Latest Odisha News

BREAKING NEWS

Yearly Archives

2021

ହକି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ ଭାରତ-ଜର୍ମାନୀ

ଟୋକିଓ: ଟୋକିଓ ଅଲିମ୍ପିକ ପୁରୁଷ ହକି ବିଭାଗରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା ହେବ । ସେମିଫାଇନାଲରେ ବେଲଜିୟମ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇ ଫାଇନାଲ ଦୌଡରୁ ବାଦ ପଡିଥିଲା । ଯାହା କି ଭାରତୀୟ ହକି ପ୍ରେମୀଙ୍କୁ ନିରାଶ କରିଛି । ବ୍ରୋଞ୍ଜ ପଦକ ଜିତି…

ଗିରଫ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଓଡ଼ିଶା ହେଡ୍‌

ବାଲେଶ୍ବର : ଗିରଫ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଓଡ଼ିଶା ହେଡ୍‌ । ଓଡ଼ିଶା ହେଡ୍‌ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଗିରଫ କରିବା ପରେ ତାଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲୁ । କୋର୍ଟରେ ହାଜର ପରେ…

ଆମେରିକାଠାରୁ ଭାରତ କିଣିବ ହାରପୁନ ମିସାଇଲ, ଡିଲକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ:ଆମେରିକା ଆଜି ଆଂଟି ଶିପ ହାରପୁନ ମିସାଇଲ କିଣିବା ନେଇ ଭାରତ ସହ ଚୁକ୍ତି କରିଛି । ପୂର୍ବରୁ ଭାରତ ଏଥିନେଇ ଆଗ୍ରହ ପ୍ରକାଶ କରିଥିଲା । ୮୨ ମିଲିୟନ ଡଲାରର ଏହି ଚୁକ୍ତିକୁ ଏବେ ମଂଜୁରୀ ମିଳିଯାଇଛି । ଏହା ଦ୍ୱାରା ଭାରତର ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ । ପେଂଟାଗନ…

ଫେଲ୍‌ ମାରିଲା ୧୬ କୋଟିର ଇଞ୍ଜେକ୍ସନ; ଆଖିବୁଜିଲା ୧୧ ମାସର ଶିଶୁକନ୍ୟା

ମୁମ୍ବାଇ: ବଞ୍ଚାଇ ପାରିଲାନି ୧୬ କୋଟିର ଇଞ୍ଜେକ୍ସନ। ଶେଷରେ ଆଖିବୁଜିଲା ଜଣେ ୧୧ ମାସର ଶିଶୁ କନ୍ୟା। ଶିଶୁଟି ସ୍ପାଇନାଲ ମସ୍କୁଲାର ଟାଇପ୍‌-୧ ରୋଗରେ ପୀଡିତ ଥିଲା। ଆମେରିକାର ଏକ କମ୍ପାନୀରୁ ଏହି ବିରଳ ରୋଗ ପାଇଁ ୧୬ କୋଟି ଟଙ୍କାର ମାଗଣାରେ ଇଞ୍ଜେକ୍ସନ ଦିଆଯାଇଥିଲା। ଏହି କୁନି…

ଅମୀର ବନାମ ଅର୍ଜୁନ; ଏଥର କିଏ ଜିତିବ ଦର୍ଶକଙ୍କ ହୃଦୟ

ନୂଆଦିଲ୍ଲୀ: ଚଳିତ ଖ୍ରୀଷ୍ଟମାସରେ ଦୁଇଟି ବିଗ୍‌ ବଜେଟ୍‌ ମୁଭି ପରଦାରେ ଧୁମ୍‌ ମଚେଇବ। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗୋଟିଏ ପଟେ ଅମୀର୍‌ ଖାନଙ୍କ ଲାଲ୍‌ ସିଂ ଚଢା ରିଲିଜ କରୁଥିବା ବେଳେ ଅନ୍ୟପଟେ ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ପୁଷ୍ପା ଦ…

ଶଟପୁଟରେ ନିରାଶ କଲେ ତେଜିନ୍ଦର

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଜି ଭଲ ଦିନ ନ ଥିଲା । ହକି, ରେସଲିଂ ପରେ ଶଟପୁଟ ପୁରୁଷ ବିଭାଗରେ ଭାରତର ତେଜିନ୍ଦରପାଲ ସିଂ ଟୁର ଫାଇନାଲକୁ କ୍ୱାଲିଫାଇ କରିପାରି ନାହାନ୍ତି । ୧୨ ଜଣ ଫାଇନାଲକୁ ଉନ୍ନୀତ ହେବାକୁ ଥିବା ବେଳେ ସେ ଓଭରାଲ ୧୩ତମ ସ୍ଥାନରେ ରହିଥିଲେ । ସେ ୧୯.୯୯…

ଶିଳ୍ପାଙ୍କ ପରେ ଏବେ ପୁଅ ଭିଆନ୍‌ଙ୍କ ଇନଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗି କଡା ଜବାବ୍‌ ରଖିଛନ୍ତି। ଶିଳ୍ପା ଶେଟ୍ଟୀ ସୋମବାର ପ୍ରଥମ ଥର ପାଇଁ ଏକ ଲମ୍ବା ଚଉଡା ବିବୃତ୍ତି ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ପୁଅ ଭିଆନଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲା ଆତଙ୍କବାଦୀ ପନ୍ନୁ

ଚଣ୍ଡୀଗଡ: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଧମକ ଦେଇଛି । ୧୫ ଅଗଷ୍ଟରେ ଜାତୀୟ ପକାତା ଉତୋଳନ ନ କରିବା ପାଇଁ ସେ ଧମକ ଦେଇଛି । ତା ନାମରେ ରେକର୍ଡ କରାଯାଇଥିବା ଏକ ଫୋନରୁ ଏହି ଧମକ ଆସିଛି । ପୂର୍ବରୁ ବିଜେପି…

ପ୍ରଶାନ୍ତ ମହାସାଗରରେ ଏକତ୍ର ଅଭ୍ୟାସ କରିବେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ନୌସେନା

ନୂଆଦିଲ୍ଲୀ: ଚୀନକୁ ଚ୍ୟାଲେଞ୍ଜ କରିବା ପାଇଁ ସମସ୍ତ କ୍ୱାଡ ଏକତ୍ର ହୋଇଛନ୍ତି । ପ୍ରଶାନ୍ତ ମହାସାଗରରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନା ଏକତ୍ର ଅଭ୍ୟାସ କରିବେ । ମାଲାବାର ନେଭି ହିଲ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୦୨୦ରେ ପ୍ରଶାନ୍ତ ମହାସାଗରରେ ପଶ୍ଚିମରେ…

ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ଅଲିମ୍ପିକ୍ ଟିମ୍‌; ନିମନ୍ତ୍ରଣ ପଠାଇବେ ମୋଦୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଏଥର ସ୍ୱାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ବିଶେଷ ଅତିଥି ହେବେ ଭାରତୀୟ ଅଲିମ୍ପିକ୍‌ ଟିମ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତୀୟ ଅଲିମ୍ପିକ୍ ଦଳକୁ ଲାଲ୍‌ କିଲ୍ଲାକୁ ନିମନ୍ତ୍ରଣ କରିବେ। ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ମୋଦୀ…