Latest Odisha News

BREAKING NEWS

Yearly Archives

2021

ଚିକିତ୍ସାରେ ଅବହେଳା ଯୋଗୁ ଚାଲିଗଲା ୧୨ କରୋନା ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ: ଚିକିତ୍ସାରେ ଅବହେଳା ଯୋଗୁ ଗତ ୨୪ ଘଣ୍ଟାରେ ଗୌହାଟି ହସ୍ପିଟାଲରେ ୧୨ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ ରାତିରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଏଭଳି ଅଘଟଣ ହୋଇଛି। ଜିଏମସିଏଚ୍‌ ଅଧୀକ୍ଷକ କହିଛନ୍ତି ଯେ, ୧୨ ଜଣ…

ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଭାରତ ବାଜି ମାରିବ ତ ?

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଆଉ ହାତ ଗଣତି କିଛି ଦିନ ପରେ ଆରମ୍ଭ ହେବ । ରେସଲିଂ ଅଲିମ୍ପିକ୍ସରେ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଛି । ସେଥିପାଇଁ ୧୯୦୦ ବ୍ୟତୀତ ଅନ୍ୟ ସମସ୍ତ ସଂସ୍କରଣରେ ଏହି ଇଭେଂଟ ସାମିଲ ହୋଇଛି । ଏଥର ଭାରତର ୮ ପହିଲୱାନ ଅଂଶଗ୍ରହଣ କରୁଛନ୍ତି । ସୁମିତ ମଲିକ ଡୋପ…

ଜୁଲାଇ ୧୫ରୁ ମାଲଦ୍ୱୀପ ଯାଇପାରିବେ ଭାରତୀୟ ପର୍ଯ୍ୟଟକ!

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତି। ଏଣିକି ଭାରତୀୟ ପର୍ଯ୍ୟଟକଙ୍କ ମାଲଦ୍ୱୀପ ପ୍ରବେଶକୁ ମିଳିଲା ଅନୁମତି। ମଙ୍ଗଳବାର ଦିନ ମାଲଦ୍ୱୀପ ଦକ୍ଷିଣ ଏସୀୟ ଦେଶର ପର୍ଯ୍ୟଟକଙ୍କ ଲାଗି ତାର ପ୍ରବେଶ ଦ୍ବାର ଖୋଲିବା ନେଇ ଘୋଷଣା କରିଛି।…

ବ୍ରାଜିଲ୍-ଭାରତ ବାୟୋଟେକ୍ ଚୁକ୍ତି ସ୍ଥଗିତ

ନୂଆଦିଲ୍ଲୀ: ଟିକାକିଣା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଭାରତ ବାୟୋଟେକ୍ ସହ ଟିକାକିଣା ଚୁକ୍ତିକୁ ସ୍ଥଗିତ ରଖିଛି ବ୍ରାଜିଲ। ଏହି ଚୁକ୍ତି ସ୍ଥଗିତ ହେବା ପରେ ୩୨୪ ମିଲିୟନ ଡଲାରର ଚୁକ୍ତିର ଭବିଷ୍ୟତ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅନିୟମିତତାରେ ରାଷ୍ଟ୍ରପତି ଜାଏର…

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ତରଙ୍ଗ ସମୟରେ ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଅନେକ ଡାକ୍ତରଙ୍କ ଜୀବନ ନେଲାଣି କରୋନା। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) କହିଛି ଯେ ଦ୍ୱିତୀୟ ତରଙ୍ଗ ସମୟରେ ୭୯୮ ଡାକ୍ତର ପ୍ରାଣ ହରାଇଛନ୍ତି ତଥ୍ୟ ଅନୁଯାୟୀ…

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ-ନିର୍ମାତା ରାଜ କୌଶଲଙ୍କ ପରଲୋକ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ଓନିର…

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦…

ରାଜ୍ୟରେ ୪ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: କାଲି କମିଥିଲା, ଆଜି ପୁଣି ବଢିଲା ମୃତ୍ୟୁସଂଖ୍ୟା । ରାଜ୍ୟରୁ କରୋନା ଆଉ ୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ…

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ମାନସମନ୍ଥନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏହି ବୈଠକ ବସିବ । ଏଠାରେ କରୋନା ମୁକାବିଲା, ଟିକାକରଣ ଆଦି ପ୍ରସଙ୍ଗରେ ଆଲୋଚନା ନେଇ ସୂଚନା…

ଟିକା ଅଭାବ: ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଟିକାର ଘୋର ଅଭାବ ଦେଖାଦେଇଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ୧୧ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା…