Latest Odisha News

BREAKING NEWS

Yearly Archives

2021

ଫକୀରମୋହନଙ୍କ ଅଣନାତୁଣୀଙ୍କୁ ଅନୁରୋଧ ପତ୍ର

ରାଉରକେଲା : କଲଚରାଲ ଏକାଡେମୀ , ରାଉରକେଲା ପକ୍ଷରୁ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ନିକଟରେ ଫକୀରମୋହନଙ୍କ ରଚିତ ରେବତୀ ଗଳ୍ପଟି ପୃଥିବୀର ୩୬ଟି ଭାଷାରେ ଅନୂଦିତ ହୋଇ ଓଡ଼ିଶା ତଥା ଓଡ଼ିଆ…

ପ୍ରତିଯୋଗିତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ଟୋକିଓ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ହାଇ ଜମ୍ପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଁ ଯେଉଁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେଲା ଏବଂ ଏଥିରେ ନିଜ ଖେଳୁଆଡ ମନୋଭାବକୁ ଯେଭଳି ଭାବେ ପ୍ରଦର୍ଶନ କଲେ କତାରର ମୁତାଜ୍ ଏସା…

କବିତା : ମାଟିର ମହକ

ବନଜା ପ୍ରଧାନ ବୀର ପ୍ରସବିନୀ ଏଇ ମାଟି ଆଉ ତା ମହକ ପ୍ରାଣେ ପ୍ରାଣେ ଭରିଛ ସେ ଅଜଣା ପୁଲକ। ବୀର ସନ୍ତାନର କୀର୍ତ୍ତିରାଜି କୋଣେ ଅନୁକୋଣେ ହିଂସାରେ ଅହିଂସାର ସନ୍ଥ ପ୍ରାଣବଳି ଦିଏ କଣ୍ଠୁ ତାର 'ହେ ରାମ' ଝରୁଥାଏ। ପ୍ରତି କଣିକାରେ ଅଜଣା ପୁଲକ। ଧର୍ମ ତରାଜୁର ଭାରି ପାଇଁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା ୬-୮-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୬ ରିଖ ଶୁକ୍ରବାର କର୍କଟ ୨୨ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ…

ଟ୍ରାକ୍ଟର ଓଲଟି ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଳ ନିକଟ ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ ହୋଇଛି । ଆଜି ସନ୍ଧ୍ୟାରେ ଚାଷଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓ଼ଲଟିଯିବା ଫଳରେ ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ଘଟଣାର ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଭେଡେନ…

ଚିତ୍ର ଜଗତର ଅମ୍ଳାନ ପ୍ରତିଭା : ଶିଳ୍ପୀ ଅସିତ୍ ମୁଖାର୍ଜୀ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ଶିଳ୍ପୀ ଅସିତ ମୁଖାର୍ଜୀ ଓଡିଆ ଚିତ୍ରକଳା ଜଗତର ଜଣେ ଲୋକପ୍ରିୟ ସ୍ରଷ୍ଠା । ସନ୍ୟାସୀ ଭଳି ଚଳଣି ଓ ସରଳ ବ୍ୟବହାର ଅନ୍ୟକୁ କ୍ଷଣିକରେ ଆପଣାରେ କରି ନିଏ । ସର୍ବଦା କର୍ମତପ୍ତର । ଶହ ଶହ ଚିତ୍ର, ଅସଂଖ୍ୟ ପୁସ୍ତକର କଭର…

୫ମ ଥର ପାଇଁ ଗୋଲ୍ଡେନ ଡକରେ ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଡକ ଏବଂ ୫ମ ଗୋଲ୍ଡେନ ଡକ । ଗୁରୁବାର ଇଂଲଣ୍ଡର ସିନିୟର ପେସ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ କୋହଲି ଗୋଲ୍ଡେନ ଡକର…

ବକ୍ସର ହ୍ୱାଇଟାକର ରୌପ୍ୟ ପଦକ ପକେଟରେ ପୂରାଇ କାନ୍ଦିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଗ୍ରେଟ ବ୍ରିଟେନ ବକ୍ସର ବେନ ହ୍ୱାଇଟାକର ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନ ଥିଲେ । ଲାଇଟ-ହେଭିୱେଟ ଫାଇନାଲରେ ସେ କ୍ୟୁବାର ଆର୍ଲେନ ଲୋପେଜଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିରେ ସେ ଏତେ ମାତ୍ରାରେ ଭାଙ୍ଗି ପଡିଥିଲେ ଯେ, କାନ୍ଦି…

ନେପାଳ ସୀମା ନିକଟରୁ ଜବତ ହେଲା ୬୮୬ କୋଟି ଟଙ୍କାର ନିଶା ଦ୍ରବ୍ୟ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସ ଏବଂ ସୀମା ସୁରକ୍ଷା ବଳକୁ ଆଜି ବଡ ସଫଳତା ହାତ ଲାଗିଛି । ନେପାଳ ସୀମା ନିକଟରେ ଥିବା ମହାରାଜଗଂଜ ଜିଲ୍ଲାରେ ୬୮୬ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ଏଥିସହ ଆନ୍ତର୍ଜାତୀୟ ତସ୍କରଙ୍କ ପର୍ଦ୍ଦାଫାସ ହୋଇଛି । ଏହି ପ୍ରତିବନ୍ଧିତ ନିଶା ଦ୍ରବ୍ୟ ନେପାଳକୁ…

ବିଗ୍‌ ବସ୍‌ ଓଟିଟିରେ ନଜର ଆସିବେ ଅଭିନେତ୍ରୀ ଶମିତା

ନୂଆଦିଲ୍ଲୀ: ଟେଲିଭିଜନ ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଶୋ 'ବିଗ୍ ବସ୍ ୧୫' କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥର ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥର ଶୋ ପୂର୍ବପରି ଟିଭିରେ ସିଧାସଳଖ ଷ୍ଟ୍ରିମ୍ ହେବ ନାହିଁ। ଏହା ପ୍ରଥମେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।…