Latest Odisha News

BREAKING NEWS

Yearly Archives

2021

ଚୋରି କରିଥିଲା ଅଭିଯୋଗକାରୀ . . .

ରାୟଗଡ଼ା : ଅଭିଯୋଗକାରୀ ସାଜିଲା ଚୋର । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ । ନିଜ ଘରୁ ଚୋରି ଅଭିଯୋଗ କରି ଥିବା ବ୍ୟକ୍ତି ଘରୁ ହିଁ ପୋଲିସ ଚୋରି ଟଙ୍କା ଓ ସୁନା ଗହଣା ଜବତ କରିଛି । ଗତ ୩୧ ତାରିଖ ଦିନ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ଚୋରି ଅଭିଯୋଗ କରି…

ଆସନ୍ତାକାଲିଠୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କୋରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାଣୀ ଉଦ୍ୟାନ ଓ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସମୟରେ ସମସ୍ତଙ୍କୁ କୋଭିଡ କଟକଣା…

ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ମହଙ୍ଗା ପଡିଲା ଦୁର୍ନୀତି । ବିଦା ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ପିଏସ ବିରଞ୍ଚି ସାହୁ । କୋଟିପତି ପିଏସ ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ମାମଲାରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ବିପୁଳ…

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ

ବାଲେଶ୍ବର : ବାଲେଶ୍ବରର ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ । ଭୁବନେଶ୍ବର ଆମ୍ରି ହସ୍ପିଟାଲରେ ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଛି । ଏ ନେଇ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ବାଲେଶ୍ବରରୁ ୫ ଥର ବିଧାୟକ ଭାବେ…

ଦର୍ଶକ ଗ୍ୟାଲେରୀରେ ଅଲିମ୍ପିକ ଚାମ୍ପିୟନଙ୍କ ସ୍ୱେଟର ବୁଣା !

ଟୋକିଓ: ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୩ ମିଟର ସ୍ପ୍ରିଙ୍ଗବୋର୍ଡ ଫାଇନାଲରେ ଦର୍ଶକଙ୍କ ଗହଣରେ ବସିଥିଲେ ଅଲିମ୍ପିକ ଚାମ୍ପିୟନ ଡାଇଭର ଟମ ଡେଲେ । ସେ ସେଠାରେ ମୁକାବିଲାକୁ ଉପଭୋଗ କରିବା ସହ ସ୍ୱେଟର ବୁଣୁଥିଲେ । ଏହି ଫଟୋ ଯେତେବେଳେ ସୋସିଆଲ ସାଇଟକୁ ଆସିଲା…

ମୁନିଗୁଡ଼ା ଭୈରବ ମନ୍ଦିରରେ ତାଲା ଭାଙ୍ଗି ଲୁଟ୍

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟରେ ଭୈରବ ମନ୍ଦିରରୁ ଲୁଟ୍ । ମନ୍ଦିରରେ ପୂଜା ପାଉଥିବା ଅସ୍ତ୍ର ଓ ସୁନା ଅଳଙ୍କାରକୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି । ଆଜି ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ମନ୍ଦିରର ମୁଖ୍ୟ ଦ୍ବାର ତାଲା ଭଙ୍ଗା…

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ

କଟକ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା । ୯ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । ୭ଟି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । କଟକ, ଯାଜପୁର,…

ଇ-ରୁପିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କ୍ୟାସ ଲେସ ଏବଂ କଂଟାକ୍ଟଲେସ ପେମେଂଟକୁ ଅଗ୍ରାଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଇ-ରୁପିର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଏହାକୁ ପ୍ରସ୍ତୁତ କରିଛି । ଇ-ରୁପି ହେଉଛି ଏକ କ୍ୟୁଆର କୋଡ…

ବସ୍ତି ତାଲିକାରେ ସାମିଲ କରିବାକୁ ଦାବି 

ପୁରୀ : ପୁରୀ ବସ୍ତି ତାଲିକାରେ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।  ପୁରୀ ପୌରସଂସ୍ଥା ଅନ୍ତର୍ଗତ ବିଜୁ ନଗର ବସ୍ତି , ମା ହରଚଣ୍ଡୀ ବସ୍ତି ଏବଂ ମା ତାରିଣୀ ବସ୍ତିକୁ ପୁରୀ ସହରର ବସ୍ତି ତାଲିକାରେ ସାମିଲ କରିବାକୁ ଦାବି  ।ସୋମବାର ତିନି ବସ୍ତିର ଶତାଧିକ ମହିଳା…

ବାଲୁକା କଳାରେ ପି ଭି ସିନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁ ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି | ପି. ଭି. ସିନ୍ଧୁ  ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ ଭାରତକୁ ୨ଥର ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି | ତାଙ୍କୁ ସ୍ୱାଗତ ଜଣାଇ…