Latest Odisha News

BREAKING NEWS

Yearly Archives

2021

ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଥାଇଲାଣ୍ଡ ବୁଦ୍ଧ ମୂର୍ତ୍ତି

ଥାଇଲାଣ୍ଡ  : ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଥାଇଲାଣ୍ଡ ବୁଦ୍ଧ ମୂର୍ତ୍ତି । ଥାଇଲାଣ୍ଡରେ ନିର୍ମାଣ ହେଉଥିବା ବୁଦ୍ଧ ମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ୬୯ ମିଟର ଉଚ୍ଚତା ବିଶିଷ୍ଟ ବୁଦ୍ଧ ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଯାହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।  ବ୍ୟାଙ୍କକ୍ ଉପକଣ୍ଠରେ…

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି । ଆଖପାଖ ଗାଁ ବନ୍ତରୁ ନେଇ ଆଗରପଡ଼ାରେ ହାତୀ କିଛି ଦିନ ହେଲା ଗାଁ ଛାଡି ଯିବାର ନାଁ…

ତିଆରି ଚାଲିଛି ତିନି ଦିଅଁଙ୍କ ପାଟ ବସ୍ତ୍ର

ରାଉତପଡ଼ା : କରୋନା କଟକଣା ଭିତରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି । ଗୋଟିଏ ପଟେ ରଥ ନିର୍ମାଣ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ତିନି ଦିଅଁଙ୍କର ପାଟ ବସ୍ତ୍ର ତିଆରି । ଆଉ ଖାସ୍ କରି ଏହି ପାଟ ବସ୍ତ୍ର ତିଆରି କରୁଛନ୍ତୀ ଖୋର୍ଦ୍ଧା ରାଉତପଡ଼ା ଗାଁର ବୁଣାକାର ମାନେ । ଛୋଟର ବଡ଼ ସଭିଏଁ…

ଟିଆରପି ସ୍କାମ : ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍

ମୁମ୍ବାଇ : ଟିଆରପି ସ୍କାମ ମାମଲାରେ କୋର୍ଟରେ ଦାଖଲ ହୋଇଛି ଚାର୍ଜ ସିଟ୍ । ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ନାଁ ରହିଛି । କୋର୍ଟରେ ୧୮୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ ଦାଖଲ କରିଛି ମୁମ୍ବାଇ ପୋଲିସ…

ଆମ ଐତିହ୍ୟ : ଏକାମ୍ର କ୍ଷେତ୍ରର ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ‘ଅନନ୍ତ ବାସୁଦେବ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଉର୍ଦ୍ଧ୍ବ ପ୍ରାଚୀନ ମନ୍ଦିର ରହିଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥି ମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଭିନ୍ନ ଭିନ୍ନ ସ୍ଥିତିରେ ରହିଛି । ଚକ୍ରକ୍ଷେତ୍ର ଭାବେ ଅଭିହିତ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ଚମ୍ପକ ଦ୍ବାଦଶୀ ନୀତି

ପୁରୀ : ପରମ୍ପରା ଅନୁଯାୟୀ ରୁକ୍ତିଣୀ ବିବାହ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ସରିବା ପରେ ବର କନ୍ୟା ବେଶରେ ସଜ୍ଜିତ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ପାଲିଙ୍କିରେ…

ମହାନଦୀରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

କଟକ : ମହାନଦୀରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଆଜି ମଧ୍ୟାହ୍ନ ସମୟରେ କଟକ ହରିଣ…

ରେଳ ଷ୍ଟେସନରେ ଟଚ୍- ଫ୍ରି ହେବ ଟିକେଟ୍ ଚେକିଂ

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ ରେଳ ବାଇର ପଦକ୍ଷେପ । ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ…

ନାରଦ ଲାଞ୍ଚ ମାମଲା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଟିସନର ଶୁଣାଣି ଲାଗି ମନାକଲେ ବିଚାରପତି

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରାଶ । ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଦାଏର ପିଟିସନର ଶୁଣାଣି ଲାଗି ଅଗ୍ରାହ୍ୟ କରିଛନ୍ତି ଜଣେ ବିଚାରପତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ…

ଚନ୍ଦକାରେ ହାତୀଙ୍କୁ କରାଯିବ ଟ୍ରାକ୍, ଦେହରେ ଲାଗିବ ରେଡିଓ କୋଲାର୍‌

ଭୁବନେଶ୍ବର : ଚନ୍ଦକାରେ ବଣୁଆ ହାତୀଙ୍କୁ କରାଯିବ ଟ୍ରାକ୍ । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ପ୍ରାୟାସ । କାରଣ ଏବେ ହାତୀଙ୍କ ଦେହରେ ଲାଗିବ ରେଡିଓ କୋଲାର୍‌ । ରାଜ୍ୟରେ ପ୍ରଥମ ଥର ପାଇଁ ଚନ୍ଦକାରେ ଏପରି ରେଡିଓ କୋଲାରିଂ କରାଯିବ । ଯାହାଦ୍ବାରା ହାତୀଙ୍କ ଗତିବିଧି…