Latest Odisha News

BREAKING NEWS

Yearly Archives

2021

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୯ଟି ଦୋକାନ ଘର

ଭୁବନେଶ୍ୱର: ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଲା ନିଆଁ । ଗତକାଲି ରାତି ପାଖାପାଖି ୧୦ଟା ୫୦ ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି ଆଉ ୬ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି । ଖବର ପାଇ ଘଟାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମହାପ୍ରଭୁଙ୍କୁ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି…

ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର

କଳାହାଣ୍ଡି : ପବିତ୍ର ଜନ୍ମାଷ୍ଟମୀ ଅବସରରେ 'ମୋ ଲେଖା ମୋ ଦୁନିଆ' ଅନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧-୯-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୧ ରିଖ ବୁଧବାର ସିଂହ ୧୬ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା ଓ କୁମ୍ଭ ରାଶି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୩ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୩ ରୂପାନ୍ତରିତ ହେଉଥିଲା  ମଣିଷ।  ପୋଷାକ ପରିବର୍ତ୍ତନ ନା ଖୋଳପାର ବିବର୍ତ୍ତନ । ଦ୍ବିଧା ବିଭକ୍ତ ସତ୍ତା ସେବେଳରେ ।    ପାଦତଳେ ଥିଲା ମାଟି,  ଆକାଶରେ ରହୁଥିଲା  ମନ। ମନରେ ମନରେ ଝିଅର ସ୍ବପ୍ନ ,କିନ୍ତୁ,  ଦେହରେ…

କବିତା : ଯୁଦ୍ଧ

ରବି ପଣ୍ଡା ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ। ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ ବଞ୍ଚିବା…

ବ୍ୟଙ୍ଗ : ରାକ୍ଷୀ ପୂର୍ଣ୍ଣିମାର ଦୁର୍ଘଟଣା

ଗତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର କଥା । କହିଲେ କୁଳ କୁଟୁମ୍ବକୁ ଲାଜ । ଭାବିଲେ ଦେହ ଶୀତେଇ ଯାଉଛି । କଣ କହିବି ? ଭଗବାନ ଏପରି ଦୁର୍ଘଟଣା ଆଉ କାହା ସହ ନ ଘଟାନ୍ତୁ । ଦିନ ପ୍ରାୟ ବାରଟା କି ଗୋଟାଏ ହେବ ଦେଖିଲି ଟେବୁଲ ଉପରେ ଗୋଟେ ରାକ୍ଷୀ ଥୁଆ ହୋଇଛି । ମୋ ଭଉଣୀ ତ ରାକ୍ଷୀ ବନ୍ଧା କାମ ସାରି…

ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ଏନଟିପିସି ଦର୍ଲିପାଲି ଦ୍ବିତୀୟ ୟୁନିଟ୍

ଭୁବନେଶ୍ବର : ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ଏନଟିପିସି ଦର୍ଲିପାଲି ଦ୍ବିତୀୟ ୟୁନିଟ୍ । ଏହି ଦ୍ବିତୀୟ ୟୁନିଟର ପରୀକ୍ଷାମୂଳକ ଉତ୍ପାଦନ ଗତ ଜୁଲାଇ ୨୧ ତାରିଖରେ ଶେଷ ହୋଇଛି । ତେବେ ବିଦ୍ଧିବଦ୍ଧ ଭାବେ ସେପ୍ଟେମ୍ବର ୧ ତାରିଖରୁ ଏହାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ ହେବ ବୋଲି…

ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭର ପୁନଃ ନିର୍ମାଣ

ପୁରୀ : ପୁରୀ ବିଏନଆର ହୋଟେଲରେ ରଖାଯାଇଥିବା ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭ୍ PL-୬୯୨କୁ ପୂର୍ବତଟ ରେଳବାଇ ଦ୍ବାରା ମରାମତି ଏବଂ ରକ୍ଷଣାବେକ୍ଷଣ କରାଯାଇଛି । ପୁରୀ ଏବଂ ଏହାର ଆଖପାଖରେ ଥିବା ଲୁଣିଆ ବାୟୁ ଇଞ୍ଜିନକୁ ସଂପୂର୍ଣ୍ଣ ଭାବେ କଳଙ୍କି କରିଦେଇଥିଲା । ଇଞ୍ଜିନର ଛାତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆ ହାଇକମିଶନର

ଭୁବନେଶ୍ବର : ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡ଼ିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରାଯାଇଛି । ବୈଠକରେ ଓଡ଼ିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି…