୧୩୫ ଦେଶକୁ ବ୍ୟାପିଲାଣି ଡେଲ୍ଟା ପ୍ରଜାତି
ନୂଆଦିଲ୍ଲୀ: କରୋନାର ଅତ୍ୟଧିକ ସଂକ୍ରାମକ ପ୍ରଜାତି ଡେଲଟା ବର୍ତ୍ତମାନ ୧୩୫ଟି ଦେଶକୁ ମାଡିଗଲାଣି। ଏ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ବିଶ୍ବସ୍ତରରେ କରୋନାଭାଇରସ୍ ସଂକ୍ରମିତ ସଂଖ୍ୟା ଆସନ୍ତା ସପ୍ତାହ ସୁଦ୍ଧା ୨୦୦ ମିଲିୟନ୍ ଅତିକ୍ରମ କରିବ ବୋଲି ହୁ ଚେତାଇ…