Latest Odisha News

BREAKING NEWS

Yearly Archives

2021

ଅକ୍ଷୟ କୁମାରଙ୍କ ମାଆଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଅକ୍ଷୟ କୁମାର ଲଣ୍ଡନରେ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ…

ଅଲଗା ହେଲେ ଧଓ୍ୱନ ଦମ୍ପତି, ବିବାହର ୯ବର୍ଷ ପରେ ଡିଭୋର୍ସ !

ନୂଆଦିଲ୍ଲୀ: ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ । ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ବଂଶୋଦ୍ଭବ ଆୟେଶା ମୁଖାର୍ଜୀଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ସେମାନେ…

ପିଏଚଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ; ତାଲିବାନର ଶିକ୍ଷା ମନ୍ତ୍ରୀ

କାବୁଲ: ତାଲିବାନର ଶିକ୍ଷା ମନ୍ତ୍ରୀ ଶେଖ ମୋଲଭି ନୁରୁଲ୍ଲା ମୁନିର କହିଛନ୍ତି ଯେ ମୁଲ୍ଲାହ୍‌ ଭଳି ପିଏଚଡି ଏବଂ ମାଷ୍ଟର ଡିଗ୍ରୀ ବେଶି ମୂଲ୍ୟବାନ ନୁହେଁ। ସେ କହିଛନ୍ତି, "କୌଣସି ପିଏଚଡି ଡିଗ୍ରୀ, ମାଷ୍ଟର ଡିଗ୍ରୀ ଆଜି ମୂଲ୍ୟବାନ ନୁହେଁ। ଆପଣ ଦେଖୁଛନ୍ତି ଯେ କ୍ଷମତାରେ ଥିବା…

ଇସ୍ରାଏଲ ଜେଲରୁ ୬ ପାଲେଷ୍ଟାଇନ ଫେରାର

ଗିଲୱା: ଇସ୍ରାଏଲର ସବୁଠାରୁ ସୁରକ୍ଷିତ ଜେଲ ଗିଲୱାରେ ଅଛି । ତେବେ ସେଠାରୁ ୬ ଫିଲିସ୍ତାନୀ କୈଦୀ ପେରାର ହୋଇଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ପରି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଥିଲା । ଏହି କୈଦୀମାନେ ଜେଲର ୱାଶ ବେସିନ ତଳୁ ସୁଡଙ୍ଗ…

ଜେଲ୍‌ରେ ଅଗ୍ନିକାଣ୍ଡ; ୪୧ କଏଦୀ ମୃତ, ୩୯ରୁ ଅଧିକ ଆହତ

ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟରେ ଏକ ଜନଗହଳିପୂର୍ଣ୍ଣ କାରାଗାରରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ…

ଆଜି ରାଜ୍ୟରୁ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୨ ପିଲା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଶହରୁ ୮ଶହ ଭିତରେ ରହୁଛି । କେବେ କମୁଛି କେବେ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୬୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୯ । ରାଜ୍ୟରେ ଆଉ ୧୦୨ ଜଣ…

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବଢ଼ିଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି । ବସ୍ତା ବ୍ଲକର ମଥାନୀଠାରେ ସକାଳ ୬ଟା ସୁଦ୍ଧା ୫.୬ ମିଟର ଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଫଳରେ…

ମୁଦ୍ରୀକରଣର ମାଡ଼

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବୁଢ଼ା ଲୋକ ଜଣକ ଜୀବନ ସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ । ସେହି ସମ୍ପତ୍ତି ମଧ୍ୟରେ ଜମି, ଗାଡ଼ି, ଘର, ଡଙ୍ଗା, ଟେଲିଫୋନ୍‌, ହୋଟେଲ୍ ବ୍ୟବସାୟ ଓ ଆହୁରି ଅନେକ ଜିନିଷ ଥିଲା । ସେହି…

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ସମ୍ୱଲପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ପାଟଣାଗଡ ସ୍ଥିତ ଗଙ୍ଗାନଗରରେ ଥିବା ବାସଭବନ, ପୈତୃକ ଗାଁ…

ଶ୍ରୀମନ୍ଦିରରେ ସବୁଦିନ ଦର୍ଶନ ନେଇ ଆଜି ହୋଇପାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ସବୁ ଦିନ ଶ୍ରୀଜିଉଙ୍କୁ ଦର୍ଶନ ଅନୁମତି ମିଳିବ କି ? ଆଜି ଆସିପାରେ ନିଷ୍ପତ୍ତି । ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କୋହଳ ହୋଇପାରେ ଏସଓପି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ବର୍ତ୍ତମାନ କୋଭିଡ୍ ସ୍ଥିତି ଓ…