ବିଧାନସଭା ଚାମ୍ବରରେ ବାଚସ୍ପତିଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ ସଦସ୍ୟ
ଭୁବନେଶ୍ୱର: ବାଚସ୍ପତିଙ୍କୁ ଘେରାଉ କଲେ ବିଜେପି ଓ କଂଗ୍ରେସ ବିଧାୟକ । ବିଧାନସଭାରେ ଥିବା ଚାମ୍ବର ଭିତରେ ତାଙ୍କୁ ଘେରାଉ କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ପ୍ରକାଶ ନକରିବା ଯାଏ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ ।
କଂଗ୍ରେସ ବିଧାୟକ ସନ୍ତୋଷ…