Latest Odisha News

BREAKING NEWS

Yearly Archives

2021

ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର ହେଲେ ଆଡୋବ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶିକା

ନୂଆଦିଲ୍ଲୀ: ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିର ଟପ୍ ପୋଜିସନରେ ଓଡ଼ିଆ ଜିଅ । ଆଡୋବ୍ ଇଣ୍ଡିଆର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦର ଜଣେ ଓଡ଼ିଆ ଝିଅଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନାଁ ପ୍ରତିଭା ମହାପାତ୍ର । ଆଡୋବ୍ ଇଣ୍ଡିଆର ଏମଡି ହେବାରେ ସେ ପ୍ରଥମ ମହିଳା ହୋଇଛନ୍ତି । ଏହାପୂର୍ବରୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୧ ଆଜି ସକାଳୁ ସକାଳୁ ଏତେ ଶବ୍ଦ, ଏତେ ଧାଁ ଧପଡ, ଏତେ ଗଣ୍ଡଗୋଳ କାହିଁକି ଯେ । ପୋଲିସ  ଆସିଥାଇ ପାରେ। ବେକ ଭାଙ୍ଗି ଝରକା ପଟୁ ଉହୁଁକି ଦେଖିଲା ପର୍ଦ୍ଦା ଆଡେଇ ଜବା। କିଛି ତ ଦିଶୁ ନଥିଲା ସେମିତି। କେବଳ ଶବ୍ଦ…

ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ

ନବରଙ୍ଗପୁର : ପବିତ୍ର ଶକ୍ତିପୀଠ ମା ଭଣ୍ଡାର ଘରଣୀ ମନ୍ଦିର ପରିସରରେ , ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ ହୋଇଯାଇଛି । ପ୍ରଖ୍ୟାତ ହିନ୍ଦୀ ଲେଖିକା ମୃଦୁଳା ଗର୍ଗଙ୍କ ଲିଖିତ 'ମୈଁ ଔର ମୈଁ’ର ଏହା ଓଡ଼ିଆ ରୂପାନ୍ତର । ଏହି ଅବସରରେ ଅନୁବାଦିକାଙ୍କ ସହ…

ମହଙ୍ଗା ପଡିଲା ଦବଙ୍ଗଗିରି, ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି । ବିଜେପି ନେତାଙ୍କୁ ମାଡି ମାରିବା ପରେ ବିଜେଡି ତାଙ୍କୁ ଦେଇଛି ଶକ୍ତ ଝଟ୍‌କା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବାଲୁଗାଁ ନଗର…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ଅଶ୍ୱୀନ ଫେରିଲେ, ଧୋନୀ ଟିମ ମେଂଟର

ମୁମ୍ବାଇ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍ ପଡିଛନ୍ତି ୟୁଜଭେନ୍ଦ୍ର ଚହଲ ଓ ଶିଖର ଧାୱନ । ଦୁଇ ଉଇକେଟ କିପର ରିଷଭ ପନ୍ତ ଓ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ…

ସାମାଜିକ ଗଣମାଧ୍ୟମର ଚାପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ… ସାମାଜିକ ଗଣମାଧ୍ୟମକୁ ନେଇ ଉକ୍ତିଟିଏ ପ୍ରକାଶିତ ହୋଇଥିଲା, କେଉଁ ଏକ ପତ୍ରିକାରେ । ତାହା ହେଉଛି- ‘ଆପଣ ଥାଆନ୍ତୁ ବା ନ ଥାଆନ୍ତୁ, କଥାବର୍ତ୍ତା କିନ୍ତୁ ଚାଲିଛି । ଆପଣଙ୍କୁ ନେଇ ବି ଚାଲିଛି ।’ କ୍ରମଶଃ ଆମେ…

ଭାରତ ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କଲା ଇସିବି

ଲଣ୍ଡନ: ଭାରତ-ଇଂଲଣ୍ଡ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଇସିବି କାର୍ଯ୍ୟସୂଚୀ ଘୋଷଣା କରିଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ଭାରତ ଆସନ୍ତା ବର୍ଷ ପୁନର୍ବାର ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ଏବଂ ସମାନ ସଂଖ୍ୟକ…

ବାଇକ୍ ଧକ୍କାରେ ଶିଶୁର ମୃତ୍ୟୁ

ବଲାଙ୍ଗୀର:ବାଇକ୍ ଧକ୍କାରେ ଶିଶୁର ଜୀବନ ଗଲା । ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ବାଇକ ଧକ୍କା ହେବା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁହୋଇଯାଇଛି । ମୃତ ଶିଶୁ ଜଣକ ବରୋବାହଲ ଗାଁ ମଗସିର ପୁଟେଲଙ୍କ ପୁଅ ବିବେକ ପୁଟେଲ। ମୃତ ଶିଶୁର ପରିବାର ଓ ଗାଁ ଲୋକେ କ୍ଷତି ପୁରଣ ଦାବିରେ…

ଫୁଲ ଡିମାଣ୍ଡରେ କାର୍ତିକ, ବାସୁ ଭଗନାନୀଙ୍କ ୩ ଫିଲ୍ମରେ ଅଭିନୟ କରିବେ !

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଫୁଲ ଡିମାଣ୍ଡରେ ଅଛନ୍ତି । ପ୍ୟାର କା ପଂଚନାମାର ଏହି ଅଭିନେତାଙ୍କୁ  ପ୍ରଡ୍ୟୁସର ବାସୁ ଭଗନାନୀ ଏକତ୍ର ୩ଟି ଫିଲ୍ମ ଅଫର କରିଛନ୍ତି । ତେବେ କାର୍ତିକ ଏହି ଫିଲ୍ମ ସାଇନ କରିଛନ୍ତି କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇନି । ପ୍ୟାର…

ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ପାଚେରୀ ନିର୍ମାଣ

ବାଲେଶ୍ୱର: ଦିନକୁ ଦିନ ଓଡିଶାରେ ଦାଦାଗିରି ଦେଖାଇବାରେ ଲାଗିଛନ୍ତି ପଡୋଶୀ ରାଜ୍ୟ । ପ୍ରଥମେ ଆନ୍ଧ୍ର ଓ ଏବେ ଓଡିଶାର ଉଦୟପୁରରେ ପଶ୍ଚିମବଙ୍ଗ ଧସେଇ ପଶିଛି । ବିନା ଆଲୋଚନା ଓ ଅନୁମତିରେ ଉଦୟପୁରରେ ପଶ୍ଚିମବଙ୍ଗ ପ୍ରଶାସନ ପାଚେରୀ ନିର୍ମାଣ ନେଇ ଉତ୍ତେଜନା ଦେଖାଦେଇଛି । ପୂର୍ବରୁ ସୀମା…