Latest Odisha News

BREAKING NEWS

Yearly Archives

2021

ପଓ୍ୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍-୧୨ ବିଜେତା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆଲ୍ ଆଇଡଲ ସିନିଜ ୧୨ରେ ବାଜି ମାରିଲେ ଉତ୍ତରାଖଣ୍ଡର ପଓ୍ୱନଦୀପ ରାଜନ । ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇଛନ୍ତି । ଫିନାଲେରେ ଥିଲେ ମୋଟ୍ ୬ ଜଣ ପ୍ରତିଯୋଗୀ  । ଅରୁଣିତା…

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ କବଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନ ହାତକୁ ଯାଇଛି ଶାସନ । ତାଲିବାନୀ ଗୋଟିଏ ପରେ ଗୋଟିଏ ସହର ନିଜ କବଜାରେ କରି କାବୁଲ ଦଖଲ କରିବା ପରେ ଦେଶ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସ୍ରଫ ଘନି । ଏହାପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଗତକାଲି ରାଷ୍ଟ୍ରପତି ଭବନ…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୧୦୪ ପିଲା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆଜି ହଜାରେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୦୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୧ । ୨୪ ଘଣ୍ଟାରେ…

ଖୋଲିଲା ବଡ଼ଦେଉଳ: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କେବଳ ପୁରୀ ସହର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କରିଥିବା ଟୋକନ୍ ବ୍ୟବସ୍ଥା ଅନୁସାରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଓ୍ୱାର୍ଡଓ୍ୱାରୀ…

ବିପ୍ଲବର ବୟସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ପଞ୍ଚସ୍ତରୀ ବୟସ ତାତି ପାରୁଛି ପଚିଶ୍ ବର୍ଷ ମାତିପାରୁନି ? ସବୁ ବିପଦରୁ ବିପ୍ଲବ । ବିବାଦ ଭିତରୁ ବିପ୍ଲବ । ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ । ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ । ଆମେ ସବୁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଜ୍ଜ୍ଵଳତାର ଆଖି  " ଅମାବାସ୍ୟାର ଅନ୍ଧାର ମୋର ପ୍ରିୟ କାରଣ ସେ ବିଛେଇଥିବା ରାତିରେ ତାରା ସବୁ ଦେଖିହୁଏ ସ୍ପଷ୍ଟ ଭାବରେ " ଏମିତି କିଛି କହିଥିଲ ଶେଷଥର ସ୍ୱପ୍ନରେ ଯାହାକୁ ମୁଁ ସାଇତି ନେଇଚି ପଲକପାତର ଶିହରଣ ତଳେ । ତୁମକୁ ଅନ୍ଧାର ଭଲ ଲାଗେ କାରଣ ତୁମେ ନିଜେ ହିଁ ଅନ୍ଧାର ଭଳି ନିରାଟ…

କବିତା : ହିଡ଼

ଗଦାଧର ସାହୁ  ମାଟି ଉପରେ ମାଟି ନଦି ବାପା, ଜେଜେବାପା ତିଆରି କରିଥିଲେ ବିଲ ପାଇଁ ହିଡ଼ । ଅଟକଉଥିଲେ  ପାଣି ଚାଲୁଥିଲା  ଚାଷ କାମ କାଟୁଥିଲେ  ସୁନାର ଫସଲ । ସେ ହିଡ଼ ତଳେ ବାସ କରୁଥିଲେ ମାଛ, କଙ୍କଡା ସାପ, ବେଙ୍ଗ ଜିଆ,ଗେଣ୍ଡା,କୁଚିଆ । ହିଡ଼ ଉପରେ କାଦୁଅ ଲଗା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୬-୮-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୧୬ ରିଖ ସୋମବାର କର୍କଟ ୩୨ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ସିଂହ, କନ୍ୟା ଓ ମକର ରାଶି…

ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର

କେନ୍ଦୁଝର : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସରୋଜ କୁମାର ପ୍ରଧାନଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ଆସରରେ କୋହ୍ଲାଣ ବିଶ୍ୱବିଦ୍ୟାଳୟର କୁଳପତି ଗଙ୍ଗାଧର ପଣ୍ଡା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭ ଚନ୍ଦ୍ରା କବାଟ ଖୋଲି ପଶିଲା। ସତରେ ଯେମିତି କୋଉ ଅତଳ ଗ୍ବହରରେ ପଶି ଗଲା ସେ। ଆଣ୍ଟିଙ୍କର କାମ ପୂର୍ବରୁ ପରିଷ୍କାର କରିନେବ ନିଜକୁ ଏ ଘରର ନିୟମ ଅନୁସାରେ। ଆଃ ଆଜି ଭାରି ସଫା ଲାଗୁଚି ଘର। ଅମୃତାର ଅମୃତ ହାତରେ…