Latest Odisha News

BREAKING NEWS

Yearly Archives

2021

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର…

ଆସନ୍ତୁ ଜାଣିବା କାହିଁକି ୪୦୦ କୋଟିର ଅଫର ପ୍ରତ୍ୟାଖ୍ୟାନ କଲେ ଆଦିତ୍ୟ ଚୋପ୍ରା !

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ନ କରିବା ଜିଦରେ ରହିଛନ୍ତି ୟଶରାଜ ଫିଲ୍ମର ମୂଖ୍ୟ ଆଦିତ୍ୟ ଚୋପ୍ରା । ଏପରିକି ଓଟିଟି ପ୍ଲାଟଫର୍ମରେ ତାଙ୍କ ଫିଲ୍ମ ରିଲିଜ କରିବା ପାଇଁ ୪୦୦ କୋଟି ଟଙ୍କାର ଅଫରକୁ ସେ ପ୍ରତ୍ୟାଖାନ କରି ଦେଇଛନ୍ତି । ଫିଲ୍ମ ଏକଜିଭିଟର୍ସଙ୍କୁ ମୁଁ କୌଣସି…

ଶାରଦୀୟ ପୂଜା ପାଇଁ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ଗାଇଡ ଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । କଟକଣା ଭିତରେ ଦଶହରା କରିବାକୁ ଗାଇଡଲାଇନ ଜାରି କରିଛି ବିଏମସି । ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ମୃଣ୍ମୟୀ ମୂର୍ତ୍ତିର…

ଉରୀରେ ସେନାଙ୍କ ଗୁଳିରେ ଟଳିଲେ ୩ ପାକ୍ ଆତଙ୍କୀ

ଉରି: ଭାରତୀୟ ସେନାକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ରାମପୁର ଅଂଚଳରେ ୩ ଆତଙ୍କବାଦୀ ସେମାନଙ୍କୁ ଗୁଳିରେ ଟଳିଛନ୍ତି । ପିଓକେ ଦେଇ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ମୃତ ଆତଙ୍କୀଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ୮ ପିସ୍ତଲ ଓ ୭୦ଟି ଗ୍ରେନେଡ ଜବତ ହୋଇଛି । ହଥଲଙ୍ଗା ଜଙ୍ଗଲ…

ଓଡ଼ିଶାରେ ହେବ ଜୁନିୟର ବିଶ୍ବକପ ପୁରୁଷ ହକି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଆୟୋଜନ କରିବ ଜୁନିୟର ପୁରୁଷ ହକି ବିଶ୍ବକପ୍ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ବକପ୍ ଖେଳାଯିବ…

କୋଭିଡ୍ ନିୟମ ଉଲ୍ଲଂଘନ କରି ପୋଲିସ ଆଗରେ ଦୂତୀଙ୍କ ଦବଙ୍ଗଗିରିି

ଯାଜପୁର: ବେଶ କିଛି ଦିନ ପୂର୍ବରୁ ଜଣେ ୱବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଧାବିକା ଦୂତୀ ଚାନ୍ଦ । ହେଲେ ଏବେ କର୍ତ୍ତବ୍ୟରତ ପୋଲିସକୁ ନାଲି ଆଖି ଦେଖାଇ ଦୂତୀ ସମାଲୋଚନାର ଶିକାର ହୋଇଛନ୍ତି । ଗତକାଲି ବିନା ଅନୁମତିରେ ଯାଜପୁର ଜିଲ୍ଲା ଚକଗୋପାଳପୁର…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ , ପୁଣି ହାଇକୋର୍ଟରେ ମାମଲା

କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ  ।  କଟକ ବାଲୁବଜାର ଦୁର୍ଗାପୂଜା କମିଟିର ଆବେଦନ ଖାରଜ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ । ସରୋଜ କୁମାର ସିଂ ଓ ଅନ୍ୟ ୩୪ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ମୂର୍ତ୍ତି…

ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଏକ୍ସପର୍ଟ କମିଟି ଗଠନ କରିବେ ସୁପ୍ରିମକୋର୍ଟ । ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି । ଆସନ୍ତା…

ଦେଶୀମଦ ବୋଝେଇ ବୋଲେରୋ ଜବତ, ଗାଡି ଛାଡ଼ି ଘଟଣାସ୍ଥଳରୁ ଆସାମୀ ଫେରାର

ଭଦ୍ରକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ବଡ଼ ସଫଳତା । ବିପୁଳ ପରିମାଣର ଦେଶୀ ମଦ ଜବତ ଜରିଛି ଅବକାରୀ ବିଭାଗ । ମଦ ବୋଝେଇ ବୋଲେରୋକୁ ଜବତ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ସୂଚନା ଅନୁଯାୟୀ, ବୋଲେରୋ ଯୋଗେ ଦେଶୀ ମଦ ବାହାରକୁ ଚାଲାଣ ହେଉଥିଲା ।…

ପଛକୁ ହଟିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି

ବାଲେଶ୍ବର : ପଛକୁ ହଟିଲା ପଶ୍ଚିମବଙ୍ଗ ପ୍ରଶାସନ । ବିରୋଧ ପରେ ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି । ଓଡ଼ିଶା ସୀମା ଭିତରରେ ପଶ୍ଚିମବଙ୍ଗ ପ୍ରଶାସନ ଜୋର ଜବରଦସ୍ତ ପାଚେରି ନିର୍ମାଣ କରୁଥିଲା । କିନ୍ତୁ ସେହି ପାଚେରିକୁ ରାତି ଅଧିଆ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ । ଓଡିଶାର…