Latest Odisha News

BREAKING NEWS

Yearly Archives

2021

ରାଜଧାନୀରେ ପୁଣି ୨ଟି ବାର୍ ସିଲ୍

ଭୁବନେଶ୍ୱର: ଯେତେ କହିଲେ ବି କୋଭିଡ୍ କଟକଣାକୁ ବେଖାତିର କରୁଛନ୍ତି ବାର୍ ମାଲିକ । ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଘଟଣା ସାମନାକୁ ଆସୁଛି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରରେ ପୁଣି ଦୁଇଟି ବାର୍ ସିଲ୍ କରିଛି ବିଏମସି । ସିଲ୍ ହୋଇଛି BBI ଓ UPRE ବାର୍ ।…

ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା: ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ଖସୁଛି

ଭୁବନେଶ୍ୱର: ବର୍ଷା କମିଛି । ହୀରାକୁଦକୁ କମିଛି ବନ୍ୟା ପାଣି ପ୍ରବେଶ । ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହୋଇଛି । ଏବେ ୧୨ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସନ ହେଉଛି । ଫଳରେ ମହାନଦୀରେ ବି ଖସୁଛି ଜଳସ୍ତର । ଏଥିସହ ରାଜ୍ୟରେ ବନ୍ୟା ଆଶଙ୍କା ଟଳିଛି । ଗତକାଲି ରାତିରେ ହୀରାକୁଦ ଜଳଭଣ୍ଡାରରୁ…

ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ : ନବଜ୍ୟୋତି ରାୟ

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ନବଜ୍ୟୋତି ରାୟ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା…

କବିତା : ଭୟ ଓ ଭୋକ

ଦୀନବନ୍ଧୁ ବେଜ ଭୟ ଓ ଭୋକ ପାଇଁ ମୃତ୍ୟୁ ଜୀବନ ପୋକ ମାଛିଠୁ ତୁଚ୍ଛ ସ୍ଥୁଳରୁ ସୂକ୍ଷ୍ମ ଏବେ ଜୀବନ କାଳ ପଦ୍ମପତ୍ରରେ କାକର ଢଳଢ଼ଳ ଢେମ୍ଫରେ ବାସୀଫୁଲ ପରି ଉଙ୍କି ମାରୁଥିବା ସ୍ୱପ୍ନ ସତ ବୋଲି ଶୁଣିବାକୁ ମଣିଷଙ୍କର ଅଭାବ । ଭୟର ପାହାଡ଼ ଲଦି ହୋଇବି ସୌଭାଗ୍ୟରେ ପ୍ରଶ୍ଵାସ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୧ ଡକ୍ଟର ମିସେସ୍ ସୁଲକ୍ଷଣା ବସା ଆରମ୍ଭ କଲେ କଥା। ସବୁଦିନ ଆମ ଓଡିଶା ଟିଭି ଚ୍ୟାନେଲରେ ସକାଳ ସାତଟାରେ  ପ୍ରସାରିତ ହୁଏ ତାଙ୍କ ଦାର୍ଶନିକ ବାର୍ତ୍ତା। ଅସଂଖ୍ୟ ଦର୍ଶକ ଉପଭୋଗ କରନ୍ତି ତା'କୁ। ମିଠାସ୍ବର, ଅପୂର୍ବ…

ଅନୁବାଦ ଗଳ୍ପ : ଦଙ୍ଗା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪ ମୂଳ ଇଂରାଜୀ : ଖୁସୱନ୍ତ ସିଂ  ମୁୁହଁ ଅନ୍ଧାର । ସାରା ସହରଟା ନିସ୍ତେଜ । ଚାରିଆଡ଼େ ଦୋକାନ ବଜାର ପଡ଼ି ଯାଇଛି । ରାସ୍ତାକଡ଼ ବତୀଖୁଣ୍ଟରୁ ଆଲୁଅ ସବୁ ଜଳି ଉଠିଲାଣି । ରାସ୍ତା ଶୂନଶାନ୍ । କେବଳ ଯାହା କାଁ ଭାଁ କେଇଜଣ ପହରାଦାର ପୁଲିସ…

ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ସୋନୱାଲ, ମୁରୁଗାନଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରାର୍ଥୀ ଘୋଷଣା କରିଛି । ଆସାମରୁ ସର୍ବାନନ୍ଦ ସୋନୱାଲ ଓ ମଧ୍ୟପ୍ରଦେଶରୁ ଏଲ.ମୁରୁଗାନଙ୍କୁ ପ୍ରାର୍ଥୀ ହେବେ । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା ।…

ପୋଷା କୁକୁର ପାଇଁ ବିଜନେସ କ୍ଲାସରେ ବୁକ କଲେ ସମ୍ପୂର୍ଣ୍ଣ ଫ୍ଲାଇଟ !

ମୁମ୍ବାଇ: କୁକୁର ଏବଂ ମଣିଷଙ୍କ ବନ୍ଧୁତା ବହୁ ପୁରୁଣା । ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବେ କୁକୁର ବିବେଚନା କରାଯାଏ । କେତେକ ମଣିଷ ଅଛନ୍ତି ଯିଏ କି କୁକୁରକୁ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି । ମୁମ୍ବାଇରେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ପୋଷା କୁକୁର ଭଲ ଭାବେ ମୁମ୍ବାଇରୁ…

ପରଲୋକରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡିକାଲରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।…

ଆପର ରାଘବଙ୍କ ଉପରେ ରାଗିଗଲେ ରାକ୍ଷୀଙ୍କ ସ୍ୱାମୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ବେଶ କିଛି ଦିନ ବାକିଥିବା ବେଳେ ଏବେଠାରୁ କିନ୍ତୁ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ରାଘବ ଚଢ଼ା କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରି ଅଡୁଆରେ ପଡିଛନ୍ତି । ରାଘବଙ୍କ ଟ୍ୱିଟ…