Latest Odisha News

BREAKING NEWS

Yearly Archives

2021

୧୪ ଜୁଲାଇ ପର୍ଯ୍ୟନ୍ତ ସପ୍ତାହକୁ ୪ ଦିନ ଚଳାଚଳ କରିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ବର : ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୪ ଜୁଲାଇ ପର୍ଯ୍ୟନ୍ତ ସପ୍ତାହକୁ ୪ ଦିନ ଚଳାଚଳ କରିବ ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ । କୋଭିଡ ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ । ୦୨୮୨୩ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ…

ଦେବାଶିଷ ପାଣିଗ୍ରାହୀଙ୍କ ସାହିତ୍ୟ ତାଙ୍କ ଜୀବନକୁ ଅତିକ୍ରାନ୍ତ କରିବ

"ଚାକିରି ସରିଯିବ । ଦିନେ ଆମେ ଅବସର ନେବା । ଶେଷରେ ଦେହତ୍ୟାଗ କରିବା । କିନ୍ତୁ ଆମେ ସୃଷ୍ଟିକରିଥିବା ସାହିତ୍ୟ ରହିଯିବ । Our books will outlive us." ଗଲା କିଛି ବର୍ଷ ହେଲା ଦେବାଶିଷ, ଯାହାଙ୍କୁ ମୁଁ ଗଲା ତିରିଶବର୍ଷ ହେଲା 'ଭାଇନା' ଭାବେ ସମ୍ବୋଧନ କରୁଥିଲି, ପ୍ରତ୍ୟେକ ଦେଖାରେ ଏଇ…

ଜୀବିକା ହରାଇଥିବା ମୁକ୍ତାମାଳୀ ବ୍ୟବସାୟୀଙ୍କୁ ସହାୟତା ଦେବାକୁ ଦାବି

ପୁରୀ : ମହାମାରୀ କରୋନା ଉଜାଡିଦେଲା ବ୍ୟବସାୟ । ପର୍ଯ୍ୟଟକ ଆସୁନଥିବାରୁ ହେଉନି ବେପାର । ଏଭଳି ସ୍ଥିତିରେ ଜୀବିକା ହରାଇଲେଣି ପୁରୀ ବେଳାଭୂମିର ମୁକ୍ତାମାଳୀ ବ୍ୟବସାୟୀ । ତେଣୁ ଏହି ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ କରିବାକୁ ହୋଇଛି ଦାବି । ଏନେଇ ଆଜି ମୁକ୍ତାମାଳୀ ବ୍ୟବସାୟୀ ମହାସଂଘ…

ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ଦୁର୍ନୀତିଗ୍ରସ୍ତ କହିଲେ ମମତା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧାନକରଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ତାଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ ତାଙ୍କ ନାମ ଜୈନ ହାୱାଲା ମାମଲା ଚାର୍ଜଶିଟରେ ଥିଲା ବୋଲି ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ତାଙ୍କୁ…

ଅଭିଶପ୍ତ ଚନ୍ଦାବିଲା, ସାତ ସପନ ସ୍ୱାସ୍ଥ୍ୟ ସେବା

ବାରିପଦା: ରାଜ୍ୟବାସିନ୍ଦାଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ସ୍ୱାସ୍ଥ୍ୟ ଯୋଜନା । ହେଲେ ମୟୁରଭଂଜ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଗାଁର ଲୋକେ କିନ୍ତୁ ପ୍ରାଥମିକ ଚିକିତ୍ସାରୁ ବଂଚିତ ରହିଛନ୍ତି । କଥାଟା ଶୁଣିବାକୁ ଯେତିକି ଅବିଶ୍ୱସନୀୟ, ସେତିକି ଚିନ୍ତାଜନକ ମଧ୍ୟ । ବାରିପଦା ବ୍ଲକ ଅନ୍ତର୍ଗତ…

ଗିରଫ ହେଲା ଲସ୍ମର ଇ ତୋଇବା କମାଣ୍ଡର ନଦୀମ ଅବରାର

ଶ୍ରୀନଗର: ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ସୋମବାର ବଡ ସଫଳତା ହାତ ଲାଗିଛି । କୁଖ୍ୟାତ ଲସ୍କର ଇ ତୋଇବା କମାଣ୍ଡର ନଦୀମ ଅବରାର ସ୍ଥାନୀୟ ପୋଲିସ ହାତରେ ଗିରଫ ହୋଇଛନ୍ତି । କଶ୍ମୀର ଜୋନର ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ବିଭିନ୍ନ ଆତଙ୍କବାଦୀ ଘଟଣାରେ ଏହି ଅପରାଧୀ ସମ୍ପୃକ୍ତ…

କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : କୋଭିଡ ଭଳି ମହାମାରୀରେ କ୍ଷତିଗ୍ରସ୍ତଙ୍କ ପାଇଁ ଜରୁରୀ ଋଣ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଚନ୍ତି । ଏହା ମଧ୍ୟରୁ ୫୦ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ…

ପାରାସୁଟରରୁ ରାସ୍ତାକଡ଼ ବ୍ୟବସାୟୀ

ଡ଼େରାଡୁନ୍ : ଦିନ ଥିଲା ସେ ଆମ ଦେଶ ପାଇଁ ପାଲଟିଥିଲେ ଗର୍ବ । ହେଲେ ଆଜି ଅର୍ଥ ଅଭାବ ବସାଇ ଦେଇଛି ରାସ୍ତାକଡରେ । ସୁନା ପଦକ ଭେଟି ଦେଉଥିବା ପାରା ସୁଟର ଦିଲରାଜ କୌର ଆଜି ରାସ୍ତାକଡରେ ବଂଚିବାର ରାହା ଖୋଜୁଛନ୍ତି । ପାର୍କ କଡରେ ସ୍ନାକ୍ ବିକି ଗୁଜୁରାଣ ମେଣ୍ଟାଉଛନ୍ତି । ବହୁବାର କିଛି…

ୟୁଏଇରେ ଟି୨୦ ବିଶ୍ୱକପ କରିବା ନେଇ ଆଇସିସିକୁ ବିଧିବଦ୍ଧ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ: ୟୁଏଇରେ ଭାରତ ବିଶ୍ୱକପ ଆୟୋଜନ କରିବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଜଣାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି । ବିିସିସିଆଇ ଏ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ସୋମବାର ପତ୍ର ଲେଖି…

ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ, ୭୫ ହଜାର ଟଙ୍କାର ଫାଇନ୍

ଭୁବନେଶ୍ବର : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । କୋଭିଡ ନିୟମ ଖିଲାପ ଅଭିଯୋଗରେ ସିଲ୍ ହୋଇଛି ଭୁବନେଶ୍ବର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ । ଏଥିସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିଛି ବିଏମସି । ସୂଚନା ମୁତାବକ, ଦୋକାନର ପଛ ଗେଟ୍ ପଟେ…