ଆଉ ଗୋଟିଏ ଦିନ ପରେ ଶେଷ ହେବ ଜାତୀୟ ହସ୍ତତନ୍ତ ମେଳା
ଭୁବନେଶ୍ୱର: ବୟନିକା ଦ୍ୱାରା ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ବିଂଶତମ ଜାତୀୟ ହସ୍ତତନ୍ତ ମେଳା, ୨୦୨୧’ ସମାପ୍ତ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଆଜି ସରସ୍ୱତୀ ପୂଜା ପାଇଁ ସରକାରୀ ଛୁଟି ଥିବାରୁ ମେଳାରେ ଗ୍ରାହକଙ୍କ ଉପସ୍ଥିତି ସହ ଭଲ ବ୍ୟବସାୟ ହେବ ବୋଲି ଆଶା…