Latest Odisha News

BREAKING NEWS

Yearly Archives

2021

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୬ ଜଣା ପଡିଗଲା କଥା କହୁ କହୁ ରୁବି ସହିତ। ଏଇ ଯୋଉ ଗ୍ରିଲ ବନ୍ଦ, ଧାଁ ଧପଡ, ସବୁକିଛି। ଗୁପ୍ତ ରଖିଲେ ବି ବହୁତ କିଛି ଜଣାପଡିଯାଏ। ବିନାୟକ ଛୋଟରାୟ ନାମକ ଜଣେ ଦରଦୀ ମଣିଷ ଆସନ୍ତି ଆମ ବସ୍ତିକୁ।  ବେଶ ବୟସ୍କ ସେ।…

ଲଉଡ଼ି ଓ ଢାପ ନୃତ୍ୟ ସହ ଆମ ଲୋକକଳା ଆମ ସଂସ୍କୃତିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ , ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଦିପୁରର ଲଉଡ଼ି ନୃତ୍ୟ , ବଲାଙ୍ଗୀର…

ଚମ୍ପୁଆ ବିଧାୟିକାଙ୍କୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ଯୋଡ଼ା ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର

ଚମ୍ପୁଆ : ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ବିରୁଦ୍ଧରେ ଜୋର ଧରିଲା ଆନ୍ଦୋଳନ । ବିଧାୟିକାଙ୍କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଯୋଡ଼ା ଅଞ୍ଚଳର ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର । ଆଜି ସନ୍ଧ୍ୟାରେ ହଜାର ହଜାର ଲୋକେ ବିଧାୟିକାଙ୍କ ବିରୁଦ୍ଧରେ ଏକାଠି ହୋଇ…

୭୫୨୩ କୋଟି ଟଙ୍କାରେ ଭାରତ ବରାଦ କଲା ୧୧୮ ଅର୍ଜୁନ ଏକେ-୧ଏ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମଜଭୁତ କରିବା ପାଇଁ ସରକାର ୧୧୮ ଅର୍ଜୁନ ଏକେ-୧ଏ ଯୁଦ୍ଧ ଟ୍ୟାଙ୍କ ବରାଦ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ୟାଙ୍କର ଓଭରାଲ ଆନୁମାନିକ ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ । ଭାରତ ସରକାର ଏଥିପାଇଁ ଅନୁମତି ଦେଇସାରିଛି । ଚେନ୍ନାଇର ଅଭଡି ହେଭି…

ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢ଼ାଉ, ୭ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଞ୍ଚଳରୁ ଜବତ ହୋଇଛି ୨ଟି ବନ୍ଧୁକ ତିଆରି କାରଖାନା । ମାମଲାରେ ପୋଲିସ ଜଣେ ଦମ୍ପତିଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ବର୍ଷ ଧରି ଏମାନେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବିଶେଷ କରି…

ବାଇକ୍ ଧକ୍କାରେ ଗଳିପଡିଲା ବନ୍ଧୁକ ଓ ଗୁଳି, ଚମ୍ପଟ୍ ମାରିଲେ ୨ ଅଭିଯୁକ୍ତ

ଭଦ୍ରକ: ନିଶା କାରବାର ପରେ ଏବେ ବେଆଇନ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଆଜି ଏକ ବାଇକ ଧକ୍କା ଭଳି ସାଧାରଣ ମାମଲା ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଚିନ୍ତାରେ ପକାଇଛି । ତେବେ ବାଇକ୍ ଧକ୍କା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଅନେକଙ୍କୁ ଚକିତ କରିଛି ।…

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା…

ରାଗିଗଲେ ଟଲିଉଡ ଷ୍ଟାର ନାଗା ଚୈତନ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ତାଙ୍କ ବିବାହ ବିଚ୍ଛେଦ ଖବର ନେଇ ମୁହଁ ଖୋଲିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ସମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗୁଜବ ଉଠିଥିଲା । ଏହା ଏକ ମିଛ କଥା ଆମ ଭିତରେ ଉତମ ବୁଝାମଣା ରହିଛି ବୋଲି…

କଟକରେ ପଡି ରହିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ମାଲକାନଗିରି ଯୁବ ନେତା

ମାଲକାନଗିରି: ପ୍ରକୃତିର ସର୍ବଶ୍ର୍ରେଷ୍ଠ ଜୀବ ମଣିଷ ଆଜି ଖୋଦ ନିଜ ଜାତିକୁ ତୁଚ୍ଛ ମନେ କରୁଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ସଂପୃକ୍ତ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ…