୮୦ ପ୍ରତିଶତ ଟିକାକୃତ ଭାରତୀୟ ଡେଲ୍ଟା ପ୍ରଜାତି ଦ୍ୱାରା ସଂକ୍ରମିତ ; ରିପୋର୍ଟ
ନୂଆଦିଲ୍ଲୀ: ଗୋଟିଏ ଡୋଜ ଟିକା ଗ୍ରହଣ କରିଥିବା ୮୦ ପ୍ରତିଶତ ଭାରତୀୟ ଡେଲ୍ଟା ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏ ନେଇ ଆଇସିଏମଆର ପକ୍ଷରୁ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ କୋଭିଡ ପଜିଟିଭ ରୋଗୀ ଅତି କମରେ ଗୋଟିଏ ଡୋଜ୍ ଟିକା ଗ୍ରହଣ କରିଥିଲେ।…