ସେପ୍ଟେମ୍ବର ପର୍ଯ୍ୟନ୍ତ ବୁଷ୍ଟର୍ ଡୋଜ୍ ରୋକିବାକୁ ‘ହୁ’ର ପରାମର୍ଶ
ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଧନୀ ଦେଶମାନଙ୍କୁ କରୋନା ବିରୋଧରେ ବୁଷ୍ଟର ଟିକାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛି। ଏହା ଗରିବ ଦେଶମାନଙ୍କୁ ଏହାର ଡୋଜ ପାଇବାରେ ସାହାଯ୍ୟ କରିବ।
ହୁ ମୁଖ୍ୟ କହିଛନ୍ତି ଯେ, ଶହ ଶହ କୋଟି ଲୋକ ସେମାନଙ୍କର ପ୍ରଥମ ଡୋଜକୁ…