Latest Odisha News

BREAKING NEWS

Yearly Archives

2021

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ

କଳାହାଣ୍ଡି : କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ବିଶେଷଜ୍ଞ ଟିମ୍‌ । ଗତ ୧୩ ଦିନରେ ଅଭୟାରଣ୍ୟରେ…

ଓଡ଼ିଶାରୁ ସୁସ୍ଥ ହେଲେ ୧୦୦ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୫୧ରେ ପହଞ୍ଚିଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସୁଧୁରୁଥିବା ବେଳେ, ସୁସ୍ଥ ହୋଇଛନ୍ତି ଆଉ ୧୦୦ ଜଣ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ସୁସ୍ଥ ହୋଇଥିବା ବେଳେ, ଅନୁଗୁଳ ଓ ଖୋର୍ଦ୍ଧାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୮, କଟକ, ଯାଜପୁର, ସମ୍ବଲପୁରରୁ ୬ ଜଣ…

ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ୩୮୫ଟି ଗାଁ । ହିମସ୍ଖଳନ ପରେ ସୃଷ୍ଟି ଜଳପ୍ରଳୟ ପରେ ଏବେ ପୁଣି ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହିଛି ଉତ୍ତରାଖଣ୍ଡର ୧୨ ଜିଲ୍ଲାର ୩୮୫ ଗାଁ । ସେଥିମଧ୍ୟରୁ ୫ଟି ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ…

ଅଷ୍ଟ୍ରେଲିଆନ ଓପନ ଟେନିସ: ବୋପାନ୍ନା ବିଦା, ଭାରତ ଅଭିଯାନ ଶେଷ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଶନିବାର ଭାରତର ଅଭିଯାନ ଶେଷ ହୋଇଛି । ମିକ୍ସଡ ଡବଲ୍ସରେ ରୋହନ ବୋପନ୍ନା ଓ ଚୀନର ୟେଗୟିଙ୍ଗ ଦୁଆନ ଯୋଡି ୪-୬, ୪-୬ ସେଟରେ ଆମେରିକାର ବେଥାନୀ ମାଟେକ ସେଣ୍ଡସ ଓ ବ୍ରିଟେନର ଜେମି ମୋରେସଙ୍କ ନିକଟରୁ ହାରି ଯାଇଛନ୍ତି । ପୂର୍ବରୁ…

ହଙ୍ଗମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି

ମୁମ୍ବାଇ: ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସୁପରହିଟ ଫିଲ୍ମ ହଙ୍ଗାମା(୨୦୦୩)ର ସିକ୍ୱେଲ ହଙ୍ଗାମା-୨ରେ ଅକ୍ଷୟ ଖାନ୍ନାଙ୍କ ଏଂଟ୍ରି ହୋଇଛି । ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିବା ବେଳେ ଏବେ ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲୁଛି । ଫିଲ୍ମରେ ଶିଲ୍ପା ସେଟ୍ଟୀ, ପରେଶ ରାୱଲ ଓ ମିଜାନ…

ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ଦିଆଯାଇ ପାରିବ ନାହିଁ । ସାହିନବାଗରେ ସଂଶୋଧିତ ନାଗରିକ ଆଇନକୁ ନେଇ ହୋଇଥିବା ପ୍ରତିବାଦ ସମ୍ପର୍କିତ ପୁନଃ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । ସାହିନବାଗରେ ସଂଶୋଧିତ ନାଗରିକ ଆଇନ୍ ହୁଏତ…

ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକେନ୍ ଇଂରାଜୀ ଶିକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ତୃତୀୟ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯାଉ ଥିବାବେଳେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ସ୍ପୋକେନ୍ ଇଂରାଜୀ ଶିକ୍ଷା ଆରମ୍ଭ ହେବ। ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।…

ଆଇଏମ୍‌ଏସ୍ ଆଣ୍ଡ ସମର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ବର୍ଷର ନୂତନ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି। ଡକ୍ଟର୍‌ସ ଓରିଏଂଟେସନ୍ ପ୍ରୋଗ୍ରାମ୍-୨୦୨୧ ଅବସରରେ ଗତ ଫେବୃଆରୀ ୩…

ଗଭୀର ଭାବଗତ ବନ୍ଧନ ସତ୍ତ୍ୱେ କୋଟିଆ ଭାଇ ଭଉଣୀମାନେ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ: ବିଜେପି

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଛି । ଅନ୍ୟପଟେ କୋଟିଆ ଏବଂ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁ ଗୁଡ଼ିକୁ ଗସ୍ତ କରି ଫେରିବା ପରେ ବିଜେପି ପ୍ରେସମିଟ୍ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କୋଟିଆ…