Latest Odisha News

BREAKING NEWS

Yearly Archives

2021

ତାଲିବାନ କବଳରେ ଆଫଗାନିସ୍ତାନ, ଭାରତ ଫେରିଲେ ୧୨୯ ନାଗରିକ

ନୂଆଦିଲ୍ଲୀ : ତାଲିବାନ କବଜାକୁ ଯାଇଛି ଆଫଗାନିସ୍ତାନ ରାଜଧାନୀ କାବୁଲ । ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ପ୍ରକ୍ରିୟା । ତାଲିବାନ ଶକ୍ତି ସାମ୍ନାରେ ହାର ମାନିଛି ଦେଶର ସେନା । ତାଲିବାନୀଙ୍କ କବଜାକୁ ଆଫଗାନିସ୍ତାନ ଯିବା ପରେ ନିଜ ନାଗରିକ ଓ ଅଧିକାରୀଙ୍କୁ ସ୍ବଦେଶ…

ଦେଶ ଛାଡ଼ି ପଳାଇଲେ ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ଶାସନ। କାବୁଲ ଦଖଲ କରିଛନ୍ତି ତାଲିବାନୀ । ଆତଙ୍କବାଦୀଙ୍କ ହାତକୁ ଦେଶକୁ ଟେକି ଦେଇ ପଳାଇଯାଇଛନ୍ତି ରାଷ୍ଟ୍ରପତି ଆସ୍ରଫ ଘନି। ସେ କିଛି ସହଯୋଗୀଙ୍କ ସହ ମିଶି କାଜିକିସ୍ତାନ ପଳାଇ ଯାଇଛନ୍ତି। ତାଲିବାନୀ କାବୁଲରେ ପ୍ରବେଶ କରିବା ପରେ ଘନି…

ଲର୍ଡ୍ସରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସନ୍ଦେହ ଉପୁଜିଛି । ୪ର୍ଥ ଦିବସରେ ଆୟୋଜକ ଦଳର କେତେକ ଖେଳାଳି ବଲକୁ ସ୍ପାଇକରେ ଘସୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏ ସମ୍ପର୍କୀତ ଫଟୋ ଶେୟାର ହେବା ପରେ ଏବେ…

ତାଲିବାନ ପ୍ରସଙ୍ଗରେ ଟ୍ରମ୍ପ କାହିଁକି କହିଲେ ମୋତେ ମିସ୍ କରୁଛ କି..

ୱାଶିଂଟନ: ରାଷ୍ଟ୍ରପତି ଅସରଫ ଘନି ତାଙ୍କ ପଦରୁ ଇସ୍ତଫା ଦେବା ପରେ ତାଲିବାନ ହାତମୁଠାକୁ ଆଫଗାନିସ୍ତାନ ଚାଲିଯାଇଛି । ଏ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରିଛନ୍ତି । ଆମେରିକା ଦୂତାବସରେ ଏବେ ତାଲିବାନ ପତାକା…

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା କୁ ନେଇ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକମାନେ ପ୍ରତିବାଦକୁ ଜୋରଦାର କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ ପାଇଁ…

୨୦ କମ୍ପାନୀ ବିରୋଧରେ କୋର୍ଟର ଆଶୟ ନେବେ ପିଭି ସିନ୍ଧୁ !

ନୂଆଦିଲ୍ଲୀ: ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ଏହା ଦ୍ୱିତୀୟ ପଦକ । ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଏହାର ଫାଇଦା ଉଠାଇ କେତେକ କମ୍ପାନୀ ଓ ବ୍ରାଣ୍ଡ ସିନ୍ଧୁଙ୍କ ନାମ ଏବଂ…

ଖୋଲିଲା ରାୟଗଡାର ପ୍ରସିଦ୍ଧ ମଝିଘରିଆଣୀଙ୍କ ପୀଠ

ରାୟଗଡ଼ା : ଖୋଲିଲା ରାୟଗଡ଼ାର ପ୍ରସିଦ୍ଧ ମଝିଘରିଆଣୀଙ୍କ ମନ୍ଦିର । ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଅନୁମତି ଦେବା ପରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । ମଝିଘରିଆଣୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କରୋନା କଟକଣାକୁ କଡ଼ାକଡି କରିବାକୁ…

ମହାନ ଫୁଟବଲ ଖେଳାଳି ଗର୍ଡ ମୁଲରଙ୍କ ପରଲୋକ

ନୂଆଦିଲ୍ଲୀ: ଫୁଟବଲ ଦୁନିଆର ମହାନ ଖେଳାଳି ଗର୍ଡ ମୁଲରଙ୍କ ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଜର୍ମାନୀର ଏହି ଖେଳାଳି ଆନ୍ତର୍ଜାତୀୟ ମୁକାବିଲାରେ ୬୨ ମ୍ୟାଚ ଖେଳି ୬୮ ଗୋଲ ସ୍କୋର କରିଥିଲେ । ଲୋକପ୍ରିୟ କ୍ଲବ ବେୟର୍ଣ୍ଣ ମ୍ୟୁନିକ ପାଇଁ ସେ ଐତିହାସିକ ପ୍ରଦର୍ଶନ କରିଥିଲେ । କ୍ଲବ…

ଅନୀସ ବଜମିଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ଅନୀସ ବଜମିଙ୍କ ଆଗାମୀ କମେଡି ଫିଲ୍ମରେ ଅଭିନୟ କରିବେ ବଲିଉଡର ଭାଇଜାନ ସଲମାନ ଖାଁ । ଏଥିରେ ସେ ପ୍ରେମ ଭୂମିକାରେ ଅବତୀର୍ଣ୍ଣ ହେବେ । କ୍ୟାରିୟରରେ ୧୫ତମ ଥର ପାଇଁ ସଲମାନଙ୍କ ସ୍କ୍ରିନ ନାମ ପ୍ରେମ ହେବାକୁ ଯାଉଛି । ପୂର୍ବରୁ ଅନୀସଙ୍କ ରେଡୀ ଓ ନୋ ଏଂଟ୍ରି ଫିଲ୍ମରେ ସଲମାନ ଅଭିନୟ…

ବିଷମକଟକ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ବର : ରାୟଗଡ଼ା ବିଷମକଟକ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ…