Latest Odisha News

BREAKING NEWS

Yearly Archives

2021

୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ବୁଧବାର କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ…

ସେବାୟତଙ୍କୁ ସାନିଟାଇଜର ଓ ମାସ୍କ

ପୁରୀ  : କୋଭିଡ ସଂକ୍ରମଣରୁ ସେବାୟତ ମାନେ ସୁରକ୍ଷିତ ରହି ପାରିବେ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଗକୁ ରଥଯାତ୍ରା ଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମାଗଣାରେ ସାନିଟାଇଜର ଓ N95 ମାସ୍କ ଯୋଗାଇ ଦେଇଚି । ପ୍ରଥମେ ଦଇତା ପତି…

ଭିଜିଲାନ୍ସ ବିଭାଗ ଆଇଜି ଭାବେ ଯୋଗଦେଲେ ବରିଷ୍ଠ IPS ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀ । ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ…

ପିସିଭି ଟୀକା ପ୍ରଚାର ରଥ ଶୁଭାରମ୍ଭ

ସୋନପୁର : ସୋନପୁର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଆଗାମୀ ୯ ଜୁଲାଇ ଯାଏଁ ନାଇକେନପାଲି ଗୋଷ୍ଠୀ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ସମାଜରେ ଡାକ୍ତରଙ୍କୁ ମିଳିଛି ଦ୍ୱିତୀୟ ଭଗବାନଙ୍କ ଆଖ୍ୟା । ହେଲେ ସେହି ମଣିଷ ରୂପି ଭଗବାନଙ୍କୁ ଜଣେ ବ୍ୟକ୍ତିର ସଇତାନୀ ମାନସିକତା ଅପମାନିତ କରିଛି । ଜାଣି ଚକିତ ହେବେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣାକୁ ନେଇ ଲଜ୍ଜା…

ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଲେ ମେଣ୍ଡିସ, ଦନୁଷ୍କା, ଡିକୱେଲ

କଲମ୍ବୋ: କରୋନା କଟକଣା ନ ମାନି ହୋଟେଲ ବାହାରେ ଧୂମପାନ କରିବା ଶ୍ରୀଲଙ୍କାର କେତେକ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ବିଶୃଙ୍ଖଳିତ ଖେଳାଳିମାନେ ହେଲେ କୁସଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକୱେଲ । ଇଂଲଣ୍ଡ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ…

ଆଜିଓ ନେଇ ଆସିଛି ଭାରତର ହଟେଷ୍ଟ ଫ୍ୟାସନ ସେଲ୍‌ : ଆଜିଓ ବିଗ୍ ବୋଲ୍ଡ ସେଲ୍‌

ମୁମ୍ବାଇ : ଗ୍ରାହକଙ୍କ ପାଇଁ ଅକ୍ସକ୍ଲ୍ୟୁସିଭ୍ ଅଫର । ଭାରତର ଅଗ୍ରଣୀ ଅନଲାଇନ୍ ଫ୍ୟାସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍‌, ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫ୍ୟାସନ ପାଇଁ ଲୋକପ୍ରିୟ ଆଜିଓ ନେଇ ଆସିଛି ବିଗ୍ ବୋଲ୍ଡ ସେଲ୍‌ । ଯେଉଁଥିରେ ୬ ଲକ୍ଷରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଦ୍ୱିତୀୟ ସଂସ୍କରଣର ପଂଏଟ ପଦ୍ଧତି ଘୋଷଣା କଲା ଆଇସିସି

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବୁଧବାର ଏହାର ପଂଏଟ ପଦ୍ଧତି ଆଇସିସି ଘୋଷଣା କରିଛି । ଅଗଷ୍ଟରେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜରୁ ଏହା ଆରମ୍ଭ ହେବ । ସମୁଦାୟ ୯ଟି ଟିମ୍ ଏହି…

ଏଣିକି ମନ ଇଚ୍ଛା କରୋନା ଟିକା କିଣି ପାରିବେନି ଘରୋଇ ହସପିଟାଲ

ନୂଆଦିଲ୍ଲୀ : ଏଣିକି ମନ ଇଚ୍ଛା କରୋନା ଟିକା କିଣି ପାରିବେନି ଘରୋଇ ମେଡିକାଲ । ଟିକା କ୍ରୟ ଉପରେ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ଏସଓପି । ମେଡିକାଲରେ ଏକ ସପ୍ତାହରେ ହୋଇଥିବା ଟିକାକରଣର ଦୈନିକ ଅନୁପାତର ଦୁଇ ଗୁଣା ହିଁ କିଣିପାରିବେ ମେଡିକାଲ କର୍ତ୍ତୃପକ୍ଷ । ଆସନ୍ତାକାଲି ଠାରୁ…

ଓଡ଼ିଶାର ମୋନା ବିଶ୍ବରୂପା ମହାନ୍ତିଙ୍କୁ ମିଳିଲା ଦୁବାଇର ‘ଗୋଲ୍ଡେନ୍ ଭିସା’

ଭୁବନେଶ୍ବର : ଓଡ଼ିଶା ଲାଗି ଗର୍ବ ଆଣିଲେ ମୋନା ବିଶ୍ବରୂପା ମହାନ୍ତି । ମୟୂରଭଞ୍ଜର ମୋନାଙ୍କୁ ମିଳିଛି ୟୁନାଇଟେଡ ଆରବ ଏମିରେଟସର ଗୋଲ୍ଡେନ ଭିସା । ଏହି ଭିସା ଯୋଗୁ ସେ ୧୦ ବର୍ଷ ଲାଗି ଦୀର୍ଘସ୍ଥାୟୀ ଯୋଜନାରେ ସେଠାରେ ରହିପାରିବେ । ଏହା ସହ ତାଙ୍କୁ ଅନ୍ୟାନ୍ୟ ସୁବିଧା ବି ମିଳିବ । କଳା,…