Latest Odisha News

BREAKING NEWS

Yearly Archives

2021

ଆଜିଠୁ ରାଜ୍ୟରେ ଟିକାକରଣ ଜୋରଦାର, ୧୭୩୦ ସେଣ୍ଟରରେ ଦିଆଯିବ ଟିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଥରେ ଜୋରଦାର ହେବ କୋଭିଡ୍ ଟିକାକରଣ । ଆଜି ମୋଟ୍ ୧୭ଶହ ୩୦ ସେଣ୍ଟରରେ ଲୋକଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୯ଲକ୍ଷ ୫୨ହଜାର ୮୨୦ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୩ଲକ୍ଷ ୯୧ହଜାର ୫୪୦ ଡୋଜ୍ ମହଜୁଦ ରହିଛି । ରାଜ୍ୟବ୍ୟାପୀ ଆଜିଠୁ ପୁଣି ଥରେ…

ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଅନଲାଇନରେ ଫର୍ମ ପୂରଣ

କଟକ: ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଅନଲାଇନ ଫର୍ମ ପୂରଣ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଥିବା ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ଜୁଲାଇ ୧୪ ତାରିଖ ଯାଏ ଫର୍ମ ଫିଲ ଅପ୍ ଚାଲିବ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର  ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ " ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି / ଚକାନୟନକୁ ପତିତ କହି ...।" ଗାଁ' ଗାଦି ଘର କମ୍ପିବନି କେବେ ଆପଣଙ୍କ ପୁରୁଣା ତାଳ ମାନରେ ମୃଦଙ୍ଗ ମାଡ଼ରେ କି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୫-୭-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୫ ରିଖ ସୋମବାର ମିଥୁନ ୨୧ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଦିନ ୧୨ଟା୧୫ମିନିଟ୍ ପର୍ଯ୍ୟନ୍ତ ତାପରେ କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ ଘାତ ବାର-…

ବିଶୁଦ୍ଧ ପାଣି ନାଁରେ ନକଲି ପାଣି ବଟଲ, ଚଢାଉ ସହ ସିଲ କଲା ପୋଲିସ

ମାଲକାନଗିରି :ମାଲକାନଗିରି ଜିଲ୍ଲା ଏମ.ଭି.୨ଗାଁରେ ଥିବା ପଦ୍ମାବାତୀ ଆକ୍ୱାଫ୍ରେସ୍ ପାଣି କମ୍ପାନିକୁ ଆଜି ସିଲ୍ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ଏହି ପାଣି ବିତରକ କମ୍ପାନି ରିଫ୍ରେଶ ମିନେରାଲ ୱାଟର ନାମରେ ଲୋକଙ୍କୁ ନକଲି ପାଣି ବୋତଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାଣିକୁ…

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି । ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଏହି ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର…

ବଜ୍ରାଘାତରେ ୩୨ ଗୋରୁ ,୩୬ ମେଣ୍ଢା ମୃତ, ଅଳ୍ପକେ ବର୍ତ୍ତିଲେ ଗୋରୁ ଚରାଳି

କେନ୍ଦୁଝର : ବାଂଶପାଳ ବ୍ଲକ କାଦକଳା ଓ ଭାଲିଆଡାଳ ଗାଁରେ ଅଘଟଣ । ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୁତ୍ୟୁ ବରଣ କରିଛନ୍ତି । ତେବେ ବଜ୍ରାଘତରୁ ଅଳ୍ପକେ ଭର୍ତ୍ତିଛନ୍ତି ଗୋରୁ ଚରାଳି । ବର୍ଷା ହେଉଥିବା ବେଳେ ଗୋରୁ ପଲ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହୋଇଥିଲା ।…

ଟି୨୦ ଫର୍ମାଟରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କଲେ ଦିଲ୍ଲୀର ସୁବୋଧ

ନୂଆଦିଲ୍ଲୀ: ଦିଲ୍ଲୀର ସୁବୋଧ ଭାଟି ଟି୨୦ ଫର୍ମାଟରେ ବିଶ୍ୱରେ ପ୍ରଥମ ଖେଳାଳି ଭାବେ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୩୦ ବର୍ଷୀୟ ସୁବୋଧ ଏ ପର୍ଯ୍ୟନ୍ତ ମାତ୍ର ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ସେ ଏକ କ୍ଲବ ଟୁର୍ଣ୍ଣାମେଂଟରେ ୭୯ ବଲରେ ୨୦୫ ରନର ଇନିଂସ ଖେଳିଥିଲେ ।…

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା, ମୁତୟନ ହେବେ ୮୦ ପ୍ଲାଟୁନ ଫୋର୍ସ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତିନି ରଥ ନିର୍ମାଣ କାର୍ଯ୍ୟ । ତେବେ ବିନା ଭକ୍ତ ଓ କୋଭିଡ କଟକଣାରେ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ପୋଲିସ । ଏଥିପାଇଁ…

ଅଲିମ୍ପିକ୍ସରେ ପଦକ ହାସଲ ନେଇ ଦୂତି ଆଶାୟୀ, ସେମିଫାଇନାଲ ପ୍ରବେଶ ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ନେଇ ବେଶ ଆଶାୟୀ ଅଛନ୍ତି ବୋଲି କହିଛନ୍ତି । ଓଡିଶାର ଏହି ଷ୍ଟାର ଆଥଲେଟ ରବିବାର ଏଏନଆଇକୁ ସାକ୍ଷାତକର ଦେଇ ଏହି କଥା କହିଛନ୍ତି । ସକାଳ ୬ରୁ ୧୦ଟା, ଏହା ପରେ ୧୧ଟାରୁ ୧୨ଟା ଏବଂ…