ସୁସ୍ମିତା ଦାସ ହେଲେ ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲର ବ୍ରାଣ୍ଡ ଅମ୍ବାସେଡର
ଭୁବନେଶ୍ୱର : ଆଗାମୀ ଡିସେମ୍ବର ମାସରେ 'ଅବିକା’ ଦ୍ୱାରା ‘ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିିର୍ଭାଲ୍’ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବାକୁ ସ୍ଥିର କରାଯାଇଛି । ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି କାର୍ଣ୍ଣିିର୍ଭାଲର ଆୟୋଜନ କରାଯାଏ ।
ଏହି…