଗଗୁଡିକ…