Latest Odisha News

BREAKING NEWS

Yearly Archives

2022

ସ୍ମୁତିରେ କମଳ ଦେଶ ରାଜକୁମାର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଆ ସଂସ୍କୃତି ପରମ୍ପରାର ଓଡ଼ିଆର କୋଟି ଜନତାଙ୍କ ହୃଦୟର ସମ୍ରାଟ କମଳ ଦେଶର ରାଜକୁମାର , ଜଗନ୍ନାଥ ପ୍ରେମୀ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ତେୟାଅଶୀ ବର୍ଷରେ ପରଲୋକ ଘଟିଛି । ଯାହାଙ୍କ ଅବର୍ତ୍ତମାନରେ ସାରା ସଂଗୀତ ଓ ଚଳଚ୍ଚିତ୍ର ଜଗତ…

ଭାଷା ଭାଗବତ : ବହୁବର୍ଣୀ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୬ ଯେ ଯାହା ଶିଖେ ପିଲାଦିନୁ ପାସୋରି ନ ପାରିଲେ ମନୁ ମୁଖସ୍ଥକରା ଜ୍ଞାନ ଧରି କାମରେ ନ ଲାଗେ କାହାରି କାଳ ସଂଗେ ମିଳାଇ ତାଳ ଜାଣିବା ନିମଂତେ ବ୍ୟାକୁଳ ହୋଇ ଯେ କରଇ ସଂଧାନ ପାଏ ସେ ସଦ୍ୟତମ ଜ୍ଞାନ ପରିବର୍ତନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୩ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିର୍ଗୁଣ ନିରାକାର ସ୍ୱରୂପ ଆରାଧନା ବିଷୟ ଆମେ ଆଲୋଚନା କରିବା ପରିପ୍ରେକ୍ଷୀରେ କିଛି ବିଶେଷଣର ପ୍ରୟୋଗ କରିଥିଲେ । ଆଜି ତାର ସଠିକ ବିଶ୍ଳେଷଣ କରିବା ।…

ବୀଣାପାଣିଙ୍କ ବିୟୋଗ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ତଥା ଓଡ଼ିଆ ସାହିତ୍ୟର ପାଟଦେଇ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି । ରବିବାର ସଂଧ୍ୟାରେ ବୀଣାପାଣି ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ।…

ଇମାନୁଏଲ ମାକ୍ରୋନ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍  ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ପ୍ରତିପକ୍ଷ ଦଳର ପ୍ରାର୍ଥୀ ମେରିନ ଲେ ପେନଙ୍କୁ ନିର୍ବାଚନରେ ହରାଇଛନ୍ତି। ଶେଷ ଖବର ସୁଦ୍ଧା ମାକ୍ରୋନ  ୫୮.୨ ପ୍ରତିଶତ ଭୋଟ୍ ପାଇଛନ୍ତି । ତେଣୁ…

ମହୁମାଛି ଗୋଡ଼ାଇଲା, ୩୦୦ ଫୁଟ ତଳକୁ ଖସି ପ୍ରାଣ ହରାଇଲା ୧୩ ବର୍ଷର ବାଳକ

ପୁଣେ: ରବିବାର ଏକ ବଡ ଅଘଟଣ ଘଟିଛି । ହଠାତ ମହୁମାଛି ଆକ୍ରମଣ କରିବାରୁ ଜଣେ ୧୩ ବର୍ଷର ଛୋଟ ଛୁଆ ପାହାଡ ତଳକୁ ଖସିପଡିବାରୁ ପ୍ରାଣ ହରାଇଛି । ସେହିପରି ଛୋଟ ପିଲାଟି ସହିତ ଥିବା ଅନ୍ୟ ୭-୮ ଜଣ ଆହତ ହୋଇଥିବା ସୂଚନା ରହିଛି। ମହାରାଷ୍ଟ୍ରର ପୁଣରେ ଏହି ଅଘଟଣ ଘଟିଛି। ପୁଣେର ସତାରା…

ପ୍ରଶାନ୍ତ କିଶୋରଙ୍କ ଆଇ-ପିଏସି ସହ ଚୁକ୍ତି କଲା ତେଲେଙ୍ଗାନାର ଟିଆରଏସ

ନୂଆଦିଲ୍ଲୀ: ଧର୍ମସଙ୍କଟରେ ପଡ଼ିପାରନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଯଦି ସେ କଂଗ୍ରେସରେ ସାମିଲ ହେବେ । କାରଣ କଂଗ୍ରେସରେ ସାମିଲ ହେବା ନେଇ ସମ୍ଭାବନା ଭିତରେ ତାଙ୍କ ସଂସ୍ଥା ଆଇ-ପିଏସି ତେଲେଙ୍ଗାନର ଶାସକ ଦଳ ଟିଆରଏସ ସହ ଏକ ଚୁକ୍ତି କରିଛି । ଆସନ୍ତାବର୍ଷ ତେଲେଙ୍ଗାନରେ…

ଲୋକସେବା ଭବନରେ ଦୁଇ ଦିନିଆ କର୍ମଶାଳା, ନବ ନିର୍ବାଚିତଙ୍କୁ ନବୀନ ଦେବେ ଟିପ୍ସ

ଭୁବନେଶ୍ୱର: ଲୋକସେବା ଭାବନରେ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଦୁଇ ଦିନିଆ କର୍ମଶାଳା ଆୟୋଜନ ହେବାକୁ ଯାଉଛି । ଏହି କର୍ମଶାଳାର ଶୀର୍ଷକ ରହିଛି ଅର୍ବାନ ଗଭରନାନ୍ସ ଆଣ୍ଡ ଇନିସିଏଟିଭ । ସୋମବାର ଏବଂ ମଙ୍ଗଳବାର ଆୟୋଜିତ ହେବାକୁ ଥିବା…

କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ବଢ଼ିଲା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ଧାର୍ଯ୍ୟ ହୋଇଛି । ପୂର୍ବ ତୁଳନାରେ ବୃଦ୍ଧି ପାଇ ଏହା ମାସକୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାରର ପୁନଃରୁଦ୍ଧାର ପରେ ଏବେ ପୁଣି ତାଲିମ…

ସୋମବାର ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ !

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରିବେ। ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର…