Latest Odisha News

BREAKING NEWS

Yearly Archives

2021

ଏହି ଦିନଠୁ ଭକ୍ତଙ୍କ ପାଇଁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: ସାବରିମାଲା ମନ୍ଦିର ଜୁଲାଇ ୧୭ ରୁ ୨୧ ପର୍ଯ୍ୟନ୍ତ ମାସିକ ପୂଜା ଲାଗି ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର। ଏ ନେଇ ମନ୍ଦିର କର୍ତ୍ତୃପକ୍ଷ ଶନିବାର ସୂଚନା ଦେଇଛନ୍ତି। କରୋନାଭାଇରସ୍ ମହାମାରୀ ମଧ୍ୟରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉଥିବାରୁ ଲୋକମାନେ ଭୂତାଣୁ ବିସ୍ତାରକୁ ରୋକିବା…

୪୧ ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ବାର୍ଟି ଜିତିଲେ ମହିଳା ସିଙ୍ଗଲ୍ସ ୱିମ୍ବେଲଡନ ଟାଇଟଲ

ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ବିଭାଗରେ ରବିବାର ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆର ଆସଲେ ବାର୍ଟି । ଫାଇନାଲରେ ଚେକ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କୁ ୬-୩, ୭-୬, ୬-୩ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟଇଟଲ ।…

ଆଜି ହୀରାକୁଦ ଡ୍ୟାମ୍ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ଟା ବେଳେ ଜଳ ନିଷ୍କାସନ ନେଇ ସମୟ ଧାର୍ୟ୍ୟ ହୋଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ଡ୍ୟାମ୍ କର୍ତ୍ତୃପକ୍ଷ…

ତିନି ରଥକୁ ବିଜେ କଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ରଥ ପଥ ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ ଅଛି । ତା ପୂର୍ବରୁ ଆଜି ଶ୍ରୀଜିଉଙ୍କ ଆଜ୍ଞାମାଳ ତିନି ରଥକୁ ବିଜେ କରିଛି । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ…

ବାଘ ଛାଲ ରାକେଟର ୭ ବେପାରୀ ଗିରଫ, ୯ଟି ବାଘ ଛାଲ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦୁଇ ଦିନର ଚଢ଼ାଉ ପରେ ୯ଟି ବାଘ ଛାଲ ଓ ୭ ଜଣ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ବାଘ ଛାଲ ସହ ବାଘ ଦାନ୍ତ ବି ଜବତ ହୋଇଛି । ବାହାର ରାଜ୍ୟର ଜଣେ ଗ୍ରାହକଙ୍କ…

ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ: ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଗତକାଲି ରାତିରେ ଜମି ବିବାଦକୁ ନେଇ ଦୁଇଟି ପରିବାର ଭିତରେ…

ପୁଣି କୋଭିସିଲ୍ଡ ଟିକା ଅଭାବ: ଓଡ଼ିଶାରେ ଆଜି ୪ ଜିଲ୍ଲାରେ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ମହଜୁଦ ନାହିଁ । ଫଳରେ ଆଜି ମାତ୍ର ୪ ଜିଲ୍ଲାରେ ଟିକାକରଣ କରାଯାଉଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାର ୧୨ଟି କେନ୍ଦ୍ରରେ ଆଜି…

ରାଜ୍ୟରୁ ଆଉ ୬୫ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୧୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢୁଛି । ଆଉ ୬୫ ଜଣଙ୍କର ଜୀବନ ଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଚିକିତ୍ସାଧୀନ ଅବସ୍ଥାରେ ୨୦ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଓଡ଼ିଶାରୁ ୨୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୩% ତଳେ ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କାବୁ ପାଉଛି କରୋନା । ସଂକ୍ରମଣ ଏବେ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ଅଢ଼େଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୨ଶହ ୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩ଶହ ୧୫ ଓ…

ରଥଯାତ୍ରା ପାଇଁ ଆଜି ରାତି ୮ଟାରୁ ପୁରୀରେ ଦୁଇ ଦିନିଆ କର୍ଫ୍ୟୁ

ପୁରୀ: ଆସନ୍ତାରାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ କଟକଣାରେ ବିନା ଭକ୍ତରେ ରଥଯାତ୍ରା ହେବ । ଏଥିପାଇଁ ଆଜି ରାତି ୮ ଟାରୁ ଦୁଇ ଦିନ ସହରରେ ଜାରି ହେବ କର୍ଫ୍ୟୁ । ମଙ୍ଗଳବାର ରାତି ୮ଟା ଯାଏ ବଡ଼ଦାଣ୍ଡ ରେ ୧୪୪ ଧାରା ବଳବତ୍ତର ରହିବ । ନିୟମକୁ ମାନି ପ୍ରଶାସନକୁ ସହଯୋଗ କରିବା…