Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ୨୪ ଘଣ୍ଟାରେ ୨୪୪ କରୋନା ପଜିଟିଭ୍, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୪୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୦୨ଟି ରହିଛି । ୨୪…

କବିତା:ଏମିତି କଣ ହୋଇପାରେ କାହାଣୀ ଶେଷରେ

ଦେବଯାନୀ ତ୍ରିପାଠୀ ମୁଁ ଗୋଟିଏ କବିତାର ଜୀବନ ବଞ୍ଚୁଛି ମୋ ଆଖିରେ ଭଲପାଇବାର ସମୁଦ୍ର ସମୁଦ୍ର ଲହଡି ତଥାପି ତୁମେ ଦେଖିପାରୁଛ ସେଠି ଦରଫୁଟା ମଲ୍ଲୀର ଦୁଃଖ ଶୁଣିପାରୁଛ ଗୋଟେ ଏକଲା ସମୟର ଶୋକଗୀତ। ତୁମକୁ ଲାଗେ ସେଠି ଆଜିକାଲି ଉଜୁଡି ଯାଇଥିବା ସ୍ଵପ୍ନ ମାନଙ୍କ ଭିଡ ମୋ ମୋବାଇଲର…

ନିଜ କ୍ୟାରିୟରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲେ ରବୀନା ଟଣ୍ଡନ୍

ନୂଆଦିଲ୍ଲୀ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର କେଜିଏଫ୍ ୨ ର ଟିଜରରେ ତାଙ୍କୁ ଦମ୍‌ଦାର୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ତାଙ୍କୁ ଏହି ଲୁକରେ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ସମ୍ପ୍ରତି ରବୀନା ତାଙ୍କ ବ୍ୟସ୍ତବହୁଳ…

ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍: ନର୍ଥ ପୋଲ ଦେଇ ସାନ ଫ୍ରାନ୍ସିସ୍କୋରୁ ପହଞ୍ଚିଲେ ଭାରତ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ଇତିହାସ ରଚିଛନ୍ତି । ବିଶ୍ୱର ଦୀର୍ଘତମ ଆକାଶ ପଥ ନର୍ଥ ପୋଲରେ ବିମାନ ଉଡ଼ାଣ କରି କିର୍ତ୍ତୀମାନ ରଚିଛନ୍ତି । ମହିଳା ପାଇଲଟ୍ ଟିମ୍ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ୧୬ହଜାର କିଲୋମିଟର ଅତିକ୍ରମ କରି ବାଙ୍ଗାଲୋରରେ ପହଞ୍ଚିଛନ୍ତି । ୧୭…

୯ ରାଜ୍ୟକୁ ମାଡି ଗଲାଣି ବାର୍ଡ ଫ୍ଲୁ ବିପଦ; ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ମାଡିଗଲାଣି ବାର୍ଡ ଫ୍ଲୁର ଆତଙ୍କ। ଏହାସହିତ ଅନ୍ୟ ସାତୋଟି ରାଜ୍ୟ ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟରେ ପୂର୍ବରୁ ପକ୍ଷୀ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ସ୍ପଷ୍ଟ ହୋଇଛି। ଏଥି ସହିତ…

ନିମ୍ନମାନର ସେଣ୍ଟ୍ରିଂରୁ ଉମରକୋଟରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

ନବରଙ୍ଗପୁର: ଉମରକୋଟରେ ନିର୍ମାଣାଧୀନ ବ୍ରିଜର ସ୍ଲାବ କେମିତି ଭୁଶୁଡ଼ିଲା ? ଆରମ୍ଭ ହୋଇଛି କାରଣ ଖୋଜା । ଅଧୀକ୍ଷଣ ଯନ୍ତ୍ରୀ ଘଟଣାର ତଦନ୍ତ କରିଛନ୍ତି । ନିମ୍ନମାନର ସେଣ୍ଟ୍ରିଂ ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଆଜି ଘଟଣାସ୍ଥଳରେ ତଦନ୍ତ କରିବେ ମୁଖ୍ୟ…

ପ୍ୟାସନ୍‌ ନୁହେଁ ଟଙ୍କା ପାଇଁ ଏହି ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ଅନିଲ୍‌ କପୁର

ନୂଆଦିଲ୍ଲୀ: ଅଭିନେତା ଅନିଲ କପୁର ବଲିଉଡ୍‌ର ଜଣେ ଏଭର୍‌ଗ୍ରୀନ୍‌ କଳାକାର। ନିକଟରେ ଏକ ସାକ୍ଷାତକାର ସମୟରେ ଅନିଲ କପୁର ତାଙ୍କ କ୍ୟାରିୟର ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ପ୍ରକାଶ କରିଛନ୍ତି। ଅନିଲ କହିଛନ୍ତି ଯେ ଏତେ ବଡ ହୋଇଥିଲେ ମଧ୍ୟ ତାଙ୍କ ଜୀବନରେ ଏକ ସମୟ ଥିଲା ଯେତେବେଳେ ସେ…

ଟିକାକରଣ ପୂର୍ବରୁ ଆଜି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅଭିଯାନ ଆରମ୍ଭ କରିବ ଭାରତ । ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ଏହି ବିଚାରବିମର୍ଶ ହେବ ।…

ଭାଇରାଲ୍‌ ହେଉଛି ସୋନୁଙ୍କ ଟାଟୁ

ନୂଆଦିଲ୍ଲୀ: ଗରିବ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ନେଇ ବଲିଉଡର ପ୍ରସିଦ୍ଧ ଅଭିନେତା ସୋନୁ ସୁଦ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଲକଡାଉନ୍ ସମୟରେ ସେ ଆରମ୍ଭ କରିଥିବା ସହାୟତା ଶୃଙ୍ଖଳା ଅବ୍ୟାହତ ରହିଛି। ଏଥି ସହିତ, ଲୋକମାନେ ତାଙ୍କର ମହାନ କାର୍ଯ୍ୟ ପାଇଁ ତାଙ୍କୁ ନିଜ ଶୈଳୀରେ…

ଆଜିଠୁ ରାଜ୍ୟରେ ଖୋଲିଲା ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । କୋଭିଡ୍ କଟକଣା ଭିତରେ ଖୋଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । କେବଳ ୟୁନିଭରସିଟି ଓ ଡିଗ୍ରୀ କଲେଜ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ହେଉଛି । ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ…