Latest Odisha News

BREAKING NEWS

Yearly Archives

2021

କବିତା : ତୁମକୁ ଯେ ପ୍ରେମ କରିବି

ମାନିଲି ଯେ କେବେ ନା କେବେ ଥରେ ମରିବା ଦରକାର ହେଲେ ସେଥିପାଇଁ ମୁଁ ଯେ ନିଜେ ନିଜକୁ ହାଣିବି ତା' ଜରୁରୀ ନୁହେଁ ।୧। ମାନିଲି ଯେ ଗାଁରେ ଘର କରିଥିଲେ ବେଳେବେଳେ ଭୋଟ ଦେବାକୁ ପଡ଼େ ହେଲେ ସେଥିପାଇଁ ଯେ ଜିତିବାକୁ ଥିବା ଲୋକର ବୋତାମ ଚିପିବି ତା' ଜରୁରୀ ନୁହେଁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୭-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୪ ରିଖ ରବିବାର ମିଥୁନ ୨୦ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଦଶମୀ ତିଥି ଅଶ୍ଵିନୀ ନକ୍ଷତ୍ର ଦିନ ୯ଟା ୮ ମିନିଟ୍ ପର୍ଯ୍ୟନ୍ତ ତାପରେ ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ ଘାତ ବାର- ମେଷ ରାଶିର…

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ବର : ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁ ବିଭିନ୍ନ କାରଣରୁ ସମର୍ଥ ହୋଇନଥାନ୍ତି । ଯାହାକୁ ହୃଦୟଙ୍ଗମ କରିଛି ଜିଓ । ଏବେ…

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ…

ଟୋକିଓ ଅଲିମ୍ପିକ୍ସ: ବ୍ୟାଡମିଂଟନରେ ସିନ୍ଧୁଙ୍କ ଉପରେ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ…

କେବଳ ସେବାୟତ ଟାଣିବେ ରଥ

ପୁରୀ : ପୂର୍ବବର୍ଷ ଭଳି ଏଥର ବି କୋଭିଡ କଟକଣାରେ ହେବ ରଥଟଣା । ଦକ୍ଷିଣ ମୋଡ଼ ମଧ୍ୟ ଗତ ବର୍ଷ ଭଳି ହେବ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ସେବାୟତମାନେ ହିଁ ଟାଣିବେ ତିନି ରଥ । ତେବେ ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ବ୍ୟବହାର କରିବାକୁ ବାରଣ କରାଯାଇଛି । ରଥଯାତ୍ରାକୁ…

ଗର୍ଭବତୀଙ୍କୁ ଟିକା ଦେବା ନେଇ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର : ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସକରି କେନ୍ଦ୍ର ସରକାରଙ୍କ ଏହି ଗାଇଡଲାଇନ୍ ଆସିବା ପରେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ତେବେ ଭୁବନେଶ୍ବର ମହାନଗର…

ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା

ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି…

୭ ଫିଲ୍ମରେ ଅଟକିଛି ଧର୍ମା ପ୍ରଡକ୍ସନର ୧୧୦୦ କୋଟି !

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ କରୋନା ମହାମାରୀ ଯୋଗୁ ଅସୁବିଧାରେ ପଡିଯାଇଛି କହିଲେ ଭୁଲ ହେବନି । ରିପୋର୍ଟ ମୁତାବକ ଧର୍ମା ପ୍ରଡକ୍ସନର ୭ ଫିଲ୍ମରେ ୧୧୦୦ କୋଟି ଇନଭେଷ୍ଟ ହୋଇଛି । ଏହା ମଧ୍ୟରେ ବ୍ରହ୍ମାସ୍ତ୍ରରେ ୫୦୦ କୋଟି, ସୂର୍ଯ୍ୟବଂଶୀରେ ୧୬୫ କୋଟି, ଦୋସ୍ତାନା-୨ର ୫୦ କୋଟି,…

ଲୋକାଭିମୁଖୀ ହେବ ବୟନ ଶିଳ୍ପ, ସାମଗ୍ରୀର ବିକ୍ରି ପାଇଁ ହେବ ବଜାର ବ୍ୟବସ୍ଥା

ସୋନପୁର : ବୟନଶିଳ୍ପ ଓ ହସ୍ତଶିଳ୍ପର ପ୍ରସାର ପାଇଁ କରାଯିବ ବ୍ୟବସ୍ଥା । ବୟନ ଶିଳ୍ପକୁ ଲୋକାଭିମୁଖୀ କରାଯିବ ସହ ସାମଗ୍ରୀର ବିକ୍ରି ପାଇଁ କରାଯିବ ବଜାର ବ୍ୟବସ୍ଥା । ଏଭଳି ସୂଚନା ଦେଇଛନ୍ତି ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବାଣେ । ଆଜି ସୋନପୁର ବ୍ଲକ ସାଗରପାଲି ଗସ୍ତ…